Browsing Category

ସ୍ପେଶାଲ

ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ କୋଳଥ ଡାଲି, ଜାଣନ୍ତୁ କଣ ମିଳେ ଫାଇଦା

ଆମେ ଘରେ ଅନେକ ଡାଲି ଖାଇଥିବେ। ହରଡ, ମୁଗ, ମସୁର, ବୁଟ ଇତ୍ୟାଦି ଡାଲି ନିଶ୍ଚିତ ଖାଇଥିବେ। ଏହିସବୁ ଡାଲି ଛଡା କୋଳଥ ଡାଲି ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ। ଏହି ଡାଲିର ଫାଇଦା ଆପଣଙ୍କୁ ଫିଟ୍‌ ରହିବା…
Read More...

ହେଙ୍ଗୁ ପାଣି କମାଇବା ଓଜନ

ହେଙ୍ଗୁରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ଚିମୁଟାଏ ହେଙ୍ଗୁରେ ପାଣି ମିଶାଇ ପିଇଲେ ସ୍ୱାସ୍ଥ୍ୟକୁ ଫାଇଦା ମିଳିଥାଏ। ତା’ହେଲେ ଆସନ୍ତୁ ଜାଣିବା ହେଙ୍ଗୁ ପାଣି ପିଇଲେ କ’ଣସବୁ ସ୍ୱାସ୍ଥ୍ୟ ଲାଭ ମିଳିଥାଏ। ୧.…
Read More...

ଶୀତ ଦିନେ ଖାଦ୍ୟରେ ସାମିଲ୍ କରନ୍ତୁ ମୂଳା, ମିଳିବ ଅନେକ ଚମତ୍କାରିତା

ଶୀତଋତୁରେ ଶରୀର ପାଇଁ ଉପଯୋଗୀ ନାନା ପନିପରିବା ମିଳିଥାଏ। ଏଗୁଡ଼ିକ ଭିତରୁ ଅନ୍ୟତମ ପରିବା ହେଉଛି ମୂଳା। ଅଧିକାଂଶ ଲୋକେ ମୂଳାର ସ୍ୱାଦ ଯୋଗୁ ଖାଇବା ପସନ୍ଦ କରି ନ ଥାନ୍ତି। ହେଲେ ଏହାର ଶରୀର ପ୍ରତି ଥିବା ଲାଭ ଜାଣିଲେ…
Read More...

ଶୀତ ଦିନେ ଆମେ କେତେ ପାଣି ଆବଶ୍ୟକ, ଜାଣିଛନ୍ତି କି

ଶୀତ ଦିନେ ନିଜକୁ ସୁସ୍ଥ ରଖିବା ପାଇଁ ଶରୀରକୁ ହାଇଡ୍ରେଟ ରଖିବା ଅତ୍ୟନ୍ତ ଜରୁରୀ । ଗରମ ଦିନ ତୁଳନାରେ ଶୀତ ଦିନେ ସାଧାରଣତଃ ଶରୀରରୁ କମ ଝାଳ ବୁହେ । ଶୋଷ କମ ହେବା ଯୋଗୁଁ ପାଣି ପଇବା ମଧ୍ୟ କମିଯାଏ । ଫଳରେ ତ୍ୱଚା…
Read More...

ଜାଣନ୍ତୁ କେଉଁମାନଙ୍କୁ କାଜୁ କାଇବା ପାଇଁ ମନା

କାଜୁ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର ବୋଲି ମଧ୍ୟ କୁହାଯାଏ। କିନ୍ତୁ ଆବଶ୍ୟକତା ଠାରୁ ଅଧିକ କାଜୁ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ। ଯଦି ଆପଣଙ୍କର କାଜୁ ଖାଇବା ସଉକ ଥାଏ ତେବେ ସାବଧାନ…
Read More...

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ ଏହି ଜିନିଷ

ଏବେ ସମସ୍ତେ ନିଜ ନିଜର ସ୍ବାସ୍ଥ୍ୟ ଉପରେ ଗୁରୁତ୍ବ ଦେଉଛନ୍ତି । ଉଚ୍ଚ ରକ୍ତଚାପ ରୋଗୀ ନିଜ ଖାଦ୍ୟପେୟ ସହ ଜୀବନଶୈଳୀ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ଉଚିତ। ଏହା ନିୟନ୍ତ୍ରଣରେ ରହିବା ଆବଶ୍ୟକ। ନଚେତ୍‍ ଅନେକ ମାରାତ୍ମକ…
Read More...

ସୁନ୍ଦର କେଶ ପାଇଁ କେତେକ ଜାଣିବା କଥା

ନିଜର ସୁନ୍ଦର ଚାହେରା ସାଙ୍ଗକୁ ସୁନ୍ଦର୍ କେଶ ମୁଖ ମଣ୍ଡଳକୁ ଆହୁରି ସୁନ୍ଦରତା ଦ୍ୱିଗୁଣିତ କରିଥାଏ । ସଭିଁଙ୍କୁ ଘନ,କଳା ଓ ରେଶମୀ କେଶ ବେଶ୍‍ ପସନ୍ଦ। ତେବେ କିଛି ଏଭଳି ଉପାୟ ବିଷୟରେ ଜାଣନ୍ତୁ ,ଯାହା କେଶ ପାଇଁ ଖୁବ…
Read More...

ଥଣ୍ଡା ଜ୍ବରରେ ନିଜକୁ କେମିତି କରିବେ ରକ୍ଷା

ବିଶେଷ କରି ବର୍ଷା ଦିନେ ଥଣ୍ଡା,ଜ୍ୱର,କାଶ ଓ ବାହାରର ଖାଦ୍ୟ ଖାଇବା କାରଣରୁ ଅନେକ ରୋଗ ହୋଇଥାଏ। ଏହି ଦିନେ ମୁଖ୍ୟତଃ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବାରୁ ସହଜରେ ସଭିଏଁ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି। ତେବେ…
Read More...

ରାତ୍ର ଭୋଜନ ସମୟରେ କରନ୍ତୁ ନାହିଁ ଏମିତି ଭୁଲ

ରାତିରେ ଭୋଜନ ବିଳମ୍ବରେ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । କାର୍ଯ୍ୟ କରିବା ପାଇଁ ଆବଶ୍ୟକ ପରିମାଣରେ ଶକ୍ତି ଓ ସତେଜ ଅନୁଭବ କରିବା ପାଇଁ ରାତିରେ ୮ଟା ମଧ୍ୟରେ ଭୋଜନ କରିବା ଆବଶ୍ୟକ । ରାତିରେ…
Read More...

କାହାକୁ ଡାଳିମ୍ବ ଖାଇବା ମନା, ଜାଣନ୍ତୁ

ଯେତେବେଳେ ଆପଣ କୌଣସି ରୋଗରେ ପଡନ୍ତି ସେତେବେଳେ ଡାକ୍ତରମାନେ ମଧ୍ୟ ଡାଳିମ୍ବ ଖାଇବାକୁ ପରାମର୍ଶ ଦେଇଥାନ୍ତି। କିନ୍ତୁ ଏହି ଫଳକୁ ସମସ୍ତେ ଖାଇପାରିବେ ନାହିଁ । ଏହି ଫଳ ଖାଇବା ଦ୍ୱାରା ଲାଭ ହେବା ସହ ଅନେକ କ୍ଷତି ମଧ୍ୟ…
Read More...