Browsing Category

ଦେଶ – ବିଦେଶ

ଆମକୁ ହାଲୁକାରେ ନିଅ ନାହିଁ”, ମୋଦି-ପୁଟିନ ଭେଟଘାଟ ପରେ ରାଗରେ ନିଆଁବାଣ ଆମେରିକା

ଭାରତରେ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାରସେଟୀ ଗୁରୁବାର କହିଛନ୍ତି ଯେ ଭାରତ-ଆମେରିକା ସମ୍ପର୍କ ପୂର୍ବ ଅପେକ୍ଷା ଅଧିକ ବ୍ୟାପକ ଏବଂ ଗଭୀର, କିନ୍ତୁ ଏହା ଏତେ ଗଭୀର ନୁହେଁ ଯେ ”ହାଲୁକାରେ ନେଇଯିବେ”। ଦିଲ୍ଲୀରେ ଏକ…
Read More...

ଜାମିନ ମିଳିବା ସତ୍ତ୍ୱେ ଜେଲ୍‌ରୁ ବାହାରି ପାରିବେନି କେ୍‌ଜରିଓ୍ବାଲ୍‌: ଜାଣନ୍ତୁ କାହିଁକି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ଏକ୍ସାଇଜ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ଶୁକ୍ରବାର…
Read More...

ଅଭିନେତ୍ରୀ ରିୟାଙ୍କ ସହ ତାଙ୍କ ସ୍ବାମୀଙ୍କୁ ଜେରା କଲା ପୋଲିସ

ଭୁବନେଶ୍ୱର,୧୨।୭: ଘରୋଇ ସହାୟିକାଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ଅଭିନେତ୍ରୀ ରିୟା ଦେ ଏବଂ ତାଙ୍କ ସ୍ବାମୀଙ୍କୁ ପୋଲିସ ଜେରା କରିଛି। ବିଡାନାସୀ ସ୍ଥିତ ଘରେ ରିୟାଙ୍କୁ ଏବଂ ତାଙ୍କ ସ୍ବାମୀଙ୍କୁ ଜେରା ହୋଇଛି ।…
Read More...

ଜୟାପ୍ରଦାଙ୍କୁ ମିଳିଲା ବଡ ଆଶ୍ୱସ୍ତି

ଭାଜପାର ପୂର୍ବତନ ଏମପି ତଥା ଚଳଚ୍ଚିତ୍ର ଅଭିନେତ୍ରୀ ଜୟା ପ୍ରଦାଙ୍କୁ ଏକ ୫ବର୍ଷ ପୁରୁଣା ମାମଲାରେ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଘଟଣାହେଲା ୨୦୧୯ରେ ପୂର୍ବତନ ଏମପିଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ କରି ଏକ…
Read More...

ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା କଲେ କେନ୍ଦ୍ର ସରକାର

ଅଗ୍ନିପଥ ଯୋଜନାକୁ ନେଇ ଗତ କିଛି ଦିନ ଧରି ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ସରକାର ଏହି ଯୋଜନାରେ ପରିବର୍ତ୍ତନ କରିଛନ୍ତି। ପୂର୍ବତନ ଅଗ୍ନିବୀର କର୍ମଚାରୀଙ୍କ ପାଇଁ କେନ୍ଦ୍ର…
Read More...

ସୁପ୍ରିମକୋର୍ଟରେ ନିଟ୍ ୟୁଜି ମାମଲାର ଶୁଣାଣି ଘୁଞ୍ଚିଲା ,ଜୁଲାଇ ୧୮ରେ ହେବ ପରବର୍ତ୍ତୀ ଶୁଣାଣି । ନ୍ୟୁଜ୍

ଘୁଞ୍ଚିଲା ନିଟ୍ ମାମଲାର ଶୁଣାଣି। ଆସନ୍ତା ଜୁଲାଇ ୧୮ ତାରିଖରେ ମାମଲାର ଶୁଣାଣି ଧାର୍ୟ୍ୟ କଲେ ସୁପ୍ରିମକୋର୍ଟ। ପ୍ରଶ୍ନପତ୍ର ଲିକ, ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ନେଇ କେନ୍ଦ୍ର ସରକାର ଏବଂ ଏନଟିଏ ସର୍ବୋଚ୍ଚ ଅଦାତଲରେ…
Read More...

ଘୁଞ୍ଚିଲା ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି ତାରିଖ । ମାମଲାରୁ ଓହରିଗଲେ ବିଚାରପତି

ଦିଲ୍ଲୀ ସରକାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡୁଆ ଥମିବାର ନାଁ ନେଉନି । ଆଜି ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହେବାକୁ ଥିବା ବେଳେ ଏହି ମାମଲାର ବିଚାର କରୁଥିବା ବିଚାରପତି ମାମଲାରୁ ଓହୁରି…
Read More...

ତୃତୀୟ ଟି୨୦ ଜିତିଲା ଭାରତ: ୨-୧ରେ ସିରିଜ ଆଗୁଆ

ହରାରେ ସ୍ପୋଟର୍‌ସ ଗ୍ରାଉଣ୍ଡରେ ବୁଧବାର ଅନୁଷ୍ଠିତ ତୃତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୨୩ ରନରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଫଳରେ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ଅଗ୍ରଣୀଲାଭ କରିଛି। ଭାରତ ୨୦ ଓଭରରେ…
Read More...

ମହାକାଶରୁ ବିଶ୍ୱବାସୀଙ୍କୁ ସମ୍ବୋଧିତ କରିବେ ସୁନିତା ୱିଲିୟମ୍ସ । ଭାରତୀୟ ସମୟ ରାତି ୮.୩୦ ରେ ନାସା ଅଫିସିଆଲ…

ମହାକାଶରୁ ବିଶ୍ବବାସୀଙ୍କୁ ସମ୍ବୋଧିତ କରିବେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ। ଭାରତୀୟ ସମୟ ରାତି ୮ଟା ୩୦ ସମୟରେ ସୁନୀତା ୱିଲିୟମ୍ସ ମହାକାଶରୁ ନିଜର ବାର୍ତ୍ତା ରଖିବା ସହ ମିଶନ ସର୍ମ୍ପକରେ ଅଧିକ…
Read More...

ବିହାର ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ଭାଇରାଲ । ଯଥାଶୀଘ୍ର ପୋଲ ନିର୍ମାଣ ସାରିବାକୁ ଇଂଜିନିୟରଙ୍କୁ ହାତଯୋଡି କଲେ ଅନୁରୋଧ

ବିକାଶ କାର୍ୟ୍ୟ ଶୀଘ୍ର ସାରନ୍ତୁ, ଯଦି କହିବେ ମୁଁ ଆପଣଙ୍କ ପାଦ ଧରିବାକୁ ବି ପ୍ରସ୍ତୁତ ରହିଛି। ଏଭଳି କହିବା ସହ ଇଞ୍ଜିନିୟରଙ୍କ ସମ୍ମୁଖରେ ହାତ ଯୋଡ଼ିବା ସହ ମୁଣ୍ଡ ନୁଆଁଇଲେ ମୁଖ୍ୟମନ୍ତ୍ରୀ। ବିହାର ମୁଖ୍ୟମନ୍ତ୍ରୀ…
Read More...