ଓଡିଶାର ୭ଟି ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର : ଓଡିଶାର ୭ଟି ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ । କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ଓଡିଶାର ୭ଟି ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି । ଏନେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ ଟ୍ୱିଟ କରି ସୂଚନା…
Read More...

ପିପିଲି ଉପନିର୍ବାଚନ: ରାଲିରେ ବିଜେପି-ବିଜେଡି ମୁହାଁମୁହିଁ

ପିପିଲି : ପିପିଲି ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ପିପିଲି ଉପନିର୍ବାଚନ ପାଇଁ ଏବେ ରାଜନୈତିକ ପାଣିପାଗ ସରଗରମ ହୋଇଛି । ପିପିଲିରେ ନିର୍ବାଚନ ପ୍ରଚାର ବେଳେ ହିଂସାକାଣ୍ଡ ଦେଖାଯାଇଛି । ରାଲିରେ…
Read More...

ଓଲଟି ପଡ଼ିଲା ଟ୍ରକ୍‌, ଭୁଶୁଡ଼ି ଗଲା ଦେଢ଼ ବର୍ଷର କଂକ୍ରିଟ୍ ରାସ୍ତା

ଭଦ୍ରକ, ନିମାଇଁ ନାୟକ : ଭୁଶୁଡ଼ି ଗଲା କଂକ୍ରିଟ୍ ରାସ୍ତା। ଓଲଟି ପଡ଼ିଲା ଇଟା ବୋଝେଇ ଟ୍ରକ୍‌। ତେବେ ଅଳ୍ପକେ ବର୍ତ୍ତିଗଲେ ଟ୍ରକ୍ ଡ୍ରାଇଭର ଓ ହେଲ୍‌ପର। ଘଟଣାଟି ଘଟିଛି ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ ୧୭ ନମ୍ବର ୱାର୍ଡର…
Read More...

ପଜିଟିଭ୍ ହେବାପରେ ହସ୍ପିଟାଲରେ ଭର୍ତ୍ତି ହେଲେ ସଚିନ ତେନ୍ଦୁଲକର

ମୁମ୍ବାଇ: କରୋନା ମହାମାରୀରେ ସଂକ୍ରମିତ ହୋଇଥିବା କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେନ୍ଦୁଲକର କରୋନା ପଜିଟିଭ୍ ହୋଇଥିବା ୨୭ ମାର୍ଚ୍ଚରେ ଜଣାପଡିଥିଲା । କରୋନା…
Read More...

ବିଗୁଡୁଛି ସ୍ଥିତି ! ରାଜ୍ୟରେ ଆଜି ୪୬୧ ଜଣ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ପଜିଟିଭଙ୍କ ସଂଖ୍ୟା ୪୦୦ ଟପିଛି । ଆଜି ପୁଣି ୪୬୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୭୨ ଓ…
Read More...

ବର୍ଷକର ଦରମା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଜାଣନ୍ତୁ କାହିଁକି

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟର ୨୦୧୮-୧୯ ଶିକ୍ଷାବର୍ଷ ପାଇଁ ସ୍ବତନ୍ତ୍ର ସମାବର୍ତ୍ତନ ଉତ୍ସବ ତଥା ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ବିଶ୍ବବିଦ୍ୟାଳୟର ଉନ୍ନତି ପାଇଁ ନିଜର ଏକ ବର୍ଷର…
Read More...

ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ‘ଦାଦାସାହେବ ଫାଲେକ’ ପୁରସ୍କାର

ମୁମ୍ବାଇ,୧ ।୪: ତାମିଲ ଅଭିନେତା ରଜନୀକାନ୍ତଙ୍କୁ ମିଳିବ ଚଳିତବର୍ଷର ଦାଦାସାହେବ ଫାଲେକ ପୁରସ୍କାର । ୫୧ତମ ଦାଦାସାହେବ ଫାଲକେ ସମ୍ମାନ ଘୋଷଣା କରାଯାଇଛି । ୫୧ତମ ଦାଦାସାହେବ ଫାଲକେ ପୁରସ୍କାର ଜୁରିରେ ସାମିଲ ଥିଲେ…
Read More...

ବଢୁଛି ତାତି ! ରାଜ୍ୟର ୨୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର : ଗ୍ରୀଷ୍ମପ୍ରବାହ ଜାରି ରହିଛି । ଗ୍ରୀଷ୍ମପ୍ରବାହ ନେଇ ୨୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ରାଜ୍ୟରେ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ୨୧ ଜିଲ୍ଲା ଯଥା- ସୁନ୍ଦରଗଡ,…
Read More...

ଗୋପବନ୍ଧୁ ସ୍ପୋର୍ଟସ ଷ୍ଟୋରର ଗୋଦାମ ଘରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

ବଲାଙ୍ଗୀର, ସୁଜାତା ମିଶ୍ର : ସ୍ପୋର୍ଟସ ଦୋକାନର ଗୋଦାମ ଘରେ ଲାଗିଲା ନିଆଁ । ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ । ବଲାଙ୍ଗିର ସହର ତେଲିଗୋଟପଡା ଠାରେ ରହୁଥିବା ଗୋପବନ୍ଧୁ ସ୍ପୋର୍ଟସ ଷ୍ଟୋରର ମାଲିକ ଗୋପବନ୍ଧୁ ମିଶ୍ର…
Read More...

ରାଜଧାନୀରେ ପୁଣି ସେକ୍ସ ରାକେଟ୍, ୨ ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ପୁଣି ସେକ୍ସ ରାକେଟ । ଭୁବନେଶ୍ୱର ଅନ୍ତର୍ଗତ ଲକ୍ଷ୍ମୀସାଗର ଅଞ୍ଚଳରେ ସେକ୍ସ ରାକେଟ ଠାବ ହୋଇଛି । ଏହି ମାମଲାରେ ୨ ଯୁବତୀ ଉଦ୍ଧାର ହୋଇଥିବା ବେଳେ ୨ ଗ୍ରାହକଙ୍କୁ ଗିରଫ କରିଛି…
Read More...