Browsing Category

ଓଡ଼ିଶା

ମର୍ଣ୍ଣିଂ ୱାକ୍‌ କରୁଥିବାବେଳେ ମହିଳାଙ୍କୁ ଏସିଡ ମାଡ଼

ଆଠଗଡ:କଟକ ଜିଲ୍ଲା ତିଗିରିଆ ଥାନା ନୂଆପାଟଣାରେ  ମର୍ଣ୍ଣିଂ ୱାକ୍‌ କରୁଥିବା ମହିଳାଙ୍କ ଉପରକୁ ହୋଇଛି ଏସିଡ ମାଡ଼ । ଏସିଡ ମାଡ଼ ଯୋଗୁ ମହିଳାଙ୍କ ଶରୀରର ୫୦% ପୋଡ଼ି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼…
Read More...

ସ୍କୁଲରେ ପଶିଲା ଭାଲୁ

ନନ୍ଦାହାଣ୍ଡି : ପାଠପଢ଼ା ଚାଲିଥିବା ସମୟରେ ସ୍କୁଲରେ ପଶିଲା ଭାଲୁ। ପ୍ରବଳ ବର୍ଷାରେ ଖାଦ୍ୟ ନ ପାଇ ଭାଲୁ ଗାଁ ମୁହାଁ ହୋଇଥିଲା। ଜଙ୍ଗଲ ନିକଟରେ ସ୍କୁଲ ଥିବା ଦେଖି ସେଠାରେ ପଶି ଆଶ୍ରୟ ନେଇଥିଲା। ନନ୍ଦାହାଣ୍ଡି ବ୍ଲକ…
Read More...

ଏବର୍ଷ ଛାତ୍ର ସଂସଦ ନିର୍ବାଚନ ବନ୍ଦ

ଭୁବନେଶ୍ଵର : ଏବର୍ଷ ବି ହେବନି ଛାତ୍ର ସଂସଦ ନିର୍ବାଚନ। କଲେଜ ଓ ବିଶ୍ଵବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ କି କ୍ୟାମ୍ପସରେ ନେତା ବଛା ହେବେନି। ବରଂ ଯେଉଁଭଳି ପାଠପଢ଼ା ଚାଲିଛି ସେମିତି ଜାରି ରହିବ।…
Read More...

ନଦୀକୁ ଡେଇଁ ନାବାଳିକା ନିଖୋଜ

ଯାଜପୁର:   ନଦୀକୁ ଡେଇଁଲେ ନାବାଳିକା । ନାବାଳିକାଙ୍କ ପତ୍ତା ମିଳି ନ ଥିବା ବେଳେ ଖୋଜାଖୋଜି ଜାରି ରଖିଛନ୍ତି ଅଗ୍ନିଶମ କର୍ମଚାରୀ । ଏପରି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲାରେ ଆଜି ଘଟିଛି। ନିଖୋଜ ନାବାଳିକାଜଣକ ହେଲେ…
Read More...

ବାଇକ୍‌ ଡିକି ଭାଙ୍ଗି ଦେଢଲକ୍ଷ ଲୁଟ

କନ୍ଧମାଳ : ଦିନ ଦ୍ୱିପହରେ ଲୁଟ । ବାଇକ୍‌ ଡିକି ଭାଙ୍ଗି ଦେଢଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଫୁଲବାଣୀ ଟାଉନ ଥାନା ବୌଦ୍ଧ ବ୍ୟାଙ୍କ ନିକଟକରେ ହୋଇଛି ଏହି ଲୁଟ୍‌ । କଟ୍ରିଙ୍ଗିଆ ଅଞ୍ଚଳର ହରିଶ୍ଚନ୍ଦ୍ର ପ୍ରଧାନ…
Read More...

୧୪ରୁ ୧୬ ପ୍ରବଳ ବର୍ଷା

ଭୁବନେଶ୍ବର : ରାଜ୍ୟରେ ଏବେ ଉଭୟ ଲଘୁଚାପ ଓ ‌ମୌସୁମୀଜନିତ ବର୍ଷା ଜାରି ରହିଛି। ମଙ୍ଗଳବାର ଦିନ ରାଜ୍ୟର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମା‌ଳ, ବଲାଙ୍ଗୀର, ଗଞ୍ଜାମ ଓ ନୟାଗଡ଼ ଆଦି…
Read More...

ସ୍କୁଲରେ ମାକ୍ସ ବାଧ୍ୟତାମୂଳକ

ଭୁବନେଶ୍ବର : ସ୍କୁଲକୁ ଫେରିବ କରୋନା କଟକଣା। ରାଜଧାନୀର ସମସ୍ତ ସ୍କୁଲ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ। ଖାଦ୍ୟ ସାମଗ୍ରୀ ନେବା ସମୟରେ ଛାତ୍ରଛାତ୍ରୀ ଯେତେଦୂର ସମ୍ଭବ ଦୂରତା…
Read More...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଜାଣନ୍ତୁ କ’ଣ

ଭୁବନେଶ୍ୱର : ରାଜ୍ୟ ସରକାର ସପ୍ତମ ବେତନ କମିଶନ ସୁପାରିଶ ଭିତ୍ତିରେ ସରକାରୀ କର୍ମଚାରୀଙ୍କ ପାଇଁ ଗୃହ ନିର୍ମାଣ ଋଣ ସହାୟତା ରାଶିକୁ ୨୫ ଲକ୍ଷ ଟଙ୍କାରୁ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ସୁଧ ହାର ପରିମାଣ…
Read More...

ରୁଚିକା କେମିତି ପାଇବା ନ୍ୟାୟ,ପୁଲିସ ପାଉନି ସୁରାଗ

ଭୁବନେଶ୍ୱର : ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ପୋଲିସର ତଦନ୍ତ ଜାରି ରହିଛି । ଏଯାଏ ରାଗିଂ ନେଇ କୌଣସି ପ୍ରମାଣ ପାଇନି ପୋଲିସ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି…
Read More...

ରସଗୋଲା ଦିବସର ନିଆରା ଶୁଭେଚ୍ଛା

ପୁରୀ : ଆଜି ମହାପ୍ରଭୁ କରିବେ ନୀଳାଦ୍ରୀ ବିଜେ।  ମହାପ୍ରଭୁ ରସଗୋଲା ଖୁଆଇ ମା ଲଷ୍ମୀଙ୍କ ମାନଭଂଜନ କରିବେ । ଏଥିପାଇଁ ଗତ କିଛି ବର୍ଷ ହେଲା ପାଳନ ହେଉଛି ରସଗୋଲା ଦିବସ। ଏହାକୁ ପ୍ରସଙ୍ଗ କରି ପୁରୀ ବେଳାଭୂମିରେ…
Read More...