Browsing Category

ଅପରାଧ

ଭାଇକୁ ହତ୍ୟା କଲା ଭାଇ

ତେଲକୋଇ: ବାଡ଼ିରେ ବଳଦ ପଶି ଫସଲ ନଷ୍ଟ କରିବାରୁ ଭାଇକୁ ହତ୍ୟା କରିଛି ଭାଇ। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କୃଷ୍ଣପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣକ ରାଜନ…
Read More...

ଲକ୍ଷାଧିକ ଟଙ୍କାର କାଠ ଜବତ ସହ ଜଣେ ଅଟକ

ମାଲକାନଗିରି(ଅପୂର୍ଵ ଥଣ୍ଡର) : ମାଲକାନଗିରି ବନ କର୍ମଚାରୀମାନଙ୍କ ଦ୍ୱାରା ଏମଭି-୧୯ ଗ୍ରାମର ଜଣଙ୍କ ଘରେ ଅଚାନକ ଚଢାଉ କରି ଦୁଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟବାନ କାଠ ପଟ୍ଟା ଜବତ କରିବା ସହ ଜଣକୁ ଅଟକ ରଖିଛନ୍ତି ।…
Read More...

ପୁଣି ଯୌତୁକ ପାଇଁ ନବବଧୂକୁ ହତ୍ୟା

ବାଲେଶ୍ବର : ଯୌତୁକ ପାଇଁ ନବବଧୂକୁ ହତ୍ୟା । ବାଲେଶ୍ବରରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ହତ୍ୟା ଘଟଣରେ ସ୍ୱାମୀ, ଶ୍ଵଶୁର, ଶାଶୁ ଓ ଦେଢ଼ଶୁରଙ୍କ ସଂପୃକ୍ତି ରହିଥିବା ଅଭିଯୋଗ ଆଣିଛନ୍ତି ମୃତ ନବବଧୂଙ୍କ ପରିବାର ଲୋକେ…
Read More...

ବନ ବିଭାଗ ପକ୍ଷରୁ ଚଢ଼ାଉ

ଟାଙ୍ଗୀ(ରାକେଶ କୁମାର ଜଗଦେବ) : ନୂଆ ଗାଁ ଗ୍ରାମର 60 ବର୍ଷୀୟ ଝରି ଶ୍ରୀଚନ୍ଦନଙ୍କ ଘରେ ଗତକାଲି ଜଙ୍ଗଲି ମାଂସ ରୋଷେଇ ହୋଇଥିଲା ତେବେ ଏ ସମ୍ପର୍କରେ ଗ୍ରାମବାସୀଙ୍କ ଠାରୁ ଖବର ପାଇ ଟାଙ୍ଗୀ ବନ ବିଭାଗ ପକ୍ଷରୁ ଚଢ଼ାଉ…
Read More...

୩ ଜଣ ଶିକାରୀ କୁ ଗିରଫ କରି କୋର୍ଟ ଚାଲାଣ କଲା ମହିପୁର ବନ ବିଭାଗ

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ମହିପୁର ବନ ବିଭାଗ ଦ୍ବାରା ୩ ଜଣ ଶିକାରୀ କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ଖବର ପାଇ ମହିପୁର ବନାଞ୍ଚଳ ଅଧିକାରୀ ଅମ୍ରିତ ସାହୁ…
Read More...

ଘରର କବାଟ ଭାଙ୍ଗି ଲୁଟି ନେଲେ ଲକ୍ଷାଧିକ ଟଙ୍କା ଓ ସୁନା 

ପାଟଣା- କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଶ୍ୟାମସୁନ୍ଦର ପୁର ଗ୍ରାମରେ ଆଜି ଦିବାଲୋକରେ ଘରର କବାଟ ତାଡ଼ି କଳାକନା ବୁଲାଇ ଛନ୍ତି ଦୁବୃର୍ତ୍ତ । ଗ୍ରାମର ଟଙ୍କଧର ମହାନ୍ତ ଙ୍କ ପରିବାର ଲୋକେ ଖରାଟିଆ ଚାଷ ପାଇଁ…
Read More...

ଅଶାନ୍ତ ରାଜଧାନୀ ,ନିଶା ପାଇଁ ଗଡୁଛି ମୁଣ୍ଡ

ଭୁବନେଶ୍ବର : ନିଶା ପାଇଁ ଅଶାନ୍ତ ହେଉଛି ରାଜଧାନୀ। କେତେବେଳେ ଦିନ ଦି’ ପହରରେ ରାଜରାସ୍ତାରେ ମୁଣ୍ଡ ଗଡ଼ୁଛି ତ ଆଉ କେତେବେଳେ ନିଶାଡ଼ି ସ୍ବାମୀ ହାତରେ ପରିବାର ଉଜୁଡ଼ି ଯାଉଛି। ଗତ କିଛିବର୍ଷ ହେଲା ନିୟମିତ…
Read More...

ମୃତ ବାରହା ସହ ୨ ମୋପେଡ ଗାଡି ଜବତ

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବାହାଡ଼ାଝୋଲା ବନବିଭାଗ ପକ୍ଷରୁ ବୁଧବାର ବିଳମ୍ବିତ ରାତିରେ ପେଟ୍ରୋଲିଙ୍ଗ ଚାଲିଥିବା ବେଳେ ଓଡ଼ଗାଁ ଥାନା ଅଧିନ ମକରାପଲି-ଓଡ଼କପା…
Read More...

ଫିଲ୍ମ ଷ୍ଟାଇଲରେ ୬୪ ବସ୍ତା ଗଞ୍ଜେଇ ଜବତ

ଫିଲ୍ମ ଷ୍ଟାଇଲରେ ୬୪ ବସ୍ତା ଗଞ୍ଜେଇ ଜବତ କରିଛି ମାଲକାନଗିରି ପୁଲିସ୍‌। ଏଥିସହ ୨ ଜଣ ଯୁବକଙ୍କୁ କାବୁ କରିବାକୁ ସକ୍ଷମ ହୋଇଛି। ଜବତ ୬୪ଟି ବସ୍ତାରେ ମୋଟ ୧୫୯୬ କେଜି ଗଞ୍ଜେଇ ରହିଥିଲା। ଏତେ ପରିମାଣର ଗଞ୍ଜେଇ ଓଡ଼ିଶାରୁ…
Read More...

ଦୁଇ ଦୁଷ୍କର୍ମକାରୀଙ୍କୁ ଜୀବନ୍ତ ଜାଳିଦେଲେ ଗାଁ ଲୋକେ

ରାଞ୍ଚି: ଦୁଇ ଦୁଷ୍କର୍ମକାରୀଙ୍କୁ ଗାଁ ଲୋକେ ଦେଲେ ଦଣ୍ଡ। ବିଚ୍‌ ରାସ୍ତାରେ ଠିଆ କରି ଅଭିଯୁକ୍ତଙ୍କୁ ଜୀବନ୍ତ ଜାଳି ଦେଲେ। ଏଭଳି ଏକ ଘଟଣା ଘଟିଛି ଝାଡଖଣ୍ଡର ଗୁମଲା ଜିଲ୍ଲାରେ। ଝଡଖଣ୍ଡ ଗୁମଲା ଜିଲ୍ଲାର ସଦର ଥାନା…
Read More...