ଚନ୍ଦ୍ରଶେଖରପୁର ପଡିଆରେ ଆଦିବାସୀ ଦିବସ ପାଳିତ

ଆଜି ଆଦିବାସୀ ପଡିଆରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଆଦିବାସୀ ଦିବସ ପାଳନ ହୋଇଛି । ଏଥିରେ ମୁଖ୍ୟମନ୍ତ୍ରୀ ଶହୀଦ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ଗର୍ବିତ ବୋଲି କହିଛନ୍ତି । ଏଥିରେ ଓଡିଶାର ଆଦିବାସୀ ନେତା, ସାମାଜିକ କର୍ମୀ, ସାଧାରଣ ଜନତା ଆଦି ଯୋଗ ଦେଇଥିଲେ । ରାଜ୍ୟ ସରକାର ଆଦିବାସୀମାନଙ୍କ ପାଇଁ କରାଯାଇଥିବା ବିଭିନ୍ନ ଜନକଲ୍ୟାଣ ମୂଳକ ଯୋଜନା ବିଷୟରେ ବଖାଣିଥିଲେ ।

Comments are closed.