ଆଜି ବିଜେପିର ବିଜେପିର ୪୫ ତମ ପ୍ରତିଷ୍ଠା ଦିବସ

ନୂଆଦିଲ୍ଲୀ: ବିଜେପି ଆଜି ୪୫ତମ ସ୍ଥାପନା ଦିବସ ପାଳନ କରୁଛି। ପାର୍ଟି ୬ ଅଗଷ୍ଟ ୧୯୮୦ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଏହି ବର୍ଷଗୁଡ଼ିକ ମଧ୍ୟରେ ବିଜେପି ଆଜି ବିଶ୍ୱର ଅନ୍ୟତମ ଲୋକପ୍ରିୟ ଦଳ ହୋଇପାରିଛି। ବିଜେପିର…
Read More...

ଖରାରେ କାମ କରିବେ ନାହିଁ ଶ୍ରମିକ

ଖରାରେ କାମ କରିବେନି ଶ୍ରମିକ । ଶ୍ରମ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ଦିନ ୧୧ଟାରୁ ସାଢେ ୩ଟା ପର୍ଯ୍ୟନ୍ତ କାମ କରିବା ପାଇଁ ବାରଣ କରାଯାଇଛି । ଏପ୍ରିଲ ମାସରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ…
Read More...

ଆଜି ବରୁଣାଇ ସ୍ନାନ

ଆଜି ବାରୁଣି ସ୍ନାନ। ଯାଜପୁର ବୈତରଣୀ ନଦୀର ଦଶ୍ୱାଶମେଧ ଘାଟରେ ବୁଡ ଓ ପିଣ୍ଡ ପକାଇବା ଲାଗି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି। ସକାଳ ୬.୦୯ଠାରୁ ଦିନ ୧୨.୫୭ ମିନିଟ୍‌ ଯାଏ ବୁଡ ପକାଇବା ପାଇଁ ଯୋଗ ଥିବାରୁ…
Read More...

ପୁଅ ପାଇଁ ଭୋଟ ମାଗିଲେ ସୁର

ଭୁବନେଶ୍ୱର,: ଭୁବନେଶ୍ୱର ଏମ୍‌ପି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ସୁରେଶ ରାଉତରାୟଙ୍କ ପ୍ରଚାର ଆରମ୍ଭ କରିଛନ୍ତି। ଆଜି ସକାଳୁ ସକାଳୁ ଭୁବନେଶ୍ୱର ବୁଦ୍ଧ ପାର୍କରେ ପହଞ୍ଚି ସୁର ରାଉତରାୟ ପୁଅ ମନ୍ମଥଙ୍କ ପାଇଁ ଭୋଟ…
Read More...

ରାଜ୍ୟରେ ବଢିଛି ଅଂଶୁଘାତ ଆଶଙ୍କା

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ କଲବଲ ହେଉଛନ୍ତି ରାଜ୍ୟବାସୀ। ସକାଳୁ ସକାଳୁ ତତଲା ପବନ ଯୋଗୁ ଘରୁ ବାହାରିବା କଷ୍ଟକର ହୋଇ ପଡ଼ୁଛି। ଏପରି ସ୍ଥିତିରେ ରାଜ୍ୟରେ ବଢିଛି ଅଂଶୁଘାତ ଆଶଙ୍କା। ତେବେ ଏହାର ମୁକାବିଲା…
Read More...

ଆମ ସାଙ୍ଗରେ ଲାଗିଲେ ଘରେ ପଶି ମାରିବୁ

‘ଆମ ମାଟିରେ ଆତଙ୍କବାଦ କାର୍ଯ୍ୟକଳାପ ଘଟାଇ ସୀମା ପାର ହେଉଥିବା ବ୍ୟକ୍ତିଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବନି। ସେଭଳି ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଭାରତ ପାକିସ୍ତାନରେ ପ୍ରବେଶ କରିବାକୁ ପଛାଇବ ନାହିଁ। ’ ବ୍ରିଟେନର…
Read More...

ଏନକାଉଣ୍ଟରରେ ୩ ମାଓବାଦୀଙ୍କୁ ନିପାତ

ଛତିଶଗଡ଼ରେ ଜାରିରହିଛି ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ। ଆଜି ପୁଣି ଏନକାଉଣ୍ଟରରେ ୩ ଜଣ ମାଓବାଦୀଙ୍କୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ। ବିଜାପୁରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ନିପାତ ହୋଇଥିବା ସୂଚନା…
Read More...

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ରହିବେ କି ନାହିଁ ସେକଥା ନିଷ୍ପତ୍ତି ନେବେ ରାଜ୍ୟପାଳ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଆମ୍‌ ଆଦ୍‌ମୀ ପାର୍ଟିର ଅନେକ ବରିଷ୍ଠ ନେତା ଛନ୍ଦି ହୋଇପଡ଼ିଥିବା ବେଳେ ମଙ୍ଗଳବାର ବରିଷ୍ଠ ନେତା ସଂଜୟ ସିଂହଙ୍କୁ…
Read More...

ମାଢ଼ି ଆସୁଛି ନୂଆ ମହାମାରୀ

ବାର୍ଡ ଫ୍ଲୁ ସଂକ୍ରମଣ ଖୁବ୍‌ଶୀଘ୍ର ମହାମାରୀର ରୂପ ନେଇପାରେ। ଏହାର ମୃତ୍ୟୁ ହାରକୁ ବିଚାର କଲେ ଏହା କରୋନା ମହାମାରୀ ଅପେକ୍ଷା ଶହେ ଗୁଣ ଅଧିକ ବିପଜ୍ଜନକ ହୋଇପାରେ। H5N1 ଭାଇରସ୍‌ ଏକ ଗୁରୁତର ପରିସ୍ଥିତି ଆଡକୁ ଗତି…
Read More...

ଫୋନରେ ବୁଝିଲେ ନବୀନ

ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ନୂଆ ରୂପରେ ନଜର ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକଙ୍କୁ ସିଧାସଳଖ କଲ୍ କରି ବିଭିନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ନିର୍ବାଚନ ତାରିଖ ଘୋଷଣା ହେବାର…
Read More...