Browsing Category
ଦେଶ – ବିଦେଶ
ଅଡୁଆରେ ରୁଷି ସୁନକଙ୍କ ପାର୍ଟି, କହିଲେ ମୋତେ ଏବେ ରାଗ ଆସୁଛି
ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକଙ୍କ କନ୍ଜରଭେଟିଭ୍ ପାର୍ଟି ଅଡୁଆରେ ପଡ଼ିଛି। ସୁନକଙ୍କ ଜଣେ ଅଧିକାରୀ ବେଟିଂ କରିଥିବା ଅଭିଯୋଗ ହୋଇଛି। ବ୍ରିଟେନର ଜୁଆ ନିୟାମକ ଏହାର ତାରିଖ ଘୋଷଣା ପୂର୍ବରୁ ମଧ୍ୟ ସାଧାରଣ…
Read More...
Read More...
ଟି-୨୦ ବିଶ୍ୱକପରେ ବଡ ବିପର୍ଯ୍ୟୟ । ଅଷ୍ଟ୍ରେଲିଆକୁ ହରାଇଲା ଆଫଗାନିସ୍ତାନ । ୨୧ ରନରେ ହାରିଲା କଙ୍ଗାରୁ ଟିମ୍
ଟି-୨୦ ବିଶ୍ୱକପରେ ବଡ଼ ବିପର୍ଯ୍ୟୟ । ସୁପର-୮ ମୁକାବିଲାରେ ଅଷ୍ଟ୍ରେଲିଆକୁ ହରାଇଲା ଆଫଗାନିସ୍ତାନ । ୧୪୯ ରନକୁ ଟାର୍ଗେଟ୍ ପିଛା କରି ୧୨୭ ରନରେ ଅଲଆଉଟ୍ ହେଲା କଙ୍ଗାରୁ ଟିମ୍ । ଏଥିସହ ଚଳିତ ବିଶ୍ୱକପରେ ଏଭଳି ଏକ ବଡ…
Read More...
Read More...
କଶ୍ମୀର ମହିଳାଙ୍କ ସହ ସେଲ୍ଫି ନେଲେ ପ୍ରଧାନମନ୍ତ୍ରୀ ମୋଦି
ଆଜି ସାରା ଦେଶରେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀନଗରର ଶେର-ଇ-କଶ୍ମୀର ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ରରେ ଯୋଗ ଅଧିବେଶନର ନେତୃତ୍ୱ ନେଇଥିଲେ। ସେ…
Read More...
Read More...
୧୪ ହଜାର ଫୁଟ୍ ଉଚ୍ଚତାରେ ଯୋଗ କଲେ ଆଇଟିବିପି ଯବାନ
ଆଜି ସମଗ୍ର ଦେଶରେ ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏନେଇ ଦେଶ, ବିଦେଶ ଓ ରାଜ୍ୟସ୍ତରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ଏହି ଅବସରରେ ଲେହର ପାଙ୍ଗଙ୍ଗ ଶୋ’ରେ ଆଇଟିବିପି ଯବାନମାନେ ଯୋଗ…
Read More...
Read More...
କେଜରିଓ୍ବାଲଙ୍କୁ ଝଟ୍କା
ଦିଲ୍ଲୀ ଲିକର ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କେଜରିୱାଲଙ୍କ ଜାମିନ ଆବେଦନ ବିରୋଧରେ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ନିମ୍ନ ଅଦାଲତର ଆଦେଶ…
Read More...
Read More...
ନୀତୀଶ ସରକାରଙ୍କୁ ପାଟନା ହାଇକୋର୍ଟଙ୍କ ଝଟ୍କା
ପାଟନା ହାଇକୋର୍ଟ ନୀତୀଶ ସରକାରଙ୍କୁ ଏକ ଝଟ୍କା ଦେଇଛନ୍ତି। ଇବିସି, ଏସ୍ସି, ଏବଂ ଏସ୍ଟି ପାଇଁ ୬୫% ସଂରକ୍ଷଣକୁ ରଦ୍ଦ କରିଦିଆଯାଇଛି। ପାଟନା ହାଇକୋର୍ଟ ବିହାର ସଂରକ୍ଷଣ ସମ୍ବନ୍ଧୀୟ ଆଇନକୁ ବାତିଲ କରିଛନ୍ତି। ବିହାର…
Read More...
Read More...
୬୬ ବର୍ଷରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଦ୍ରୌପଦୀ ମୁର୍ମୁ ଗୁରୁବାର ୬୬ ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କର ଜନ୍ମଦିନ ଉପଲକ୍ଷେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି କ୍ରମରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅଭିନନ୍ଦନ ଜଣାଇଛନ୍ତି।…
Read More...
Read More...
ଦେଶରେ ନିଅଣ୍ଟିଆ ମୌସୁମୀ ବର୍ଷା । ସାରା ଦେଶରେ କୃଷି କାର୍ଯ୍ୟ ପ୍ରଭାବିତ
ଚଳିତବର୍ଷ ବତ୍ତର୍ମାନ ସୁଦ୍ଧା ଦେଶରେ ମୌସୁମୀ ବର୍ଷା ନିଅଣ୍ଟିଆ ରହିଛି। ମୁଖ୍ୟତଃ ବର୍ଷାଜଳ ଉପରେ ଚାଷ ନିର୍ଭରଶୀଳ ଚାଷ ବ୍ୟାପକ ଭାବେ ପ୍ରଭାବିତ ହେବା ନେଇ ଆଶଙ୍କା ବ୍ୟକ୍ତ କରାଯାଇଛି। ଆଇଏମଡି ରିପୋର୍ଟ ଅନୁଯାୟୀ…
Read More...
Read More...
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଉଛି ଜୀବନ । ଉତ୍ତରପ୍ରଦେଶରେ ଗଲାଣି ୧୬୯ ଜୀବନ ।
ଉତ୍ତରପ୍ରଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ମୌସୁମୀ ବିଳମ୍ବ ଯୋଗୁଁ ବର୍ଷା ହେଉନଥିବାବେଳେ ଦେଶରେ ଲୁ ଜାରି ରହିଛି । ବିଶେଷ କରି ମଧ୍ୟ ଭାରତରେ ସାଂଘାତିକ ସ୍ଥିତି ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟାରେ…
Read More...
Read More...
ପଶ୍ଚିମବଙ୍ଗ ଟ୍ରେନ୍ ଟ୍ରାଜେଡି: ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ
ସୋମବାର ପଶ୍ଚିମବଙ୍ଗରେ ଏକ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଲକ୍ଷ…
Read More...
Read More...