ମନ ମୁତାବକ ଜୀବନସାଥୀ ପାଇବାକୁ ଚାହଁନ୍ତିକି ? ତେବେ ଆପଣାନ୍ତୁ କିଛି ଟିପ୍ସ

ବିବାହ କୌଣସି ଖେଳ ଘର ନୁହେଁ, ଏହା ଏକ ପବିତ୍ର ବନ୍ଧନ। ଯଦି ମନପସନ୍ଦର ସାଥିଟିଏ ମିଳିଯାଏ ନା ତେବେ ସାରା ଜୀବନ ଖୁସି ଖୁସିରେ ଚାଲିଯାଏ, ନହେଲେ ଜୀବନସାରା ଖାଲି ଦୁଃଖ । କେତେକ ବିବାହ ତ ବେଦୀ ଉପରୁ ଭାଙ୍ଗି ଯାଏ । ଯଦି ଆପଣ ନିଜ ବୈବାହିକ ଜୀବନର ଶାନ୍ତି ପାଇଁ ସୁନ୍ଦର ସାଥିଟିଏ ପାଇବାକୁ ଚାହାନ୍ତି ତ ଜାଣନ୍ତୁ କିଛି ଟିପ୍ସ ….

1.ଅବିବାହିତ ପୁଅମାନଙ୍କୁ କଳା ରଙ୍ଗର ପୋଷାକ ନପିନ୍ଧିବା କଥା କାରଣ କଳା ରଙ୍ଗ ଶନି, ରାହୁ ଓ କେତୁର ବାହକ ଅଟେ । ଏଥିପାଇଁ ଏହା ବିବାହରେ ବାଧା ଉତ୍ପନ କରିଥାଏ।

2.ଯୁବକମାନଙ୍କୁ ଶୋଇଲା ବେଳେ ଧ୍ୟାନ ରଖିବାକୁ ହେବ ଯେମିତି ମୁଣ୍ଡ ଉତ୍ତର ଦିଶା ଓ ଗୋଡ ଦକ୍ଷିଣ ଦିଶାରେ ରହିବା ଦରକାର ।

3.ଭଗବାନ ଗଣେଷଙ୍କୁ ମଲପୁଆ ଭୋଗ ନିଶ୍ଚିନ୍ତ ଚଢାନ୍ତୁ । ଏମିତି କରିବା ଦ୍ୱାରା ମନ ଚାଁହୁଥିବା ସାଥୀଙ୍କ ସହ ବିବାହ କରିବାର ସମ୍ଭାବନା ବଢିଥାଏ ।

4.108 ଥର କୃଷ୍ଣ ଭଗବାନଙ୍କ ଜପ କରିବା ଦ୍ୱାରା ବିବାହ ଶାମ୍ଭବୀତ ବାଧା ଦୂର ହୋଇଥାଏ ।

Comments are closed.