ପେଟ୍ରୋଲ ଟ୍ୟାଙ୍କର ଓ ବାଇକ ମୁହାଁମୁହିଁ ଧକ୍କା
ସାଲେପୁର(ବିକ୍ରମ କେଶରୀ ବଳ) : ପେଟ୍ରୋଲ ଟ୍ୟାଙ୍କର ଓ ବାଇକ ଆରୋହି ମୁହାଁମୁହିଁ ଧକ୍କା । ବାଇକ ଆରୋହି ଜଣକ ନେମାଳ ଥାନା ଅଂଚଲର ବୋଲି ଜଣାପଡିଛି। ଏଭଳି ଘଟଣା ଘଟିଛି କଟକ ଚାନ୍ଦବାଲି ରାସ୍ତାର ସାଲେପୁର ଖରାଖିଆ ଛକ ନିକଟରେ। ବାଇକ ଆରୋହିକୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ସାଲେପୁର ମେଡିକାଲକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା । ସେଠାରୁ ଗୁରୁତର ହେବାରୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲ ଯିବା ବାଟରେ ମୃତ୍ୟୁ ହୋଇଥିବା ପୋଲିସ ସୁତ୍ର ରୁ ପ୍ରକାଶ। ବାଇକ ଅରୋହି ଜଣକ ନେମାଳ ଥାନା ଅଂଚଲର । ଘଟଣା ସ୍ଥଳରେ ପାଗା ଫାଣ୍ଡି ପୋଲିସ ପହଞ୍ଚି ବାଇକ ଓ ପେଟ୍ରୋଲ ଟ୍ୟାଙ୍କରକୁ ଅଟକ ରଖି ତଦନ୍ତ ଚଳାଇଛି ।
Comments are closed.