ଏକ ସ୍ୱାମୀ.. ଅନେକ ସ୍ତ୍ରୀ : ରସିକିଆ କଳା ସାରଙ୍କ କଳା କାରନାମା

କଟକ,୧୯ ।୨: ଶିକ୍ଷକଙ୍କୁ ସମସ୍ତେ ଆଦର୍ଶ ଭାବି ମାନିଥାନ୍ତି । କିନ୍ତୁ କଟକ ଜିଲ୍ଲାରେ ଜଣେ ରସିକିଆ କଳା ଶିକ୍ଷକଙ୍କ କାରନାମାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଲକ-ଡାଉନ କାରଣରୁ ସମସ୍ତେ ଘରେ ରହିଥିବାବେଳେ ରସିକିଆ…
Read More...

ଆନ୍ଧ୍ରର ନୂଆ ଚାଲ୍! କୋଟିଆ ପରେ କାଶୀନଗରରେ ରାସ୍ତାକାମ

ଗଜପତି,୧୯ ।୨: ଓଡିଶା ଓ ଆନ୍ଧ୍ର ସୀମାକୁ ନେଇ ଚାଲିଛି ବିବାଦ । ଏହାରି ମଧ୍ୟରେ ଗଜପତି କାଶୀନଗର ବ୍ଲକର ୬ ମାଇଲରେ ଆନ୍ଧ୍ରର ଦାଦାଗିରି । ରାୟଗଡ଼ା ଜିଲ୍ଲା ସିମାନ୍ତରେ ଥିବା ସାନ ଲୁକୁଟି ଗାଁ ଆନ୍ଧ୍ର କରୁଛି ରାସ୍ତା…
Read More...

ସାଳନ୍ଦୀ ନଦୀରୁ ମୃତ ଡ଼ଲଫିନ ଉଦ୍ଧାର

ଭଦ୍ରକ,ନିମାଇଁ ନାୟକ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଧୁନ ସାଳନ୍ଦି ନଦୀ ତଟବର୍ତ୍ତୀ କୃତ୍ତିବାସପୁର ଗାଁରେ ଜାଲରେ ପଡ଼ି ଏକ ମୃତ ଡଲଫିନ୍ ଉଦ୍ଧାର ହୋଇଛି । ଏହାର ଓଜନ ପ୍ରାୟ ୫୦ କିଲୋଗ୍ରାମ…
Read More...

କାଇପଦରରେ କାଉ ମଡକ !

ଖୋର୍ଦ୍ଧା, ୧୯ ।୨: ଖୋର୍ଦ୍ଧା ଜିଲ୍ଲା କାଇପଦର ଅଞ୍ଚଳରେ କାଉ ମଡକ ଦେଖିବାକୁ ମିଳିଛି । ୩୦ରୁ ଅଧିକ କାଉଙ୍କ ମୃତଦେହ ଠାବ କରାଇଛି । ଏନେଇ କାଇପଦରେ ଖୋର୍ଦ୍ଧା ପ୍ରାଣୀ ଚିକିତ୍ସା ବିଭାଗର ତଦନ୍ତ ଆରମ୍ଭ ହୋଇଛି । କାଉର…
Read More...

ରେଭେନ୍ସା ଦ୍ୱିତୀୟ କ୍ୟାମ୍ପସରେ ଦନ୍ତା ହାତୀ

କଟକ,୧୯ ।୨: କଟକ ରେଭେନ୍‌ସାର ଦ୍ବିତୀୟ କ୍ୟାମ୍ପସରେ ଦେଖିବାକୁ ମିଳିଛି ହାତୀ ଆତଙ୍କ । ସିଡିଏ ସେକ୍ଟର -୧୩ରେ ନିର୍ମାଣାଧୀନ ରେଭେନ୍ସାର ଦ୍ବିତୀୟ କ୍ୟାମ୍ପସ ଭିତରରେ ୨ଟି ହାତୀ ପ୍ରବେଶ କରି ବୁଲୁଥିବା ନେଇ ଆଜି…
Read More...

ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ: ୨ ପୋଲିସକର୍ମୀ ସହିଦ

ଶ୍ରୀନଗର,୧୯ ।୨: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀମାନେ ପୁଣି ଥରେ ପୋଲିସକର୍ମୀଙ୍କ ଉପରକୁ ଆକ୍ରମଣ କରିଛନ୍ତି । ବାରାଜୁଲ୍ଲା ଅଞ୍ଚଳରେ ଜଣେ ଆତଙ୍କବାଦୀ ହାତରେ ବନ୍ଧୁକ ଧରି ପୋଲିସକର୍ମୀଙ୍କ ଉପରକୁ ଗୁଳିବର୍ଷା ଆରମ୍ଭ…
Read More...

ଏଣିକି ଅନଲାଇନରେ ମାଟ୍ରିକ୍ ସାର୍ଟିଫିକେଟ୍

ଭୁବନେଶ୍ୱର, ୧୯ା୨: ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଖୁସି ଖବର । ଏଣିକି ଅନଲାଇନରେ ମିଳିବ ହାଇସ୍କୁଲ ପିଲାଙ୍କ ପ୍ରମାଣପତ୍ର ଓ ଦସ୍ତାବିଜ । ଏନେଇ ଟ୍ୱିଟ୍ ଯୋଗେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା…
Read More...

IPL ନିଲାମ : ଜାଣନ୍ତୁ କେଉଁ ଦଳକୁ ଗଲେ କେଉଁ ଖେଳାଳି ?

ଚେନ୍ନାଇ: ୨୦୨୧ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ଆଜି ଆରମ୍ଭ ହୋଇଛି । ପ୍ରଥମ ଦିନରେ ୧୪.୨୫ କୋଟି ଟଙ୍କାରେ ମ୍ୟାକ୍ସୱେଲଙ୍କୁ କିଣିଛି ଆରସିବି । ମ୍ୟାକ୍ସୱେଲଙ୍କୁ କିଣିବା…
Read More...

ସୁଧିର,କିରଣ,ବିକାଶ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ରେଙ୍ଗାଲି, ରମାକାନ୍ତ ବିଶ୍ବାଳ : ଦୀର୍ଘ ୧୮ ବର୍ଷର ବ୍ଯବଧାନ ପରେ ଗୁରୁବାର ନୂଆଁ ରମ୍ପେଲା ପୁରୁଣା ଟୋଲ ଗେଟ ପାଖ ଖେଳ ପଡିଆରେ ଯୁବକ ମାନଙ୍କ ମଧ୍ୟରେ ଖୁସିରେ ମାହୋଲ ଦେଖିବାକୁ ମିଲିଥିଲା । କାହିଁକି ନା ବହୁବର୍ଷ…
Read More...

ହଟ୍ଟଗୋଳ ଯୋଗୁଁ କାଲିଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର,୧୮ ।୨: ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ହେବାମାତ୍ରେ ବିରୋଧୀଙ୍କ ହଟ୍ଟଗୋଳ । ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ଗୃହ ମଝିରେ ପ୍ରତିବାଦ କଲେ ବିଜେପିର ସଦସ୍ୟବୃନ୍ଦ । ଏପରିକି ବଜେଟ୍ ଅଧିବେଶନ ନେଇ…
Read More...