ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି(ଅପୂର୍ଵ ଥଣ୍ଡର) : ମାଲକାନଗିରି ପୋଲିସ କୁ ମିଳିଛି ଏକ ବଡ଼ ସଫଳତା ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଯନ୍ତ୍ରୀ ପଞ୍ଚାୟତ ଅନ୍ତର୍ଗତ ଆର୍ଲିଙ୍ଗିପଡା ଜଙ୍ଗଲରେ BSF , DVF ଓ SOG ଜବାନ ମାନଙ୍କ ଦ୍ୱାରା କୁମିଙ୍ଗ କରିବା ସମୟରେ ଏକ ଡମ୍ପରୁ ଅନେକ ମାଓ ସାମଗ୍ରୀ ଜବତ ହୋଇଥିଲା । ଏହି ସାମଗ୍ରୀ ଗୁଡିକ ହେଲା ID ବୋମା, ବାଟେରୀ , ରାଇଫଳ , ଔଷଧ , ମୋବାଇଲ ଚାର୍ଜର , ଇଲେକ୍ଟ୍ରି ତାର ଭଳି ଅନେକ ସାମଗ୍ରୀ ଜବତ ହୋଇଥିଲା । ଏଥିସହ ମାଓବାଦୀଙ୍କ ସହିଦ ସପ୍ତାହରେ ବ୍ୟବହାର ହେଉଥିବା ସାମଗ୍ରୀ ମଧ୍ୟ ସେହି ଡମ୍ପରୁ ଜବତ ହୋଇଥିଲା । ତେବେ ବର୍ତମାନ ମଧ୍ୟ ସେହି ଅଞ୍ଚଳରେ ଜବାନ ମାନଙ୍କ ପକ୍ଷରୁ କୁମିଙ୍ଗ ଅପେରସନ କରାଯାଉଥିବା ମାଲକାନଗିରି ଏସ ପି ସୂଚନା ଦେଇଛନ୍ତି ।

Comments are closed.