ଓଡିଶାକୁ ବିପଦ !!

0

ଭୁବନେଶ୍ୱର : ଓଡିଶାକୁ ବିପଦ !! ଓଡିଶାରେ ପହଁଚିଲା ଓମିକ୍ରନ । ଓଡିଶାରେ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ସମସ୍ତଙ୍କ ଚିନ୍ତା ବଢିଛି । ଏହି ୨ ଜଣଙ୍କ ଠାରେ ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିବାର ଜଣାପଡିଛି । ଆଇଏଲଏସ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଏହି ୨ ଆକ୍ରାନ୍ତଙ୍କ ଜିନମ ସ୍ୱିକେନ୍ସିଂ ପାଇଁ ଯାଇଥିଲା । ସେମାନଙ୍କ ଠାରେ ଓମିକ୍ରନ ଥିବା ଜଣାପଡିଛି । ତେବେ ସେମାନେ କେଉଁ ଜିଲ୍ଲାରେ ସେନେଇ ସୂଚନା ମିଳିନାହିଁ । ସେମାନେ କେଉଁଠାରୁ ଆସିଥିଲେ ଏବଂ କେଉଁଠିକୁ ଫେରିଥିଲେ ସେନେଇ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡିନାହିଁ ।

Leave A Reply

Your email address will not be published.