ହିନ୍ଦୁ ଓ ଖ୍ରୀଷ୍ଟୀୟାନଙ୍କ ଦ୍ୱାରା ସମୂହ ବିବାହ, ଯୋଗ ଦେଲେ ୨୪୫ ଦମ୍ପତ୍ତି

ହିନ୍ଦୁ ଓ ଖ୍ରୀଷ୍ଟୀୟାନଙ୍କ ମଧ୍ୟରେ ଥିବା ଦୂରତାକୁ ହଟାଇବା ପାଇଁ ଛତିଶଗଡ଼ରେ ସମୂହ ବିବାହର ଆୟୋଜନ ହୋଇଛି । ଯାହାକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ଆୟୋଜନ କରାଯାଇଛି । ଛତିଶଗଡ଼ ର ମୁଖ୍ୟମନ୍ତ୍ରୀ ରମଣ…
Read More...

ଭାରତୀୟ ସେନା କୁ ନେଇ Whats App ଭାଇରଲ ମେସେଜ ର ସତ୍ୟତା

ସୈନିକମାନେ ହେଉଛନ୍ତି ଦେଶରର ରକ୍ଷକ ଯେଉଁମାନେ ଖରା, ବର୍ଷା ଓ ଶୀତକୁ ଖାତିର ନ କରି ନିଜର କର୍ତ୍ତବ୍ୟ କରିଥାନ୍ତି । ପରିବାର ପ୍ରତି ଥିବା ଭଲ ପାଇବାକୁ ଭୁଲିି ଦେଶ ପାଇଁ ପ୍ରାଣ ଉତ୍ସର୍ଗ କରିବାକୁ ପଛାନ୍ତି ନାହିଁ ।…
Read More...

ଜମି ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ମାରପିଟ୍

ଜମିବାଡି ପ୍ରସଙ୍ଗକୁ ନେଇ ନବରଙ୍ଗପୁର ଜିଲ୍ଲା ଉମରକୋଟ୍ ଅନ୍ତର୍ଗତ ଅଞ୍ଚଳ ପଞ୍ଚାୟତର ଦୁଇ ଗାଁ ପକନାଗୁଡା ଓ କରଡିଗୁଡା ମଧ୍ୟରେ ମାରପିଟ୍ ହୋଇଛି । ସପୃକ୍ତ ଜମିଟି ଜଙ୍ଗଲ ଜମି ଥିବାର ସୂଚନା ମିଳିଛି । ମାରପିଟ୍…
Read More...

ବଳତ୍କାର ମାମଲାରେ ଛନ୍ଦି ହେଲେ ଆଉ ଜଣେ ବାବା

ଦିନକୁ ଦିନ ଜଣେ ପରେ ଜଣେ ଠକ ବାବାଙ୍କ କଳାକାରନାମା ବୃଦ୍ଧି ହେବାରେ ଲାଗିଛି । ଯାହା ଦ୍ୱାରା ଲୋକଙ୍କ ବିଶ୍ୱାସ ବାବାମାନଙ୍କ ପ୍ରତି ତୁଟିବାରେ ଲାଗିଛି । ଏଭଳି ଆଉ ଜଣେ ବାବା ତାଙ୍କ ସେବିକାଙ୍କୁ ବଳାକ୍ରାର କରିଥିବା…
Read More...

ସଲମାନଙ୍କୁ ହତ୍ୟା ଯୋଜନା

ବଲିଉଡ୍ ଜଗତର ଦମଦାର ଅଭିନେତା ସଲମାନ୍ ଖାଁଙ୍କୁ ହତ୍ୟା ଯୋଜନା କରାଯାଇଛି । ସୂଚନାମୁତାବକ, ପୂର୍ବରୁ ହାଇଦ୍ରାବାଦ ଗ୍ୟାଙ୍ଗଷ୍ଟାର ସଂଗଠନ ପକ୍ଷରୁ ଭାଇଜାନଙ୍କୁ ହତ୍ୟା ଘୋଷଣା କରାଯାଇଥିଲା । ସପୃକ୍ତ ଘଟଣା ପରେ ଉକ୍ତ…
Read More...

କାଳ ବୈଶାଖୀର ପ୍ରଭାବ, ଜାରୀ ହେଲା ସତର୍କ ସୂଚନା

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ଜାରି ହୋଇଛି ସତର୍କ ସୂଚନା । ଆଜିରାତିରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ବଜ୍ରପାତର ମଧ୍ୟ ସମ୍ଭାବନା ରହିଛି । ଓଡିଶାରେ ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ଼,…
Read More...

ଚାଇନାରେ ପାୱାର ବ୍ୟାଙ୍କ ବିସ୍ଫୋରଣର ଭାଇରାଲ ଭିଡିଓ

ଚାର୍ଜରେ ଲାଗି ଫୋନର ବିସ୍ଫୋରଣ କଥା ତ ଆଗରୁ ବହୁତ ଶୁଣିଥିବେ । ପରନ୍ତୁ ପାୱାର ବ୍ୟାଙ୍କର ବିସ୍ଫୋରଣ ପ୍ରଥମେ ଘଟିଛି ଚାଇନାରେ, ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଚାଇନାର ବସରେ ଯାତାୟତ କରୁଥିବା ଏକ…
Read More...

ଚକୋଲେଟ୍‌ର ଉପକାରିତା ଜାଣନ୍ତି କି ?

ଆଜିକା ଦୁନିୟାରେ କିଏ ବା ଚକୋଲେଟ୍‌କୁ ଭଲ ପାଏନି । କେବଳ ପିଲା ନୁହେଁ, ବଡ଼ ଲୋକମାନେ ବି ଚକୋଲେଟ୍ ଖାଇବାକୁ ଲୋଭ କରିବା ଅନେକ ସମୟରେ ଦେଖିବାକୁ ମିଳିଛି। କାରଣ ଏହା ବହୁତ ସ୍ୱାଦିଷ୍ଟ। ପିଲାମାନେ ଚକୋଲେଟ୍ ଖାଇଲା…
Read More...

ବର୍ଷା ଦିନେ କିପରି ନେବେ କେଶର ଯତ୍ନ; ଜାଣନ୍ତୁ ଏହାର କିଛି ଉପାୟ

କେଶକୁ ନେଇ ଛୋଟରୁ ବଡ ସମସ୍ତେ ଚିନ୍ତିତ । ବିଭିନ୍ନ ଋତୁରେ କିପରି ନିଜର ମୁଣ୍ଡ କୁଣ୍ଢାଇ ଷ୍ଟାଇଲ ମାରିବେ ସେଥିରେ ଲାଗିପଡନ୍ତିି ପିଳାରୁ ବୁଢା । ଖରା ଦିନ ପରେ ବର୍ଷାକୁ କିଏ ବା ଭଲ ନ ପାଏ । ହେଲେ ବର୍ଷାଦିନେ କେଶକୁ…
Read More...

ମୁକ୍ତି ଲାଭ କରିଛି “ଧଡକ” ର ଟ୍ରେଲର

ଶ୍ରୀଦେବୀଙ୍କ ବଡ ଝିଅ ଜାନବୀ ଅଭିନୀତ ଧଡକ ସିନେମା ଖୁବ୍ ଶୀଘ୍ର ପରଦାକୁ ଆସୁଅଛି । ସିନେମାଟିର ସୁଟିଙ୍ଗ୍ ସପୂର୍ଣ୍ଣ ରୂପେ ସରିଯାଇଥିବା ବେଳେ ଜୁନ୍ ୧୧ ରେ ଏହାର ଟ୍ରେଲର ମୁକ୍ତି ଲାଭ କରିଛି । ଟ୍ରେଲର ମାଧ୍ୟମରେ…
Read More...