ଉପଜିଲ୍ଲାପାଳଙ୍କ ଗାଡି ଦୁର୍ଘଟଣାଗସ୍ତ । ଉପଜିଲ୍ଲାପାଳ ଏବଂ ସହକର୍ମୀ ସୁରକ୍ଷିତ ।
ମାଲକାନଗିରି(ଅପୂର୍ବ ଥଣ୍ଡର ) : ମାଲକାନଗିରି ଜିଲ୍ଲା ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଡୁ କୌଣସି ଏକ କାମରେ ମାଲକାନଗିରି ଠାରୁ ବାଲିମେଳା ଗସ୍ତ କରୁଥିବା ସମୟରେ ସିରାଗୁଡା ଛକ ଠାରେ ଗାଡିଟି ଦୃଘଟଣା ଗସ୍ତ ହୋଇଥିଲା । ତେବେ ଏହି ଦୃଘଟଣା ସମୟରେ ଗାଡ଼ିରେ ଉପଜିଲାପାଳଙ୍କ ସମେତ ଗାଡି ଚାଳକ ଓ କିଛି କର୍ମଚାରୀ ଉପସ୍ଥିତ ଥିଲେ । ଏହି ଦୃଘଟଣା ରେ କେହି ଆହତ ହୋଇନଥିବା ବେଳେ ଗାଡିଟି ସାମାନ୍ୟ ଭାଙ୍ଗି ଯାଇଛି ।
Comments are closed.