ସ୍ୱପ୍ନରେ ପ୍ରେମିକାକୁ ଦେଖୁଛନ୍ତି କି ? ତେବେ ଜାଣନ୍ତୁ ଏହାର କଣ ରହିଛି ସଂକେତ

ନିଜ ନିଜ ପ୍ରେମିକାମାନଙ୍କୁ ସ୍ୱପ୍ନରେ ଦେଖିବାକୁ କିଏ ବା ଭଲ ନ ପାଏ କହିଲ ? ଅବଶ୍ୟ ଏହା ବହୁତ କମ ପୁଅଙ୍କ ଭାଗ୍ୟରେ ଥାଏ । ଶାସ୍ତ୍ରନୁସାରେ ଏହି ସ୍ବପ୍ନ ସହିତ ଭବିଷ୍ୟତର ବି ସମ୍ପର୍କ ଥାଏ । ତେବେ ଆସନ୍ତୁ ଜାଣିବା ପୁରାଣରେ ଲେଖାଥିବା ଏହି ସ୍ୱପ୍ନର ଲକ୍ଷଣ କଣ ……

ସ୍ୱପ୍ନରେ ପ୍ରେମିକାକୁ ଦେଖିବା ଦେଇଥାଏ ଏହି ଶୁଭ ସଂକେତ ।
1. ସ୍ୱପ୍ନ ଶାସ୍ତ୍ର ଅନୁସାରେ ଯେତେବେଳେ ଆପଣ ସ୍ୱପ୍ନରେ ପ୍ରେମିକାଙ୍କୁ ଦେଖିଥାନ୍ତି ତ ଏହାର ଅର୍ଥ ହେଇଥାଏ ଆପଣ ଆଗାମୀ ସମୟରେ ପ୍ରେମ ସମ୍ବନ୍ଧ ଆରମ୍ଭ ହେବାକୁ ଯାଉଛି ।

2. ସ୍ୱପ୍ନରେ ଯଦି ପ୍ରେମିକା ଲାଲ ରଙ୍ଗର କପଡା ପିନ୍ଧିବାର ଦେଖନ୍ତି ତ ଏହାର ଅର୍ଥ ଆପଣ ପ୍ରେମ ସମ୍ବନ୍ଧରେ ସଫଳ ହେବେ ।

3. ଯଦି ସ୍ୱପ୍ନରେ ପ୍ରେମିକା ଲେହେଙ୍ଗା ପିନ୍ଧିବାର ଦେଖନ୍ତି ତ ଏହାର ଅର୍ଥ ଆପଣଙ୍କ ବିବାହର ପ୍ରବଳ ଯୋଗ ରହିଛି ।

4. ଯଦି ଆପଣ ସ୍ୱପ୍ନରେ ପ୍ରେମିକାଙ୍କୁ କୌଣସି ଜୀବ ଯେପରି ଠେକୁଆ ଓ ଶୁଆ ସହ ଦେଖନ୍ତି ତ ଏହାର ଅର୍ଥ ଆପଣ ଯଥା ଶୀଘ୍ର ଆପଣଙ୍କ ପ୍ରେମିକଙ୍କ ସହ ଦେଖା ହେବାକୁ ଯାଉଛନ୍ତି ।

5. ଯଦି ଆପଣ ସ୍ୱପ୍ନରେ ପ୍ରେମିକାଙ୍କୁ କୌଣସି ମିଠା ଖାଇବାର ଦେଖନ୍ତି ତ ଆପଣ ଦୁହିଁଙ୍କ ଜୀବନରେ ପ୍ରେମ ଭରି ରହିବ ।

6. ଯଦି ସ୍ୱପ୍ନରେ ପ୍ରେମିକାଙ୍କୁ ଵସ୍ତ୍ର ଓଲ୍ହାଉଥିବା ର ଦେଖନ୍ତି ତ ଆପଣଙ୍କ ପ୍ରେମିକା ଅପମାନର ସମୁଖୀନ ହେବେ ।

7. ଯଦି ଆପଣ ସ୍ୱପ୍ନରେ ଦେଖନ୍ତି କି ଆପଣ ନିଜ ପ୍ରେମିକାଙ୍କ ସହ ସମ୍ବନ୍ଧ ରଖୁଛନ୍ତି ତେବେ ଏହା ହେଉଛି ଆପଣଙ୍କ ମନରେ ଚାଲୁଥିବା ବିଚାର ।

8. ଯଦି ସ୍ୱପ୍ନରେ ଆପଣ ଦେଖନ୍ତି ପ୍ରେମିକା ଚୁଡ଼ି ପିନ୍ଧିବାର ତ ଏହା ବହୁତ ଶୁଭ ହେଇଥାଏ ।

9. ଯଦି ଆପଣ ସ୍ୱପ୍ନରେ ପ୍ରେମିକାକୁ ଫୁଲ ତୋଡ଼ା ସହ ଦେଖନ୍ତି ତ ଏହା ବହୁତ ଅଶୁଭ ହେଇଥାଏ ।

10. ଯଦି ଆପଣ ସ୍ୱପ୍ନରେ ନିଜ ପ୍ରେମିକଙ୍କୁ ପରୀ ସମାନ ଦେଖନ୍ତିତ ଆପଣଙ୍କର ଭାଗ୍ୟ ବଦଳିବାର ଏହା ହେଉଛି ସଂକେତ ।

11. ଯଦି ଆପଣ ସ୍ୱପ୍ନରେ ପ୍ରେମିକାଙ୍କୁ ଅନ୍ୟ ସ୍ତ୍ରୀ ସହ ଦେଖନ୍ତି ତ ଏହା ମଧ୍ୟ ଶୁଭ ହେଇଥାଏ ।

Comments are closed.