ମା’ ଙ୍କ ପାଇଁ ସଜ ହେଉଛି ରାଜଧାନୀ
ଭୁବନେଶ୍ୱର : ସରଦେଇପୁର ମୁଖ୍ୟାରାସ୍ତା ବାଳକାଟିଠାରେ ବଜାର କମିଟି ପକ୍ଷରୁ ୧୦ଫୁଟ ଉଚ୍ଚତାର ଗଣେଶ , କାର୍ତ୍ତିକ ପାଶ୍ୱର୍ ଦେବାଦେବୀଙ୍କ ସହିତ ମା ଙ୍କ ମୃଣ୍ମୟୀ ମୃର୍ତ୍ତି ଶୋଭପାଇବ । ଏଠାରେ ୩୦ ବର୍ଷ ହେବ ଦଶହରା ପୂଜା ବିଧି ମୁତାବକ ପାଳନ ହୋଇଆସୁଛି । ଏଠାରେ ମୁଖ୍ୟ ଆକର୍ଷଣ ହେଉଛି ଏକ ପଶୁକୁ ମଇଦାରେ ତିଆରି କରି ବଳି ଦିଅ।।ଏ । ପ୍ରାୟ ୫ କିଲୋ ମଇଦାରେ ଏହାର ନିର୍ମାଣ ହୋଇଥାଏ । ଅଷ୍ଟମୀରେ ୨ରୁ ୩ ହଜାର ଶରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ଏବଂ ନବମୀ ତିଥିରେ କାକରା ବୃନ୍ଦି ଭୋଗ ଓଉ ଦଶହରାରେ ଭୋଜନ ବ୍ୟବସ୍ଥା ରହିଛି । ଭସାଣିରେ ମା ଙ୍କୁ ଶୋଭ।।ତ୍ରାରେ ବଜାର ପରିକ୍ରମା କରି ବିସର୍ଜନ କରାଯିବ ।
Comments are closed.