ପୁଣି ଭୟଙ୍କର ବର୍ଷାର ସୂଚନା

ଭୁବନେଶ୍ୱର- ଆଜି ୧୩ ଜିଲ୍ଲାକୁ ଭୁବନେଶ୍ୱର ପାଣିପାଗ ବିଭାଗ ତରଫରୁ ସର୍ତକ ସୂଚନା ଦିଆଯାଇଛି । ଦିନ ୧୧ଟା ରୁ ୧.୩୦ ମଧ୍ୟରେ ପ୍ରବଳ ବର୍ଷା ହେବା ସହ ଘଡଘଡି ଓ ବଜ୍ରପାତର ସମ୍ଭାବନା ରହିଛି । ସର୍ତକ ଜିଲ୍ଲା ମଧ୍ୟରେ ନୂଆପଡା, ବରଗଡ, ଝାରସୁଗୁଡା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୋଳ ଓ ମୟୁରଭଞ୍ଜ ରହିଛି ।

Comments are closed.