ମୋବାଇଲ ଫୋନ ଲୁଟ ମାମଲାରେ ୨ ଗିରଫ

ଜଟଣୀ(ସଞ୍ଜୀବ କୁମାର) : ରାସ୍ତା ରେ ଲୋକଙ୍କ ଠାରୁ ମୋବାଇଲ ଫୋନ ଲୁଟ କରିଥିବା ଅଭିଯୋଗରେ ପୁଲିସ ୨ଜଣ ଅଭିଯୁକ୍ତକୁ ଗିରଫ କରି ସେମାନଙ୍କଠାରୁ ମୋବାଇଲ ଫୋନକୁ ଜବତ କରିଛି । ବିଭିନ୍ନ ସମୟରେ ଲୋକମାନଙ୍କଠାରୁ ନିଛାଟିଆ…
Read More...

ଚୋରି ସାମଗ୍ରୀ ଉଦ୍ଧାର କରି ୪ ଚୋରକୁ ଗିରଫ କରିଛି ପୁଲିସ

ଟାଙ୍ଗି(ରାକେଶ କୁମାର ଜଗଦେବ) : ପୃଥକ ପୃଥକ ଦୁଇଟି ଚୋରି ଘଟଣାରେ ନିରାକାରପୁର ପୋଲିସ କୁ ମିଳିଛି ସଫଳତା | ନିରାକାରପୁର ପୋଲିସ ତଦନ୍ତ କରି ଚୋରି ସାମଗ୍ରୀ ଉଦ୍ଧାର କରି ୪ ଚୋରକୁ ଗିରଫ କରି କୋର୍ଟ ଚାଲାଣ କରିଛି |…
Read More...

ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି(ଅପୂର୍ଵ ଥଣ୍ଡର) : ମାଲକାନଗିରି ପୋଲିସ କୁ ମିଳିଛି ଏକ ବଡ଼ ସଫଳତା ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଯନ୍ତ୍ରୀ ପଞ୍ଚାୟତ ଅନ୍ତର୍ଗତ ଆର୍ଲିଙ୍ଗିପଡା ଜଙ୍ଗଲରେ BSF , DVF ଓ SOG ଜବାନ ମାନଙ୍କ…
Read More...

ହାପି ମେମୋରିଆଲ ଟ୍ରଷ୍ଟ ଓ ଡିଏଚଏଚ(DHH)ଯାଜପୁର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ

ଧର୍ମଶାଳା (ସୁଜିତ କୁମାର ରାଉତ) : ରକ୍ତ ଦାନ କାର୍ଯ୍ୟ ଏକ ମହତ କାର୍ଯ୍ୟ । ଧର୍ମଶାଳା ଥାନା ଅନ୍ତର୍ଗତ କୁଣ୍ଡପାଟଣା ଗ୍ରାମର ଦର୍ଶନ ଉଚ୍ଚବିଦ୍ୟାଳୟ ପରିସରରେ ହାପି ମେମୋରିଆଲ ଟ୍ରଷ୍ଟ ଓ ଡିଏଚଏଚ(DHH)ଯାଜପୁର ମିଳିତ…
Read More...

ଶାଶୁ ଘରେ ମିଳିଲା ବୋହୂର ରକ୍ତାତ ମୃତ ଦେହ,କାରଣ ଅସ୍ପଷ୍ଟ

କେନ୍ଦ୍ରାପଡା(ପ୍ରଫୁଲ୍ଲ କୁମାର ମଲ୍ଲ) : କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ପଂଚାୟତ ଅନ୍ତପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ l ଚାନ୍ଦୋଳ…
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ ୩ ଆହାତ

ମୟୂରଭଞ୍ଜ(ବିଶ୍ୱଜିତ୍ ମହାନ୍ତି) : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ସାଇକେଲ ମଟରସାଇକେଲ ମୁହାଁମୁହିଁ ଧକା ଜଣେ ମୃତ ୩ ଆହାତ ।ଏପରି ଦୁଃଖଦ ଘଟଣା ଘଟିଛି କରଞ୍ଜିଆ ଥାନା ଅନ୍ତର୍ଗତ କରଂଜିଆ ସିଙ୍ଗଡା ରାସ୍ତାର ଟାଇଲ…
Read More...

ଖପ୍ରାଖୋଲ ପୋଲିସ ର ଚଢ଼ାଉ ୧୦୦ ବୋତଲ କପ ସିରଫ ଜବତ , ଦୁଇ ଗିରଫ

ଖପ୍ରାଖୋଲ(ଉମାକାନ୍ତ ପ୍ରଧାନ) - ଖପ୍ରାଖୋଲ ପୋଲିସ ଚଢ଼ାଉ କରି ଦୁଇ କଫ ସିରଫ ବେପାରିକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଦୁଇଜଣ ହେଲେ ଧଣ୍ଡାମୁଣ୍ଡା ଗାଁ ର ସତ୍ୟପ୍ରିୟ ପଟେଲ ଓ ବେଲପଡ଼ା ଥାନା ବେଲପଡ଼ା ର…
Read More...

ଆଦର୍ଶ ଟ୍ରଷ୍ଟ ଓ ପ୍ରେରଣା ପକ୍ଷରୁ ଶିଳ୍ପାଚଂଳରେ ବୃକ୍ଷ ରୋପଣ

ଜଟଣୀ(ସଞ୍ଜୀବ କୁମାର) : ପରିବେଶ ସନ୍ତୁଳନ ଓ ଅମ୍ଳଜାନ ସୃଷ୍ଟି ଲକ୍ଷ୍ୟରେ ଆଦର୍ଶ ଟ୍ରଷ୍ଟ ଓ ପ୍ରେରଣା ଇଟଂରନ୍ୟାସନାଲ ପକ୍ଷରୁ ଖୋର୍ଦ୍ଧା ଶିଳ୍ପାଚଂଳରେ ବୃକ୍ଷ ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ…
Read More...

କେନ୍ଦ୍ର ବିରୋଧରେ ରେଳଚାଳକ ସଂଘର ରଣହୁଙ୍କାର ଦାବି ପୁରଣ ନହେଲେ ଆଗକୁ ଦେଶବ୍ୟାପି ଆନ୍ଦୋଳନ

ଜଟଣୀ(ସଞ୍ଜୀବ କୁମାର) : କେନ୍ଦ୍ର ସରକାରଙ୍କ ରେଳ ଚାଳକମାନଙ୍କ ଉପରେ କରୁଥିବା ଅତ୍ୟାଚାର ଦିନକୁ ଦିନ ସୀମାପାର ହେବାରେ ଲାଗିଛି । ଫଳରେ ରେଳଚାଳକ ଓ ସହଚାଳକମାନେ ଦେଶବ୍ୟାପି କେନ୍ଦ୍ର ବିରୋଧରେ ରଣହୁଙ୍କାର ଦେଇଛନ୍ତି…
Read More...

ଯୁବକଙ୍କୁ ପଥରରେ ଛେଚି ହତ୍ୟା !!

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଗୋଡିପଡା ଗ୍ରାମପଞ୍ଚାୟତ ତଳମୋଟାରେ ଘଟିଛି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ | ଯୁବକଙ୍କୁ ପଥରରେ ଛେଚି ହତ୍ୟା | ଯୁବକ ଜଣଙ୍କ ଛାତ ଉପରେ ଶୋଇଥିବା…
Read More...