Browsing Category

ଖେଳ ଖବର

ରାହୁଲ ଦ୍ରାବିଡ କରୋନା ପଜିଟିଭ

ଏସିଆ କପ୍ ପୁର୍ବରୁ ଭାରତୀୟ ଟିମକୁ ଲାଗିଛି ବଡ଼ ଝଟକା। ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ କରୋନା ସଂକ୍ରମିତ ହୋଇଛନ୍ତି। ବର୍ତ୍ତମାନ ସେ ଭାରତୀୟ ଟିମ୍ ସହିତ ଏସିଆ କପ୍ ପାଇଁ ଗସ୍ତ କରିପାରିବେ କିମ୍ବା…
Read More...

ଖୁସି ଖବର, ଜିତିଲା ଟିମ ଇଣ୍ଡିଆ

ହରାରେ: ଭାରତର ବିଜୟ ସହ ଆରମ୍ଭ ହୋଇଛି ଜିମ୍ବାଓ୍ବେ ଗସ୍ତ। ହରାରେ ସ୍ପୋର୍ଟସ କ୍ଲବରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚକୁ ଭାରତ ୧୦ ଉଇକେଟରେ ଜିତି ନେଇଛି। ୧୯୦ ରନ୍‌ ଲକ୍ଷ୍ୟର ପିଛା କରୁଥିବା ଭାରତ ପକ୍ଷରୁ ଦୁଇ…
Read More...

ଜଣେ ଖେଳାଳିଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତାଙ୍କ ଖେଳ : ବିରାଟ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର କିମ୍ବଦନ୍ତୀ ବିରାଟ କୋହଲି ପଡ଼ିଆକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି। ସେ ଇଂଲଣ୍ଡ ଗସ୍ତ ପରେ ବିଶ୍ରାମ ନେଇଥିଲେ। କୋହଲି ନିଜର ଖରାପ ଫର୍ମ ପାଇଁ ବାରମ୍ବାର ସମାଲୋଚନାର ଶିକାର…
Read More...

ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ପଦକ ବର୍ଷା, ପୁଣି ସ୍ବର୍ଣ୍ଣ

ବର୍ମିଂହାମ :ରାଜ୍ୟଗୋଷ୍ଠୀ କ୍ରୀଡାରେ ବକ୍ସିଂରେ ଭାରତ ସ୍ବର୍ଣ୍ଣ ପଦକ ମିଳିଛି। ହରିୟାଣାର ବକ୍ସର ନୀତୁ ଘଙ୍ଗାସ ଭାରତକୁ ଏହି ପଦକ ଜିତାଇଛନ୍ତି। ମହିଳା ୪୫-୪୮ କିଗ୍ରା ଫାଇନାଲରେ ନୀତୁ ଇଂଲଣ୍ଡ ବକ୍ସର ଡାମି ଜାଡେ…
Read More...

ଜାଭେଲିନ ଥ୍ରୋ ରେ ଦେଶ ଜିତିଲା ପ୍ରଥମ ପଦକ

ବର୍ମିଂହାମ: ଦେଶ ପାଇଁ ପୁଣି ଏକ ପଦକ ଜିତିଲେ ଆଉ ଜଣେ ଆଥଲେଟ୍‌। ରବିବାର ବର୍ମିଂହାମ ଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୨ରେ ମହିଳା ଜାଭେଲିନ ଥ୍ରୋ ବର୍ଗରେ  ଅନୁରାଣୀ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ହାସଲ…
Read More...

ରାଜ୍ୟ ଗୋଷ୍ଠୀ କ୍ରୀଡାରେ ପୁଣି ଭାରତକୁ ୨ ପଦକ

ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡାର ଟ୍ରିପଲ ଜମ୍ପ ଇଭେଣ୍ଟରେ ଭାରତୀୟ ଆଥଲେଟ୍‌ ମାନେ ରବିବାର ୨ଟି ପଦକ ଜିତିଛନ୍ତି। ଭାରତର ଏଲଡୋଜ ପଲ ଏବଂ ଅବଦୁଲ୍ଲା ଆବୁବାକର୍‌ ଦେଶ ପାଇଁ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ…
Read More...

ଗୋଟିଏ ପରେ ଗୋଟିଏ ସ୍ବର୍ଣ୍ଣ ଭେଟି ଦଉଛି ଭାରତ

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ଆଉ ଏକ ଗୋଲ୍ଡେନ୍ ଡେ’। ଗୋଟିଏ ଦିନରେ ୪ଟି ସ୍ୱର୍ଣ୍ଣ, ୩ ରୌପ୍ୟ ଏବଂ ୭ଟି ବ୍ରୋଞ୍ଜ ସମେତ ମୋଟ ୧୪ଟି ମେଡାଲ୍ ହାତେଇଛି ଭାରତ। ଯାହା ଚଳିତ କମନ୍ୱେଲ୍‌ଥ ଗେମ୍ସରେ…
Read More...

ଟି-ଟ୍ୱେଣ୍ଟି ସିରିଜ୍‌ ଜିତିଲା ଭାରତୀୟ ଦଳ

ଫ୍ଲୋରିଡା: ଚଳିତ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌ ଜିତିଛି ଭାରତୀୟ ଦଳ। ରବିବାର (ଆଜି) ଏହି ସିରିଜ୍‌ର ପଞ୍ଚମ ତଥା ଶେଷ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଟିମ୍ ଇଣ୍ଡିଆ ଶନିବାରଠୁ ସିରିଜ୍ କବଜା କରି…
Read More...

ଖୁସି ଖବର, ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଫାଇନାଲରେ ଭାରତୀୟ ମହିଳା କ୍ରିକେଟ ଟିମ

ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ପଦକ ପକ୍କା କରିଛି ଭାରତୀୟ ମହିଳା କ୍ରିକେଟ ଟିମ୍‌। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମଥର ମହିଳା କ୍ରିକେଟକୁ ସାମିଲ କରାଯାଇଥିବା ବେଳେ ଭାରତ ପ୍ରଥମ ଟିମ ଭାବେ ଫାଇନାଲରେ…
Read More...

ରାଜ୍ୟଗୋଷ୍ଠୀ କ୍ରୀଡ଼ାର କୁସ୍ତି ଇଭେଣ୍ଟରେ ଭାରତର ଦବଦବା ଜାରି

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର କୁସ୍ତି ଇଭେଣ୍ଟରେ ଭାରତର ଦବଦବା ଜାରି ରହିଛି। ରେସଲିଂର ପ୍ରଥମ ଦିନରେ ଭାରତୀୟ ଯୋଦ୍ଧାମାନେ ୩ ସ୍ୱର୍ଣ୍ଣ ସହ ୬ ପଦକ ହାତେଇଥିବା ବେଳେ ଆଜି ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ…
Read More...