ଯୁବକକୁ ମାଡ ମରା ଭିଡିଓ ଭାଇରାଲ ଘଟଣାରେ ୩ ଗିରଫ

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଟାଙ୍ଗୀ ଥାନା ସୁନ୍ଦରପୁର ତଳ ସାହିରେ ଯୁବକକୁ ମାଡ ମରା ଭିଡିଓ ଭାଇରାଲ ଘଟଣାରେ ୩ ଜଣଙ୍କୁ ଗିରଫ କଲା ଟାଙ୍ଗୀ ପୋଲିସ୍ | ଗିରଫ ୩ ଜଣ ହେଲେ ସୁନ୍ଦର ପୁର ଗ୍ରାମର କାଶୀନାଥ ପରିଡା,ବୁଲୁ ପରିଡା ଓ ମାଡ ଖାଇଥିବା ଯୁବକ ଲିପୁ ମହାରଣା | ଘଟଣା ଅନୁସାରେ ଲିପୁ ମହାରଣା ସୁନ୍ଦର ପୁର ତଳ ସାହିରେ ଗତ କାଲି ଏକ ଗ୍ରୋସରୀ ଦୋକାନ ଭଙ୍ଗାରୁଜା କରିବା ଘଟଣାରେ କେତେକ ଲୋକ ମାଡ ମାରିଥିବା ଭିଡିଓ ଭାଇରାଲ ହୋଇଥିଲା

Comments are closed.