Browsing Category

ଓଡ଼ିଶା

କେନ୍ଦୁପତ୍ର ତୋଳିବାକୁ ଯାଇ ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ମାଲକାନଗିରି(ଅପୂର୍ଵ ଥଣ୍ଡର) : କାଲିମେଳା ଥାନା ଅନ୍ତର୍ଗତ ଏମ.ପି.ଭି ୩୩ ର ଜଣେ ମହିଳା ସାପ କାମୁଡାରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ମହିଳା ଜଣକ ସକାଳେ ଉଠି କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ।ପରେ ଘରେ ଆସି ସାପ…
Read More...

ବିଦ୍ୟୁତ୍ କରେଣ୍ଟ ଆଘାତରେ ଛେଳି ଚରାଳୀଙ୍କ ମୃତ୍ୟୁ , ୨ଗିରଫ

ଦେବଗଡ଼(ଅରୂପାନନ୍ଦ ନାୟକ) : ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଛେଳି ଚରାଳିଙ୍କ ମୃତ୍ୟୁ , ୨ଗିରଫ । ସୂଚନା ଅନୁସାରେ ଆଜି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ବାଘବର ପଞ୍ଚାୟତ ଅନ୍ତର୍ଗତ ବେଲମୁଣ୍ଡା ଆମ୍ବଖୋଳ ଗ୍ରାମର ବନମାଳୀ…
Read More...

ସିଙ୍ଗାର ପଲ୍ଲୀ ପଞ୍ଚାୟତରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସିଙ୍ଗାର ପଲ୍ଲୀ ପଞ୍ଚାୟତ ରେ ସରପଞ୍ଚ ଗାୟତ୍ରୀ ବେହେରାଙ୍କ ପ୍ରଚେଷ୍ଟା ଏବଂ ଭୂମିକା ଚକ୍ଷୁ ଚିକିତ୍ସାଳୟ ସହଯୋଗରେ ମାଗଣା ଚକ୍ଷୁ ଚିକିତ୍ସା…
Read More...

ରେଳବାଇ ଇନଷ୍ଟିଚ୍ୟୁଟ ନୂତନ କ୍ରୀଡା ଗୃହ ଉଦଘାଟିତ

ଜଟଣୀ(ସଞ୍ଜୀବ କୁମାର) : ସ୍ଥାନୀୟ ଖୋର୍ଦ୍ଧାରୋଡ଼ ମଣ୍ଡଳ ଅନ୍ତର୍ଗତ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ରେଳ ଇନଷ୍ଟିଚ୍ୟୁଟରେ ଟେବୁଲ୍ ଟେନିସ, କ୍ୟାରମ୍, ଚେସ, ପାଠାଗାର ଭଳି ଇଣ୍ଡୋର୍ ଗେମ୍ ଉଦଘାଟିତ ହୋଇଯାଇଛି।…
Read More...

ଓଡିଶାରେ ସାମ୍ବାଦିକ ସୁରକ୍ଷା ଆଇନ ତୁରନ୍ତ ପ୍ରଣୟନ ପାଇଁ OUWJ ର ଦାବି

ଭୁବନେଶ୍ବର - ଶ୍ରମିକ ଦିବସ ଅବସରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ତୁରନ୍ତ ଆଇନି ପ୍ରଣୟନ କରିବାକୁ ସମ୍ମିଳିତ କର୍ମ ଜିବି ସାମ୍ବାଦିକ ମହାସଂଘର ଓଡ଼ିଆ ଶାଖା ଦାବିକରିଛି। ବିଶ୍ଵ ଶ୍ରମିକ ଦିବସ ପାଳନ…
Read More...

୧୬ ଜଣ ହିତାଧିକାରୀଙ୍କୁ ଅର୍ଥ ରାଶି ପ୍ରଦାନ କଲେ ସରପଞ୍ଚ ଗାୟତ୍ରୀ ବେହେରା

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସିଙ୍ଗାର ପଲ୍ଲୀ ସରପଞ୍ଚ ଗାୟତ୍ରୀ ବେହେରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ନୂଆଗାଁ ବ୍ଲକରେ ଏବେ ଚର୍ଚ୍ଚାରେ । ଲୋକ ମାନଙ୍କ ସେବା ପାଇଁ…
Read More...

କ୍ଷେତ୍ରବାସୀ ଏକାଡେମୀ ନିରାକାରପୁରରେ ଚାଲିଥିବା ନବୋଦୟ ପରୀକ୍ଷା କେନ୍ଦ୍ର ବୁଲିଲେ ଅତିରିକ୍ତ ତହସିଲଦାର

ଆଜି ଆରମ୍ଭ ହୋଇଛି ନବୋଦୟ ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷା । କ୍ଷେତ୍ରବାସୀ ଏକାଡେମୀ ନିରାକାରପୁରରେ ହୋଇଛି ନବୋଦୟ ପରୀକ୍ଷାର୍ଥୀ ମାନଙ୍କ ପରୀକ୍ଷା କେନ୍ଦ୍ର । ଟାଙ୍ଗି ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ…
Read More...

ଲାଇବ୍ରେରୀ ଗୃହ ପାଇଁ କ୍ଷେତ୍ର ପରିଦର୍ଶନ କଲେ ଦଶପଲ୍ଲା ବିଧାୟକ

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (+୨) ରେ ହେବ ଉନ୍ନତମାନର ଲାଇବ୍ରେରୀ ଗୃହ । ଲାଇବ୍ରେରୀ ଗୃହ ନିର୍ମାଣ ପାଇଁ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର…
Read More...

ବଦଳିଲେ ଖୋର୍ଦ୍ଧା ଏସପି

ଖୋର୍ଦ୍ଧା(ମନୋରଞ୍ଜନ ପ୍ରଧାନ) : ବଦଳିଲେ ଖୋର୍ଦ୍ଧା SP ଅଲେଖ ଚନ୍ଦ୍ର ପହି | ଓଡିଶା ଗୃହ ବିଭାଗ,ଆଇପିଏସ ସ୍ତରରେ ବଡ ଅଦଳ ବଦଳ ପରେ, ଖୋର୍ଦ୍ଧାର ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ଦା୍ୱିତ୍ୟ ନେବେ 2017 ବ୍ୟାଚ ର IPS…
Read More...

ନୂଆଗାଁ ବ୍ଲକ ର ଛାତ୍ର ଛାତ୍ରୀ ଦେଲେ ମାଟ୍ରିକ ପରୀକ୍ଷା

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ର ଛାତ୍ର ଛାତ୍ରୀ ଦେଲେ ମାଟ୍ରିକ ପରୀକ୍ଷା। ଗତକାଲି ପ୍ରଥମ ଦିନ ଇଂରାଜୀ ପରୀକ୍ଷାରେ ନୂଆଗାଁ ଉଚ୍ଚ ବିଦ୍ୟାଳୟରେ ୨୪୦ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେବାକୁ…
Read More...