ଓଡିଶା ଗୋଇନ୍ଦା ପୋଲିସର ବିଫଳତା

ଲସ୍କର-ଇ-ତୋଇବା ସହ ସମ୍ପର୍କ ରଖିଥିବା ହବିବୁର ରହମାନଙ୍କର ଗିରଫ ପରେ ଓଡିଶା ଗୋଇନ୍ଦା ବିଭାଗର ବିଫଳତା ପଦାରେ ପଡିଯାଇଛି । ରହମାନ ତୋଇବା ପାଇଁ କାମ କରୁଥିବା ଶେଖ୍ ଅବଦୁଲ ନଇମ ସହ ପ୍ରତ୍ୟେକ୍ଷ ସର୍ପକରେ ଥିବା ଜଣା ପଡିଛି । ଏନ୍ଆଇଏ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ୧୦ଜଣ ଆତଙ୍କବାଦୀ ସହଯୋଗୀଙ୍କ ଚିଠାରେ ୬ ନମ୍ବରରେ ଥିଲା ହବିବୁର ଓ ଏନ୍ଆଇଏ ଏହି ଚିଠା ଗତ ମେ ମାସରେ ଓଡିଶା ପୋଲିସକୁ ପଠାଇଥିଲା ।

Comments are closed.