କଂଗ୍ରେସ ଛାଡ଼ିଲେ ବିଶ୍ବଭୂଷଣ ଦାସ

ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ମିଳିଛି ଆଉ ଏକ ଝଟକା। କଂଗ୍ରେସ ଛାଡିଲେ ପିସିସି ଉପ ସଭାପତି ବିଶ୍ୱ ଭୂଷଣ ଦାସ। ସେ ତାଙ୍କର ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ତେବେ…
Read More...

ରାଜଧାନୀରେ ପ୍ରଚଣ୍ଡ ଖରା

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ସକାଳ ୮ଟା ପରେ ଘରକୁ ବାହାରିବା କଷ୍ଟକରର ହୋଇପଡ଼ୁଛି। ଆଜି ସକାଳ ୮ଟା ୩୦ ସୁଦ୍ଧା ୩୨ ଡିଗ୍ରୀ ଟପିଛି ପାରଦ। କେନ୍ଦୁଝରରେ ତାପମାତ୍ରା…
Read More...

ବିବାଦୀୟ ବନ୍ତବ୍ୟ ଦେଇ ଅଡ଼ୁଆରେ ଚନ୍ଦ୍ର ବାବୁ ନାଇଡୁ

ଅଡୁଆରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ। ବିବାଦୀୟ ମନ୍ତବ୍ୟ ଦେବା ତାଙ୍କୁ ପଡିଲା ମହଙ୍ଗା। ତାଙ୍କର ବିରୋଧରେ ନୋଟିସ ଜାରି କଲେ ମୁଖ୍ୟ ନିର୍ବାଚନ…
Read More...

ଜେଲରୁ ଭାବପ୍ରବଣ ଚିଠି ପଠାଇଲେ ସି

ଭାବପ୍ରବଣ ହେଲେ ଆମ୍‌ ଆଦମୀ ପାର୍ଟିର ନେତା ତଥା ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ସେ ଭାବୁକ ହୋଇ ଜେଲ ଭିତରୁ ଲେଖିଲେ ଚିଠି। ସେ ନିଜ ବିଧାନସଭା ନିର୍ବାଚନ ମଣ୍ଡଳିର ଲୋକଙ୍କ ପାଖକୁ ଏକ ଚିଠି…
Read More...

ଆସିଲା କଂଗ୍ରେସର ଘୋଷଣା ପତ୍ର

ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ଏହାପୂର୍ବରୁ କଂଗ୍ରେସ ଜାରି କରିଛି ତା'ର ଘୋଷଣା ପତ୍ର। ଏହାକୁ ସେ 'ନ୍ୟାୟ ପତ୍ର' ନାଁ ଦେଇଛି। ଏହି ନ୍ୟାୟ ପତ୍ରରେ ରହିଛି ୫ ନ୍ୟାୟ ଓ ୨୫ ଗ୍ୟାରେଣ୍ଟି। କଂଗ୍ରେସ ମୁଖ୍ୟା…
Read More...

ମଇଦାନକୁ ଓହ୍ଲାଇବେ ସିଦ୍ଧାନ୍ତ

ଖୁବଶୀଘ୍ର ପ୍ରଚାର ମଇଦାନକୁ ଓହ୍ଳାଇବେ ଦିଗପହଣ୍ଡି ବିଜେପି ବିଧାୟକ ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର । ସେ କହିଛନ୍ତି, ସେଠାରୁ ସାଂସଦ ଥିବାରୁ ସେଇ ଜାଗା ବିଷୟର ପୁରା ଧାରଣା ରହିଛି । ତେବେ କର୍ମୀଙ୍କ ସହ ଆଲୋଚନା…
Read More...

୭୦ ହଜାର ପାର ହେଲା ସୁନା ଦର, ଜାଣନ୍ତୁ କେତେ ଅଛି

ସୁନା ମୂଲ୍ୟର ବୃଦ୍ଧି ଧାରା ଜାରି ରହିଛି। ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସୁନାର ମୂଲ୍ୟ ବହୁତ ବୃଦ୍ଧି ପାଇଛି ଏବଂ ଏହାର ମୂଲ୍ୟ ରେକର୍ଡ ୭୦,୦୦୦ ଟଙ୍କା ଅତିକ୍ରମ କରିଛି। ସୁନା ସହିତ ରୂପା ମୂଲ୍ୟ ମଧ୍ୟ ବଢ଼ିବାରେ…
Read More...

ବିଜେଡି ଛାଡ଼ିଲେ ରାମ ଚନ୍ଦ୍ର ପଣ୍ଡା

ଗୁରୁବାର ବିଜେଡି ଛାଡ଼ିଛନ୍ତି ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା। ସେ ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ରାମଚନ୍ଦ୍ର ଜଣେ ଦକ୍ଷ ରାଜନୀତିଜ୍ଞ। ସେ ଓଡ଼ିଶା…
Read More...

ପୁଣି କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ମୁହଁ ଖୋଲିଲା ଆମେରିକା

ପୁଣିଥରେ ଆମେରିକାର ଗୁରୁପତଓ୍ବନ୍ତ ସିଂ ପନ୍ନୁ ଏବଂ ଦିଲ୍ଲୀର ମୁଖ୍ୟ ଅରବିନ୍ଦ କେଜ୍‌ରିୱାଲଙ୍କ ସମ୍ପର୍କରେ ଏକ ବିବୃତ୍ତି ଆସିଛି। ଆମେରିକା ସ୍ବରାଷ୍ଟ୍ର ବିଭାଗର ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି, ଏହି ଦୁଇ ଜଣଙ୍କ…
Read More...

ଚିରାଗ ପାଶ୍ୱାନଙ୍କୁ ବଡ ଝଟକା, ଦଳ ଛାଡ଼ିଲେ ୨୨ ନେତା

ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଲୋକ ଜନଶକ୍ତି ପାର୍ଟି (ରାମ ବିଲାଶ)ର ନେତା ଚିରାଗ ପାଶ୍ୱାନଙ୍କୁ ଲାଗିଛି ସାଂଘାତିକ ଝଟକା। ନିର୍ବାଚନ ନିମନ୍ତେ ପ୍ରାର୍ଥୀ ଚୟନରେ ଚିରାଗଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି…
Read More...