Browsing Category

ସ୍ପେଶାଲ

ପିଲାଙ୍କ ମେଦ ବହୁଳତାକୁ କରନ୍ତୁ କଣ୍ଟ୍ରୋଲ

ଅନେକ ଅଭିଭାବକଙ୍କୁ ନିଜ ପିଲା ମୋଟୋ ହେଲେ ଭାରି ଖୁସି ଲାଗେ। ପିଲାଟି କେଡେ ଗୁଲୁଗୁଲିଆ ହୋଇଛି ବୋଲି କେହି କହିଲେ ଆନନ୍ଦର ସୀମା ରହେନି। ଆଉ ଯଦି କେହି ପିଲାର ଓଜନ କମାନ୍ତୁ କୁହନ୍ତି, ତେବେ ରାଗରେ ନିଆଁ ହୋଇଯିବା ସହ…
Read More...

ବର୍ଷା ଦିନେ କଣ ଖାଇବା ଆବଶ୍ୟକ ନୁହେଁ,ଜାଣନ୍ତୁ

ବର୍ଷାଦିନ ଆରମ୍ଭ ହେବା ମାତ୍ରେ ଗଳା ବସିବା, ଥଣ୍ଡା, କାଶ, ଜ୍ବର ହେବା ଆଦି ସମସ୍ୟା ବୃଦ୍ଧି ପାଇଥାଏ । ତେବେ ଏହା କାହିଁକି ହେଉଛି ତାହା ବହୁତ ଲୋକଙ୍କୁ ବୁଝା ପଡେ ନାହିଁ । ପ୍ରକୃତରେ ଏହାର କାରଣ ବର୍ଷାପାଗ ନୁହେଁ…
Read More...

ଖାଉଛନ୍ତି କି ଅଧିକା ଲୁଣ ?

ଲୁଣ ଏପରି ଏକ ଜିନିଷ ଯେ ଯଦି ଆପଣ ଟିକିଏ ଅଧିକ କିମ୍ବା କମ ପକାନ୍ତି ତେବେ ପନିପରିବାର ସ୍ୱାଦ ଖରାପ ହୋଇଯାଏ। କିନ୍ତୁ ଆପଣ ଜାଣିଛନ୍ତି ଅଧିକ ଲୁଣ ଖାଇବା ଦ୍ୱାରା ଆପଣଙ୍କ ଶୀଘ୍ର ଆୟୁଷ ହାନି ହୋଇଥାଏ ଖାଦ୍ୟରେ…
Read More...

ସାବଧାନ ରୁହନ୍ତୁ ସୁସ୍ଥ ରୁହନ୍ତୁ

ୟୁରିନ କିମ୍ବା ପରିଶ୍ରା କୌଣସି ବ୍ୟକ୍ତିର ସ୍ୱାସ୍ଥ୍ୟବସ୍ଥା ବାବଦରେ ସୂଚନା ଦେଇଥାଏ । କିଛି କିଛି ମେଡିକାଲ କଣ୍ଡିସନରେ ଡାକ୍ତର ମାନେ ୟୁରିନ ଟେଷ୍ଟ କରିବାକୁ ପରାମର୍ଶ ଦେଇଥାନ୍ତି । ୟୁରିନର ରଙ୍ଗ, ତାର ଗାଢ଼ ପଣ ତଥା…
Read More...

ଘରେ ରଖନ୍ତୁ ନାହିଁ ଏସବୁ ଜିନିଷ

ଅଥିକାଂଶ ସମୟରେ ଆମେ ଘରେ ଏମିତି କିଛି ଜିନିଷ ରଖିଥାଉ ଯାହାର ବ୍ୟବହାର କେବେ କେମିତି ହୋଇଥାଏ । ଏହି ଜିନିଷ ସବୁ ଦୀର୍ଘ ସମୟ ଧରି ଘରେ ଏମିତି ପଡ଼ି ରହିଥାଏ । ହେଲେ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆପଣଙ୍କ ଏହି ଜିନିଷ…
Read More...

ହଳଦୀ ର ଉପକାରୀତା

ହଳଦୀ ଆମ ସ୍ବାସ୍ଥ୍ୟ ଓ ସ୍କିନ୍‌ ଦୁଇଟି ପାଇଁ ବହୁ ଅଧିକ ଜରୁରୀ। ଏହାକୁ ଖାଇବା ଏବଂ ଫେସ୍‌ପ୍ୟାକ୍‌ ରୂପେ ବ୍ୟବହାର କରିବା ଦ୍ୱାରା ତ୍ୱଚା ସଫା, ଦାଗହୀନ ତ୍ୱଚା ଆପଣ ପାଇ ପାରିବେ। ଏହା ବ୍ୟତୀତ ହଳଦୀ ଫେସ୍‌ପ୍ୟାକ୍‌…
Read More...

ବର୍ଷା ଦିନିଆ ଫେସନ

ବର୍ଷା ଋତୁ ଆରମ୍ଭ ହୋଇଗଲାଣି। ଏଥିରେ ଯଦି ଆପଣ କୌଣସି ଡ୍ରେସ୍‌ ପିନ୍ଧୁଛନ୍ତି ଦେଖିଚାହିଁ ପିନ୍ଧିବାକୁ ପଡ଼ିଥାଏ। କାରଣ ଏହି ସିଜନ୍‌ରେ ଯଦି ଡ୍ରେସ୍‌ ଓଦା ହୋଇଗଲା ତେବେ ଶୁଖିବା ପାଇଁ ଅଧିକ ସମୟ ଲାଗେ । ଥରେ ଯଦି…
Read More...

ଆଖିରୁ ଜାଣନ୍ତୁ ବ୍ୟକ୍ତିତ୍ବ

ସାମୁଦ୍ରିକ ଶାସ୍ତ୍ର ଭାରତୀୟ ଜ୍ୟୋତିଷ ଶାସ୍ତ୍ରର ଏକ ପ୍ରମୁଖ ଅଙ୍ଗ । ଏହାରି ଆଧାରରରେ ବିଭିନ୍ନ ଅଙ୍ଗ ଗୁଡିକର ସାରାଂଚନା ଦେଖି ଆପଣ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱକୁ ଠଉରାଇ ପାରିବେ । କୌଣସି ସ୍ତ୍ରୀଙ୍କ କାନ ଦେଖି…
Read More...

ଅଧିକ ପିଆଜ ଖାଉଥିଲେ ସାବଧାନ

ଭୁବନେଶ୍ୱର : ପିଆଜ ଖାଦ୍ୟର ସ୍ୱାଦ ବଢାଇଥାଏ। ତେଣୁ ଯେକୌଣସି ଖାଦ୍ୟ ହେଉ ସେଥିରେ ମସଲା ଭାବେ ପିଆଜକୁ ବ୍ୟବହାର କରାଯାଏ। ପ୍ରତ୍ୟେକ ଭାରତୀୟ ରୋଷେଇ ଘରେ ପିଆଜ ବ୍ୟବହାର କରାଯାଏ। ପିଆଜରେ ଆଣ୍ଟିବ୍ୟାକ୍ଟେରିଆଲ୍,…
Read More...

ଆପଣ ଗୋଲମରିଚ ବ୍ୟବହାର କରୁଛନ୍ତି କି,ଜାଣନ୍ତୁ ତାହାର ବ୍ୟବହାର

ଗୋଲ ମରିଚ ଏପରି ଏକ ଖାଦ୍ୟ ସାମଗ୍ରୀ ଯାହା ରୋଷେଇ ଘରେ ଅତି ସହଜରେ ମିଳଯାଏ । ସାଧାରଣତଃ ଘରେ ଘରେ ଚା’ ରେ ଗୋଲ ମରିଚକୁ ବ୍ୟବହାର କରାଯାଏ । ଏହା ସହ ଖାଦ୍ୟ ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରାଯାଇଥାଏ । ଏହାର ଅନେକ…
Read More...