Browsing Category

ଓଡ଼ିଶା

ଭୁବନେଶ୍ବରରୁ ଜୟପୁରକୁ ଉଡାଣ କରିଛି ଇଣ୍ଡିଆ ଏୟାର ୱାନ ବିମାନ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ କୋରାପୁଟର ଜୟପୁରକୁ ଉଡିଲା ବିମାନ । ଆଜି(ବୁଧବାର) ସକାଳ ୧୦ଟା ୧୫ ମିନିଟ୍ ସମୟରେ ଭୁବନେଶ୍ବରରୁ ଜୟପୁରକୁ ଉଡାଣ ଭରିଛି ଇଣ୍ଡିଆ ଏୟାର ୱାନ ବିମାନ । ପରୀକ୍ଷାମୂଳକ ଭାବେ ବିନା…
Read More...

ନଦୀ ଭିତରେ ଫସିଗଲେ ମାଆ ପୁଅ

ରାୟଗଡ଼ା : ପାଣି ନ ଥିଲା। ନଦୀର ଗୋଟିଏ କୂଳରେ ପସି ଆର କୂଳଅକୁ ଆସୁଥିଲେ ମା’ ଓ ୫ ବର୍ଷର ପୁଅ। ହଠାତ୍ ଫୁଲିଗଲା ନଦୀ। ତେଣୁ ଠିକ୍ ମଝିରେ ଫସି ଗଲେ ଏହି ମା’ ଓ ପୁଅ। ନଦୀ ପାଣିର ପ୍ରଖର ସୁଅ ସେମାନଙ୍କୁ ଭସାଇ ନେବାକୁ…
Read More...

ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡିଶା ବିଧାୟକ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ  ଭେଟିଲେ ଓଡ଼ିଶା ବିଧାୟକ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଇସିନା ହିଲ୍ସରେ ଅଭିନନ୍ଦନ ଜଣାଇଛନ୍ତି ଓଡ଼ିଶା ବିଧାୟକ । ରାଷ୍ଟ୍ରପତିଙ୍କୁ ଭେଟି ଅଭିନନ୍ଦନ…
Read More...

କଲେଜରେ ଦାଦାଗିରି, ଛାତ୍ରଙ୍କୁ ପିଟିଲେ ପ୍ରିନ୍ସିପାଲଙ୍କ ସାନ ଭାଇ

ବାରିପଦା : ପରୀକ୍ଷା ଆଗରୁ ହାତରେ ଭୁଲ୍‌ ଆଡମିଟ୍‌ କାର୍ଡ ଥମାଇ ଦେଲେ କଲେଜ କର୍ତ୍ତୃପକ୍ଷ । ଏନେଇ ଅଭିଯୋଗ କରିବାରୁ ତ୍ରୁଟି ସୁଧାରିବା ପରିବର୍ତ୍ତେ ଓଲଟା ଛାତ୍ରଙ୍କ ଉପରେ ଦାଦାଗିରି ଦେଖାଇଲେ ପ୍ରିନ୍ସିପାଲଙ୍କ ସାନ…
Read More...

ବଢି ଚାଲିଛି ବୁଲା କୁକୁରଙ୍କ ସଂଖ୍ୟା

ଭୁବନେଶ୍ୱର : ଦେଶରେ ଦ୍ୱିତୀୟ ସର୍ବାଧିକ ବୁଲା କୁକୁର ରହିଛନ୍ତି ଓଡ଼ିଶାରେ। ଏଭଳି ସୂଚନା ସଂସଦରେ ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା।  ଓଡ଼ିଶାରେ୧୭ ଲକ୍ଷରୁ ଅଧିକ ବୁଲା କୁକୁର…
Read More...

ଅପଗ୍ରେଡ୍‌ ହେବ ୧୦୦ ହାଇସ୍କୁଲ

ଭୁବନେଶ୍ୱର : ଡ୍ରପ୍‌ ଆଉଟ୍‌ ରୋକିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବ। ଆସନ୍ତା ଶିକ୍ଷାବର୍ଷରୁ ୧୦୦ଟି ହାଇସ୍କୁଲକୁ ଅପଗ୍ରେଡ୍‌ କରିବ। ଯେଉଁସବୁ ବ୍ଲକରେ +2 କଲେଜ ନାହିଁ,…
Read More...

ଶ୍ରୀମନ୍ଦିରରୁ ଖସିଲା ପଥର

ପୁରୀ: ପୁରୀ ଶ୍ରୀମନ୍ଦିରରେ ଘଟିଯାଇଛି ଏକ ବଡ଼ ଅଘଟଣ । ଗର୍ଭଗୃହ ରତ୍ନ ସିଂହାସନ ପାଖରେ ଏକ ପଥର ଖଣ୍ଡ ଖସିପଡ଼ିଥିବା ସୂଚନା ମିଳିଛି । ଏହା ପଥର କି ଚୂନ ବୋଲି ଚର୍ଚ୍ଚା ଚାଲିଛି । ଏହି ପଥର ଖଣ୍ଡକୁ ଶ୍ରୀମନ୍ଦିର ଗାରଦରେ…
Read More...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆତ୍ମଜୀବନୀକୁ ନେଇ ଲେଖାଯିବ ପୁସ୍ତକ

ଭୁବନେଶ୍ୱର: ଦେଶର ୧୫ତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନୀକୁ ନେଇ ପ୍ରାମାଣିକ ତଥ୍ୟ ଆଧାରରେ ଏକ ପୁସ୍ତକ ପ୍ରକାଶ ପାଇବ । ଓଡ଼ିଶାର ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ ଏହି ପୁସ୍ତକ ରଚନା କରିବେ ଓ ଏହାର ପ୍ରକାଶନ…
Read More...

ଧ୍ଵଂସ ହୋଇଯିବକି ହାତୀ ବଂଶ

ଭୁବନେଶ୍ୱର: ରାଜ୍ୟରେ ଅନେକ ସମୟରେ ହାତୀ ମୃତ୍ୟୁକୁ ଅନେକ ବିବାଦ ଦେଖାଦେଇଛି । ଗୋଟିଏ ପଟେ ହାତୀକୁ ଗୁଳିକରି ଶିକାର କରାଯାଉଥିବାବେଳେ, ଅନ୍ୟପଟେ ହାତୀ କଙ୍କାଳ ମଧ୍ୟ ଉଦ୍ଧାର ହୋଇଛି । ଯାହାକୁ ନେଇ ରାଜନୀତି ମଧ୍ୟ…
Read More...

ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ବର : ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଦୁଷ୍କର୍ମ ଅଭିଯୋଗ। ଭୁବନେଶ୍ୱରରେ ଘଟିଛି ଏହି ସମ୍ବେଦନଶୀଳ ଘଟଣା। ଏକ ଘରୋଇ କଲେଜର NCC ଅଫିସରଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ । ଅଭିଯୋଗ ପାଇବା ପରେ ଆଭ୍ୟନ୍ତରୀଣ…
Read More...