ଲୋଇସିଂହା ଥାନାରେ ନୂତନ ଥାନାଧିକାରୀ ରୂପେ ଯୋଗ ଦେଲେ ସଂଗ୍ରାମ କେଶରୀ ପଟ୍ଟନାୟକ

0

ବଲାଙ୍ଗୀର(ମହେଶ କର) : ଲୋଇସିଂହା ଆଇ ଆଇ ସି ରମାକାନ୍ତ ଜେନାଙ୍କ ବଲାଙ୍ଗିର ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି ହେବା ପରେ ଲୋଇସିଂହା ଥାନାରେ ନୂତନ ଥାନାଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ସଂଗ୍ରାମ କେଶରୀ ପଟ୍ଟନାୟକ । ଲୋଇସିଂହା ଥାନାର ବିଭିନ୍ନ ସ୍ଥାନରେ ଚାଲିଥିବା ବେଆଇନ ଗୋଚାଲାଣ, ଅବାଧ ସଟା ଓ ମଦ କାରବାରକୁ ରୋକା ଯିବା ଦିଗରେ ବିଶେଷ ପ୍ରାଥମିକତା ଦେଇ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ପଟ୍ଟନାୟକ ସ୍ଥାନୀୟ ସାମ୍ବାଦିକ ମାନଙ୍କ ସହ ଏକ ଅନୌପଚାରିକ ଆଲୋଚନା ସମୟରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.