Browsing Category

ଓଡ଼ିଶା

ବଜ୍ରାଘାତରେ ଚାଲିଗଲା ୩ ଜୀବନ

ଉମରକୋଟ : ଆକାଶରୁ ଛିଣ୍ଡିଲା ମୃତ୍ୟୁ । ବଜ୍ରାଘାତ ନେଲା ୩ ଜୀବନ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ମୁଣ୍ଡିବେଡ଼ାର ପାତ୍ରିମାଲରେ ବଜ୍ରପାତରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଧନ ସିଂ, ତାଙ୍କ ଭଉଣୀ…
Read More...

ଆଜିର ପେଟ୍ରୋଲ ଓ ଡିଜେଲ ଦର

ତେଲ ଦର ଆଜି ମଧ୍ୟ ସ୍ଥିର ରହିଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୩ ଟଙ୍କା ୪୭ ପଇସା ଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୫ ଟଙ୍କା ୦୩ ପଇସା ହୋଇଛି। ସେହିପରି ଦେଶର ପ୍ରମୁଖ ସହରରେ ବି…
Read More...

ବନସ୍ତେ ଡାକିଲା ଗଜ…

ମୌସୁମୀ ଛୁଆଁରେ ଆସିଛି ରଜ। ଖାଇବା- ନାଚିବା-ବୁଲିବା ଓ ଝୁଲିବା। ଗତ ଦୁଇ ବର୍ଷ ଧରି କୋଭିଡ଼ କଟକଣା ପରେ ଚଳିତ ବର୍ଷ ବେଶ୍ ଧୁମଧାମ୍ ରେ ପାଳନ କରାଯାଉଛି ରଜ ପର୍ବ । ଗତକାଲି ସରିଛି ସଗବାଜ ଆଜି ହେଉଛି ପହିଲି ରଜ।…
Read More...

ଶ୍ଵଶୁରକୁ ଛୁରୀ ଭୁସି ଦେଲେ ଜୁଆଇଁ

ହିଞ୍ଜିଳିକାଟୁ -ହିଞ୍ଜିଳି ଥାନା ଗଣ୍ଡଳାରେ ସୋମବାର ଜ୍ୱାଇଁଙ୍କ ଛୁରା ମାଡ଼ରେ ଶ୍ୱଶୁର ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ଆହତ ଶ୍ୱଶୁର ହେଲେ କଙ୍କୋରଡ଼ା ଗ୍ରାମର ସୀମାଞ୍ଚଳ ଦାସ। ସୀମାଞ୍ଚଳଙ୍କ ଝିଅ ହିଞ୍ଜିଳି ଥାନା…
Read More...

ଆଜି ସ୍ନାନଯାତ୍ରା, ଉତ୍ସବମୁଖର ପୁରୀ

ପୁରୀ : ଦୁଇ ବର୍ଷ ପରେ ଭକ୍ତଙ୍କ ମେଳରେ ହେବ ସ୍ନାନଯାତ୍ରା। ସ୍ନାନବେଦୀରେ ସ୍ନାନ କରି ମଙ୍ଗଳବାର ହାତୀବେଶରେ ଦର୍ଶନ ଦେବେ ଦାରୁଦିଅଁ। ଏଥିପାଇଁ ସଅଳ ନୀତିକାନ୍ତି ନିର୍ଘଣ୍ଟ ହୋଇଛି। ରତ୍ନ ସିଂହାସନରେ ଚାରମାଳ ବନ୍ଧା…
Read More...

ସ୍ନାନଯାତ୍ରା ଉପଲକ୍ଷେ, ଭୋର ୪ଟାରୁ ୬ଟା ଭିତରେ ଆରମ୍ଭ ହେବ ପହଣ୍ଡି

ପୁରୀ : ସ୍ନାନଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ଭୋର ୪ଟାରୁ ୬ଟା ଭିତରେ ଆରମ୍ଭ ହେବ ପହଣ୍ଡି । ଏହାପରେ ମଙ୍ଗଳ ଆଳତୀ, ମଇଲମ, ତଡପଲାଗି, ଅଧରପୋଛା, ଅବକାଶ ଆଦି ନୀତି ସମ୍ପାଦିତ ହେବ । ସକାଳ ସାଢ଼େ…
Read More...

ସ୍ନାନପୁର୍ଣ୍ଣିମାରେ ୫୨ ପ୍ଲାଟୁନ ପୋଲିସ ମୁତୟନ

ପୁରୀ ଅଫିସ : ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି। ତେବେ ସ୍ନାନଯାତ୍ରାରେ ଭିଡ଼କୁ ଦୃଷ୍ଟିରେ ରଖିପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୫୨ ପ୍ଲାଟୁନ୍‌…
Read More...

ଏଥର ହେବ କଟକ ବାଲିଯାତ୍ରା

କଟକ ଅଫିସ : ଚଳିତ ବର୍ଷ ହେବ ପ୍ରସିଦ୍ଧ କଟକ ବାଲିଯାତ୍ରା। ଏ ନେଇ କଟକ ଜିଲାପାଳ ଭବାନୀ ଶଙ୍କର ଚଇନୀ ସୋମବାର ଏହି ଘୋଷଣା କରିଛନ୍ତି। କୋଭିଡ ଯୋଗୁ ଗତ ୨ ବର୍ଷ ହେଲା ବାଲିଯାତ୍ରାର ଆୟୋଜନ ହୋଇ ନଥିଲା। ବର୍ତ୍ତମାନ…
Read More...

ବାଚସ୍ପତି ହେଲେ ବିକ୍ରମ କେଶରୀ ଆରୁଖ

ଭୁବନେଶ୍ୱର : ବିଧାନସଭା ବାଜସ୍ପତି ଭାବେ ବିକ୍ରମ କେଶରୀ ଆରୁଖ ନିର୍ବାଚିତ ହୋଇଛନ୍ତି । ସ୍ୱତନ୍ତ୍ର ଅଧିବେଶନରେ ନିଦ୍ୱର୍ନ୍ଦରେ ବିକ୍ରମ  କେଶରୀ ଆରୁଖ ନିର୍ବାଚିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ବିକ୍ରମ ଆରୁଖଙ୍କ ନାଁ’…
Read More...

ସେବାୟତଙ୍କୁ ବୁଷ୍ଟର ଡୋଜ଼

ପୁରୀ: ମହାପ୍ରଭୁଙ୍କ ଘୋଷଯାତ୍ରା ପୂର୍ବରୁ ୭୫୦୦ ସେବାୟତ ପ୍ରଥମ ଓ ଦ୍ୱିତୀୟ ଡୋଜ କୋଭିଡ୍‌ ଟିକା ନେଇଥିଲେ । ଏବେ ରଥଯାତ୍ରା ପୂର୍ବରୁ ପୁଣି ଥରେ ଏହି ସେବାୟତଙ୍କୁ ବୁଷ୍ଟର ଡୋଜ ଟିକା ଦେବାକୁ ଅଭିଯାନ ଚାଲିଛି । ଚଳିତ…
Read More...