ଏମିତି କିଛି କହି କଂଗ୍ରେସରୁ ଇସ୍ତଫା ଦେଲେ ଏହି ନେତା

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା। ଇସ୍ତଫା ଦେଲେ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଗୌରବ ବଲ୍ଲଭ। ସେ ଆଜି ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ପଠାଇ ଦଳରେ ସେ ଅସହଜ…
Read More...

ପୁଣି ମୁହାଁମୁହିଁ ହେଲେ ବିଜେପି ଓ କଂଗ୍ରେସ

କଂଗ୍ରେସ ନେତା ରଣଦୀପ ସୁରଜୱାଲାଙ୍କ ମନ୍ତବ୍ୟ ବିରୁଦ୍ଧରେ ସ୍ୱର ଉଠାଇଲା ବିଜେପି। ସୁରଜୱାଲା ହେମା ମାଳିନୀଙ୍କ ବାବଦରେ ଅପଶବ୍ଦ ବ୍ୟବହାର କରିଥିବା ହରିଆଣା ବିଜେପି ଅଭିଯୋଗ ଆଣିଛି। ବିଜେପିର ଆଇଟି ବିଭାଗ ମୁଖ୍ୟ…
Read More...

କେଜ୍ରିୱାଲଙ୍କୁ ବଡ ଆଶ୍ୱସ୍ତି

ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପଦରୁ ବାହାର କରିବା ପାଇଁ କରାଯାଇଥିବା ଆବେଦନ ଖାରଜ। ଆଜି ଦିଲ୍ଲୀ ହାଇକୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି। ମଦ ନୀତି ଦୁର୍ନୀତି ମାମଲାରେ…
Read More...

ନବୀନ ନିବାସରେ ଅନନ୍ତ ନାରାୟଣ ଜେନା

ଭୁବନେଶ୍ୱର: ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ନବୀନ ନିବାସରେ ମଧ୍ୟ ଭୁବନେଶ୍ୱର ବିଧାନସଭା ଆସନକୁ ନେଇ ବିବାଦ ଦେଖା ଦେଇଛି। ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇ ନ ଥିବା ବେଳେ ଭୁବନେଶ୍ୱର…
Read More...

ଆଜି ନାମାଙ୍କନ ଭରିବେ ରାହୁଲ

କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି କେରଳର ୱାୟନାଡରେ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି । ନାମାଙ୍କନ କରିବା ପାଇଁ ରାହୁଲ ଗାନ୍ଧି ବିଶାଳ ରୋଡ୍ ସୋ କରିଯାଇଛନ୍ତି ।…
Read More...

ଚନ୍ଦ୍ର ଶେଖର ସାହୁଙ୍କ ବିଜେଡି ଦେଲା ବଡ ଦାୟିତ୍ଵ

ନିର୍ବାଚନ ପୂର୍ବରୁ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁଙ୍କୁ ଏକ ବଡ଼ ଦାୟିତ୍ୱ ଦେଇଛି ବିଜେଡି। ତାଙ୍କୁ ରାଜ୍ୟ ବିଜେଡି ଉପସଭାପତି କରାଯିବା ସହ ଦଳର ମାନିଫେଷ୍ଟୋ କମିଟିର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ୨୦୧୯…
Read More...

ଆଜି ବିଜେଡିରେ ମିଶିବେ ପ୍ରକାଶ ବେହେରା

କଟକ,: ଆଜି ବିଜେଡିରେ ମିଶିବେ ପ୍ରକାଶ ବେହେରା । ସାଲେପୁରର ପୂର୍ବତନ ବିଧାୟକ ତଥା କଟକ ଜିଲା ଭାଜପାର ପୂର୍ବତନ ସଭାପତି । ବୁଧବାର ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେଡିର ଯୋଗ ଦେବା ସୂଚନା ରହିଛି । ସେପଟେ…
Read More...

ବିଜେପି ଛାଡ଼ିଲେ ଭୃଗୁ ବକ୍ସିପାତ୍ର

ବିଜେପି ଛାଡିଲେ ଭୃଗୁ ବକ୍ସିପାତ୍ର। ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ସେ ଆଜି ଇସ୍ତଫା ଦେଇଛନ୍ତି। ରାଜ୍ୟ ସଭାପତିଙ୍କ ନିକଟକୁ ଭୃଗୁ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଥିବା ଜଣାପଡ଼ିଛି। ଭୃଗୁ ନିଜ ଇସ୍ତଫାପତ୍ରରେ…
Read More...

ତାଇୱାନରେ ଶକ୍ତିଶାଳୀ ଭୂକମ୍ପ, ଆସିପାରେ ସୁନାମି

ତାଇୱାନରେ ଅନୁଭୂତ ହେଲା ଶକ୍ତିଶାଳୀ ଭୂକମ୍ପ ଝଟକା । ଭୂକମ୍ପରେ ଥରିଲା ସାରା ତାଇୱାନ ସମେତ ରାଜଧାନୀ ତାଇପେଇ ଓ ହୁଆଲିଏନ୍ ସହର । ରିକ୍ଟର ସ୍କେଲରେ ଭୂକଂପ ତୀବ୍ରତା ୭.୪ ବୋଲି ସୂଚନା ମିଳିଛି । ଗତ ୨୫ ବର୍ଷରେ…
Read More...

ଶୁନୀଲ ମୋଦିଙ୍କୁ କ୍ୟାନ୍ସର

ବିଜେପିର ବରିଷ୍ଠ ନେତା ତଥା ବିହାର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କୁ କ୍ୟାନ୍‌ସର। ସେ ଦୀର୍ଘ ୬ ମାସ ହେଲା ସୁଶୀଲ ମୋଦି ଏହି ମାରାତ୍ମକ ରୋଗରେ ପୀଡିତ ଅଛନ୍ତି। ଏନେଇ ସେ ଖୋଦ୍‌ ଆଜି ସୂଚନା ଦେଇଛନ୍ତି।…
Read More...