Browsing Category

ଓଡ଼ିଶା

ଓଡ଼ିଶାରେ ପ୍ରତିଷ୍ଠା ହେବ ସର୍ବାଧି ଏକଲବ୍ୟ ସ୍କୁଲ

ଭୁବନେଶ୍ୱର: କେନ୍ଦ୍ର ସରକାର ଓଡ଼ିଶାକୁ ସର୍ବାଧିକ ୮୭ଟି ଏକଲବ୍ୟ ସ୍କୁଲ ମଞ୍ଜୁର କରିଛନ୍ତି । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପରିଚାଳିତ ହେଉଥିବା ଏହି ଏକଲବ୍ୟ ସ୍କୁଲ ବନବାସୀ ପିଲାଙ୍କୁ ଶିକ୍ଷା…
Read More...

ରଥଟଣାର ଡେମୋ ଦେଖାଇଲେ ପୋଲିସ ବାହିନୀ

ପୁରୀ:  ଜୁଲାଇ ୧ରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଶ୍ରୀକ୍ଷେତ୍ର ଚଳଚଞ୍ଚଳ । ଶୃଙ୍ଖଳିତ ରଥଯାତ୍ରା କରିବା ପାଇଁ ପୁଲିସ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମକଡ୍ରିଲ କରାଯାଉଛି । ରଥଟଣା କାର୍ଯ୍ୟ କିଭଳି ସୂଚାରୁରୂପେ ସମ୍ପାଦନ…
Read More...

ପ୍ରେମିକର ଉନ୍ମତକାଣ୍ଡ

ଯାଜପୁର : ପ୍ରେମିକର ଉନ୍ମତକାଣ୍ଡ । ପ୍ରେମିକାକୁ ପାଇବା ପାଇଁ ପ୍ରେମିକ କଲା ପାଗଳାମି । ଅଙ୍ଗନବାଡି କର୍ମୀ ଭାବେ କାମ କରୁଥିବା ମହିଳାଙ୍କୁ ଜଣେ ଯୁବକ ଏକତରଫା ପ୍ରେମ କରି ବିଫଳ ହେବା ପରେ ଆଜି ଉକ୍ତ ମହିଳାଙ୍କୁ…
Read More...

ଏହି ୧୨ ଜିଲ୍ଲାରେ ପ୍ରବଳ କାଚିବ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି ମୌସୁମୀ । ଦକ୍ଷିଣ ଛତିଶଗଡ଼ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଜାରି ରହିଛି ବର୍ଷା । ଏହାର ପ୍ରଭାବରେ ଅଧିକାଂଶ ଅଞ୍ଚଳରେ ପାଗ ମେଘୁଆ ରହିବା ସହିତ ସାମାନ୍ୟରୁ…
Read More...

ବିଧାନସଭା ମୌସୁମୀ ଅଧିବେଶନ ପାଇଁ ୨୯ରୁ କୋଭିଡ୍‌ ଟେଷ୍ଟିଂ

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନ ଆସନ୍ତା ଜୁଲାଇ ୨ ତାରିଖରୁ ଆରମ୍ଭ ହେବ । ଏଥର ବି କୋଭିଡ କଟକଣା ବଳବତ୍ତର ରହିବ । ଏଥିପାଇଁ ଆସନ୍ତା ୨୯ ତାରିଖରୁ ହେବ କୋଭିଡ୍‌ ପରୀକ୍ଷା । ବିଧାୟକ, ବିଧାନସଭା କର୍ମଚାରୀଙ୍କ…
Read More...

ମଧ୍ୟାନ୍ନ ଭୋଜନ ସାଜିଲା କାଳ

ବରଗଡ : ଖଲିଆପାଲି ସେବାଶ୍ରମ ବିଦ୍ୟାଳୟର ୫୦ ରୁ ଅଧିକ ଛାତ୍ର ଛାତ୍ରୀ ଅସୁସ୍ଥ। ଖେଦାପାଲି ସ୍ଥିତ ବରଗଡ ମୂଖ୍ଯ ଚିକିତ୍ସାଳୟ ଠାରେ ଭର୍ତ୍ତି। ମଧ୍ୟାନ୍ନ ଭୋଜନ କଲା ପରେ ଅସୁସ୍ଥ ହୋଇଥିବା ସୂଚନା। ଘଟଣାକୁ ନେଇ…
Read More...

ରାତି ପାହିଲେ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ

ପୁରୀ: ରାତି ପାହିଲେ ମହାପ୍ରଭୁଙ୍କର ହେବ ନବଯୌବନ ଦର୍ଶନ । ପରେ ପାଳିତ ହେବ ନେତ୍ରୋତ୍ସବ। ନବଯୌବନ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ସମୟ ନିର୍ଘଣ୍ଟ ଜାରି କରିଛି । ଦୀର୍ଘ  ୧୫ ଦିନ ହେବ ଶ୍ରୀମନ୍ଦିରରେ ନ ଥିଲା…
Read More...

ସସପେଣ୍ଡ ହେଲେ କିଶନନଗର ଥାନା ଆଇଆଇସି

କଟକ: ଦାୟିତ୍ୱରେ ଅବହେଳା ଅଭିଯୋଗ ପାଇଁ ସସ୍‌ପେଣ୍ଡ ହେଲେ କଟକ ଜିଲ୍ଲା କିଶନନଗର ଥାନା ଆଇଆଇସି ସସ୍ମିତା ରଣା । ଥାନାରୁ ନ୍ୟାୟ ନ ପାଇ କିଶନନଗର ଥାନା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରି ଜଣେ ବ୍ୟକ୍ତି ୨ ଦିନ ପୂର୍ବେ…
Read More...

ମିଳିଲା ମୁଣ୍ଡବିହୀନ ମୃତଦେହ

ଜଳେଶ୍ୱର: ସମୂଦ୍ର ବେଳାଭୂମିରୁ ଜଣେ ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର । ମୃତକଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି। ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ବାଲିବିଲ…
Read More...

ନବଜାତ ଶିଶୁ ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

ଜଳେଶ୍ୱର : ନବଜାତ ଶିଶୁ ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା। ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆସିଛି ଅଭିଯୋଗ। ବାଲିଆପାଳ ଥାନା ଅନ୍ତର୍ଗତ ବଡାଶ…
Read More...