୪ ନେତାଙ୍କୁ ପିପିଲି ଦାୟିତ୍ୱ ଦେଲା ବିଜେଡି, ଜାଣନ୍ତୁ କାହାକୁ ?

ପିପିଲି : ପିପିଲି ଉପନିର୍ବାଚନକୁ ନେଇ ରାଜନୀତି ଜୋର ଧରିଛି । ଉପନିର୍ବାଚନ ପାଇଁ ୪ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି ବିଜେଡି । ୪ ବରିଷ୍ଠ ନେତା ଯଥା- ଦେବୀ ମିଶ୍ର, ପ୍ରତାପ ଦେବ, ମହେଶ୍ୱର ମହାନ୍ତି, ସଞ୍ଜୟ…
Read More...

ଆଜିଠୁ ୩ ଦିନ ଯାଏ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର : ପୁଣି ଥରେ ଉପରମୁହାଁ ହୋଇଛି ପାରଦ। ରାଜ୍ୟରେ ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ ବିଭାଗ ପକ୍ଷରୁ ସର୍ତକ ସୂଚନା ଦିଆଯାଇଛି । ଆଜିଠୁ ୩ ଦିନ ଯାଏ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆଶଙ୍କା ରହିଛି । ଆସନ୍ତା ୪୮…
Read More...

ରାଜ୍ୟରେ ଆଉ ୨୧୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ରାଜ୍ୟରେ ଆଉ ୨୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ୨୧୮…
Read More...

ଇରଫାନ ପଠାଣ କରୋନା ପଜିଟିଭ୍

ନୂଆଦିଲ୍ଲୀ : ସାରା ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ବଡ଼ ଭାଇ ୟୁସୁଫ ପଠାଣଙ୍କ ପରେ ଏବେ ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଇରଫାନ୍ ପଠାଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…
Read More...

ରାଜ୍ୟରେ ବଢିଲା ବିଦ୍ୟୁତ୍ ଦର, ଜାଣନ୍ତୁ କେତେ?

ଭୁବନେଶ୍ୱର : ରାଜ୍ୟରେ ବଢିଲା ବିଦ୍ୟୁତ ଦର । ବିଦ୍ୟୁତ ଦର ବୃଦ୍ଧିକୁ ନେଇ ଓଇଆରସି ମଞ୍ଜୁରୀ ଦେଇଛନ୍ତି । ୨୦୨୧-୨୨ ପାଇଁ ବିଦ୍ୟୁତ ଦର ଘୋଷଣା ହୋଇଛି, ଯେଉଁଥିରେ କିଲୋୱାଟ ପିଛା ଦର ୩୦ ପଇସା ବଢିଛି । ବର୍ଦ୍ଧିତ…
Read More...

କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା କରୋନା ପଜିଟିଭ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୨୧୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୨୪ ଓ ସ୍ଥାନୀୟ ଅଞ୍ଚଳରୁ ୮୬ ଜଣ ଚିହ୍ନଟ…
Read More...

ରାଜ୍ୟରେ ୧,୫୬୭ଟି ନୂଆ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ: ମନ୍ତ୍ରୀ ଟୁକୁନି ସାହୁ

ଭୁବନେଶ୍ୱର : ରାଜ୍ୟରେ ୬୨ ହଜାର ୧୭୧ଟି ଅଙ୍ଗନବାଡି କେନ୍ଦ୍ର ଥିବା ବେଳେ ଆଉ ୧୫୬୭ ଟି ଅଙ୍ଗନବାଡି କେନ୍ଦ୍ର ହେବାକୁ ଯାଉଛି । ଏନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ…
Read More...

ସଚିନ ତେନ୍ଦୁଲକରଙ୍କୁ ହେଲା କରୋନା

ମୁମ୍ବାଇ : ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । କରୋନାର ଦ୍ୱିତୀୟ ଲହରୀରେ ଦେଶରେ ସବୁଠୁ ଅଧିକ ସଂକ୍ରମଣ ମାମଲା ମହାରାଷ୍ଟ୍ରରୁ ଆସୁଛି । ଏହାରି ମଧ୍ୟରେ କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ…
Read More...

୩୦ରେ ନାମାଙ୍କନ ଭରିବେ ରୁଦ୍ର ମହାରଥୀ

ପୁରୀ : ପିପିଲି ଉପନିର୍ବାଚନ ନେଇ ବିଜେଡି ଓ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି । ଏପ୍ରିଲ ୧୭ରେ ହେବାକୁ ଯାଉଥିବା ଲଢ଼େଇ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ବିଜେଡିର ଗଡ଼ ପିପିଲି ଆସନରୁ ଆସନ୍ତା ୩୦…
Read More...

ଭିଜିଲାନ୍ସ ପଞ୍ଝାରେ ବାଙ୍ଗିରିପୋଷି ତହସିଲଦାର

ମୟୂରଭଞ୍ଜ, ବିଶ୍ୱଜିତ୍ ମହାନ୍ତି  : ଜିଲ୍ଲାର ବାଙ୍ଗିରିପୋଷି ତହସିଲଦାର ଅଭିମନ୍ୟୁ ପଣ୍ଡା ଭିଜିଲାନ୍ସ ପଞ୍ଝାରେ। ବାଙ୍ଗିରିପୋଷିରୁ ବାହାରି ଏକ କାରରେ ବାଲେଶ୍ଵର ଯାଉଥିବା ବେଳେ ନହରପାଟଣା ନିକଟରେ ଖବର ପାଇ ପୂର୍ବରୁ…
Read More...