ନୂଆ ଟେକ୍ନୋଲୋଜିରେ ଜିନିଷ ବିତରଣ କରିବ ରୋବର୍ଟ
ଦିନକୁ ଦିନ ପ୍ରଯୁକ୍ତି ବିଦ୍ୟାର ଉନ୍ନତି ହେବାରେ ଲାଗିଛି । ବୈଜ୍ଞାନିକମାନେ କିଛି ନୂଆ କରିବାର ଚେଷ୍ଟାରେ ଲାଗିପଡିଛନ୍ତି । ଏମିତି ଏକ ସଫଳତା ଲାଭ କରିଛି ଷ୍ଟାର୍ସିପ୍ ଟେକ୍ନୋଲୋଜି , ପ୍ରସ୍ତୁତ କରିଛି ଏକ ଭିନ୍ନ ଧରଣର ରୋବର୍ଟ । ଏହା ଦୁଇradius ମଧ୍ୟରେ କୌଣଷି ବସ୍ତୁକୁ ବହନ କରି ସଠିକ୍ ଜାଗାରେ ପହଞ୍ଚାଇପାରିବ । ରୋବର୍ଟର ମୁଲ୍ୟ ପ୍ରାୟ ୨୫ ମିଲିୟନ ବୋଲି ଘୋଷଣା ହୋଇଛି । US ଓ Europe ର କେତେକ ବିଶ୍ୱବିଦ୍ୟାଳୟରେ ଏହାର ପ୍ରୟୋଗ ହୋଇଥିବାର ଜଣା ପଡିଛି । ଏହା ସ୍ୱୟଂ ଚଳିତ ହୋଇଥିବାବେଳେ ଲୋକମାନେ ଭରପୂର ସାହାର୍ଯ୍ୟ ପାଇପାରିବେ ।
Comments are closed.