ତିନି ତଲାକ ବିଲକୁ ନେଇ ସଂଶୋଧନ

ତିନି ତଲାକ୍ ବିଲ୍ ସଂସଦରେ ଏପର୍ଯ୍ୟନ୍ତ ପାସ ହୋଇନଥିବା ବେଳେ ସରକାର ଏଥିରେ କିଛି ସଂଶୋଧନ କରଛନ୍ତି । ତୀନ ତଲାକକୁ ନେଇ ଯଦି କେହିଜଣେ ବ୍ୟକ୍ତି ଜେଲ ଯାଇଥାନ୍ତି ତେବେ ଜଣେ ମାଜିଷ୍ଟ୍ରେଟ ଚାହିଁଲେ ଏହି ମାମଲାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜାମିନ ଦେଇପାରିବେ । କେନ୍ଦ୍ର କ୍ୟାବିନେଟ ଆଜି ଏହାକୁ ମଞ୍ଜୁରୀ ପ୍ରଦାନ କରିଛି । ଗତବର୍ଷ ଡିସେମ୍ବର ମାସରେ ଏହି ବିଲକୁ ଲୋକସଭାରେ ଆଗତ କରିଥିଲେ ମଧ୍ୟ ରାଜ୍ୟସଭାରେ ଏହା ଅଟକି ରହିଛି ।

Comments are closed.