ଡାହାଣି ସନ୍ଦେହରେ ଜଣକୁ ହତ୍ୟା, ୪ ଜଣଙ୍କୁ ଅଟକ ରଖିଲା ପୋଲିସ

କେନ୍ଦୁଝର, ସଂଗ୍ରାମ କେଶରୀ ମିଶ୍ର : ସତେ ଯେପରି ଗୁଣି ଗରେଡି, ଡାହାଣି ଆଦି ସନ୍ଦେହରେ ହତ୍ୟାକାଣ୍ଡ କେନ୍ଦୁଝର ଜିଲ୍ଲାରେ ଥମିବାର ନା ନେଉନି । ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଗାଁ ଗାଁ ରେ…
Read More...

ନିଶା ଟ୍ୟାବଲେଟ କାରବାରରେ ଜଣକୁ ଗିରଫ କରିଛି ବଲାଙ୍ଗୀର ପୋଲିସ

ବଲାଙ୍ଗୀର, ସୁଜାତା ମିଶ୍ର : ବଲାଙ୍ଗିର ସହର ଭିତରେ ଜୋରସୋରରେ ଚାଲିଛି ବେଆଇନ ନିଶା କାରବାର । ଏହା ଉପରେ ରୋକ ଲଗାଇବା ପାଇଁ ବଲାଙ୍ଗିର ଏସ.ପି ସନ୍ଦୀପ ସଂପଦଙ୍କ ନେତୃତ୍ୱରେ ଆରମ୍ଭ କରାଯାଇଛି ମିଶନ କ୍ଲୀନ କ୍ରିମିନାଲ…
Read More...

ବାଇକ ଧକ୍କା ହେବା ଫଳରେ ଦୁଇ ବାଇକ ଆରୋହୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ

ସମ୍ବଲପୁର, ତୁସବନ୍ତ ଯୋଶୀ : ବିଳମ୍ବିତ ରାତିରେ ରେଢାଖୋଲ ନାକଟିଦେଉଲ ରାସ୍ତା ନିକଟସ୍ଥ ଡିମିରି କୁଦା ପୋଲରେ ବାଇକ ଧକ୍କା ହେବା ଫଳରେ ଦୁଇ ବାଇକ ଆରୋହୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ନାକଟିଦେଓଲ ପଟୁ…
Read More...

ବଣ୍ଡା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୧୦ ରୁ ଅଧିକ ଯାତ୍ରୀ ଆହତ

ମାଲକାନଗିରି, ଅପୂର୍ବ ଥଣ୍ଡର : ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଜି ଏକ କମାଣ୍ଡରରେ ବଣ୍ଡା ଘାଟିରୁ ଖଇରିପୁଟ ଅଭିମୁଖେ କିଛି ଯାତ୍ରୀ ଆସୁଥିବା ବେଳେ ଗାଡ଼ିର ବ୍ରେକ ଫେଲ…
Read More...

ଦୋକାନ ଭିଅତରକୁ ଟ୍ରକ ପଶି ୨ ମୃତ, ୨ଗୁରୁତର

କେନ୍ଦୁଝର, ସଂଗ୍ରାମ କେଶରୀ ମିଶ୍ର : ଶୁଆ କାଟୀ ଶିବ ମନ୍ଦିର ପାଖରେ ଥିବା ଏକ ତେଜରାତୀ ଦୋକାନରେ ପଶି ଗଲା ଟ୍ରକ। ଶୁଆକାଟୀ ସ୍ଥିତ ଓଏମସି ଖଣି ଜାଗର କଣ୍ଟାକୁ ଆଇରନ ଲୋଡ କରିବାକୁ ଯାଉଥିବା ସମୟରେ ଏକ ତେଜରାତି…
Read More...

ଅଭିଯୁକ୍ତଙ୍କ ମୃତ୍ୟୁକୁ ନେଇ ବୀରମିତ୍ରପୁର ଥାନାରେ ଉତ୍ତେଜନା

ରାଉରକେଲା, ସୁବ୍ରତ ଜେନା : ଅଭିଯୁକ୍ତଙ୍କ ମୃତ୍ୟୁକୁ ନେଇ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନାରେ ଉତେଜନା । ସୂଚାନୁସାରେ ବୀରମିତ୍ରପୁର ପୁଲିସ ଦ୍ୱାରା ସିମଡେଗାରୁ ଗିରଫ ହୋଇଥିବା 26 ବର୍ଷୀୟ ତାରିକ ସଲିମଙ୍କ…
Read More...

ଡକାୟତି ଘଟଣାର ପର୍ଦାଫାଶ କଲା ସମ୍ବଲପୁର ପୋଲିସ

ସମ୍ବଲପୁର, ତୁସବନ୍ତ ଯୋଶୀ : କୁଚିଣ୍ଡା ଥାନା ଅନ୍ତର୍ଗତ ଲଇମୁରା ରାସ୍ତା କରଙ୍ଗାମାଳ ଜଙ୍ଗଲରେ ବନ୍ଧୁକ ମୁନରେ ୟୁନିୟନ ବ୍ୟାଙ୍ଗକୁ ଯାଉଥିବା ଟଙ୍କାକୁ ଡକାୟତି ହୋଇଥିଲା । ଗତ ୯ ତାରିଖ ଘଟିଥିବା ଏହି ଡକାୟତି ଘଟଣାରେ…
Read More...

ଗ୍ରହ ଦୋଷ ଖଣ୍ଡନ ପାଇଁ ପୂଜାପାଠ ଆଳରେ ସ୍ଵାମୀଙ୍କୁ ବାହାରକୁ ପଠାଇ ସ୍ତ୍ରୀ ସହ ଦୁଷ୍କର୍ମ ଅଭିଯୋଗ

ମାଲକାନଗିରି, ଅପୂର୍ବ ଥଣ୍ଡର : ଗ୍ରହ ଦୋଷ ଖଣ୍ଡନ ପାଇଁ ପୂଜାପାଠ ଆଳରେ ସ୍ଵାମୀଙ୍କୁ ବାହାରକୁ ପଠାଇ ସ୍ତ୍ରୀ ସହ ଦୁଷ୍କର୍ମ ଅଭିଯୋଗ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନାଗିରି ଜିଲ୍ଲା ପଡିଆ ଥାନା ମାଟେରୁ…
Read More...

ଦାଦା ବଟି ମାଗିବା ଅଭିଯୋଗ ରେ ୨ ୱେବ ମିଡିଆ ସାମ୍ବାଦିକ ଗିରଫ

ସମ୍ବଲପୁର, ତୁସବନ୍ତ ଯୋଶୀ : ରାଜଧାନୀ ଭୁବନେଶ୍ବର ପରେ ଏବେ ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ଜିଲ୍ଲାରେ ବଟି ମାଗୁଥିବା ଅଭିଯୋଗରେ ଦୁଇଜଣ ନକଲି ସାମ୍ବାଦିକ ବୁର୍ଲା ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି…
Read More...

ଯୁବକଙ୍କ ରହସ୍ୟମୟ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ମାଲକାନଗିରି, ଅପୂର୍ବ ଥଣ୍ଡର : ଜିଲ୍ଲାର କୁଡୁମୁଦୁଗୁମ୍ମା ସ୍ଥିତ ସିନ୍ଦୀଗୁଡା ନିକଟସ୍ଥ ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ସୂଚନା ମୁତାବକ ଉକ୍ତ ଯୁବକ ଜଣକ ସ୍ଥାନୀୟ ବାସିନ୍ଦା ମାଧବ ଠାକୁରଙ୍କ…
Read More...