ଦୀପାବଳିରେ ଘରେ ଜଳନ୍ତୁ ୧୩ଟି ଦୀପ,ଜାଣନ୍ତୁ କଣ ରହିଛି ଏହାର ମହତ୍ତ୍ଵ

ଆଲୋକର ପର୍ବରେ ଅନେକ ପ୍ରକାରର ପୌରାଣିକ ଆଖ୍ୟାନ ସହିତ ଯୋଦିତ ରହିଛି ।ଏହା ମଧ୍ୟ କରିବା ଦ୍ଵାରା ଆମ ଜୀବନରେ ଅନେକ ପ୍ରକାରର ପରିବର୍ତ୍ତନ ଆସିଥାଏ । ଦୀପାବଳିରେ ୧୩ ଟି ଦୀପ ଜଳାଇବାର କଣ ମହତ୍ତ୍ଵ ଅଛି । ଏହି ଦୀପ କେଉଁ ପ୍ରକାରର ଆପଣଙ୍କ ଜୀବନର ସବୁ ସଙ୍କଟକୁ ହରଣ କରିନେଇଥାଏ ଏବଂ ଆପଣଙ୍କ ଘରେ ଧନର ବର୍ଷା କରିଦେଇଥାଏ । ଆପଣଙ୍କୁ ଏହି ୧୩ଟି ଦୀପ କେବେ ଜଳାଇବା ଉଚିତ୍ ଏବଂ କିପରି ଏବଂ କେତେବେଳେ ଜଳାଇବା ଉଚିତ୍ ଆସନ୍ତୁ ଜାଣିବା ।ଆପଣ ଏହି ଧନତେରସରେ ୧୩ଟି ଦୀପ ଜଳାନ୍ତୁ ଆପଣଙ୍କ ଜୀବନରେ ସବୁ କଷ୍ଟ ଓ ସବୁ ସଙ୍କଟ ଦୂର କରିପାରିବେ । ଆମେ ସମସ୍ତେ ଜାଣିଛନ୍ତି ଆଲୋକର ପର୍ବ ଦୀପାବଳି ସମସ୍ତଙ୍କ ଜୀବନକୁ ଖୁସିରେ ଭରିଦିଏ । କିନ୍ତୁ ଏହି ପର୍ବରେ ୧୩ଟି ଦୀପ କିପରି ଆଉ କେମିତି ଜଳାଇବେ? କଣ ପାଇଁ ଏହି ପରମ୍ପରା ବନିଛି ଆଉ ଏହାର ରହସ୍ୟ କଣ? ଆସନ୍ତୁ ଜାଣିବା ।

ଦୀପାବଳି ଦିନ ଆମେ ଧନତେରସରେ ଯେଉଁ ପ୍ରଥମ ଦୀପ ଜାଳିଥାନ୍ତୁ ତାହା ଯମ ରାଜଙ୍କ ପାଇଁ ଜଳାଇଥାନ୍ତି । ଆଉ ଏପରି ମାନ୍ୟତା ଅଛି ଯେଉଁ ବି ଘରେ ଯମରାଜଙ୍କ ପାଇଁ ଦୀପଦାନ କରାଯାଏ ଧନତେରସ୍ ଦିନ ସେଠାରେ କାହାର ଅକାଳ ମୃ-ତ୍ୟୁ ହୁଏ ନାହିଁ । ଧନତେରସ ଦିନ ୧୩ଟି ଦୀପ ଜଳାଇବାକୁ ହୁଏ । କିନ୍ତୁ ଯିଏ ଯମଙ୍କ ନାମରେ ଦୀପ ଜଳାଇଥାନ୍ତି ତାହାକୁ ପରିବାରର ସବୁ ସଦସ୍ୟ ଘର ଭିତରକୁ ଆସିଲେ ମାନେ ଖାଇ ସରିବା ପରେ ବା ଅଫିସ କି ବାହାରକୁ ଯାଇଥିଲେ ଘର ଭିତରକୁ ଆସିଗଲେ ଯେତେବେଳେ ସବୁ ଲୋକ ଶୋଇପଡ଼ିବେ ଘରର ଯେ ମୁଖ୍ୟ ଲୋକ ଥାଆନ୍ତି ଏହି ଦୀପ ଜଳାଇଥାନ୍ତି ।

ଏହି ଦୀପକୁ ଜଳାଇବା ପାଇଁ ସବୁବେଳେ ପୁରୁଣା ଦୀପକୁ ବ୍ୟବହାର କରାଯାଏ । ଆଉ ଏଥିରେ ସୋରିଷ ତେଲ ଢଳାଯାଏ । ଏହି ଦୀପ ଘରର ବାହାରେ ଦକ୍ଷିଣ ଦିଗକୁ ମୁହଁ କରି ଲଗାନ୍ତୁ । ଏହି ଦୀପକୁ ଡଷ୍ଟବିନ୍ ପାଖରେ ମଧ୍ୟ ରଖିପାରିବେ କିନ୍ତୁ ଦକ୍ଷିଣ ଦିଗକୁ ମୁହଁ କରି ରଖିବେ । ଏହି ଦୀପ କେବଳ ଘରର ମୁଖ୍ୟ ଲୋକ ଲଗାଇବେ ଏବଂ ଏହି ଦୀପକୁ ଘରର ସବୁ ଆଡ଼େ ବୁଲେଇ ଆଣନ୍ତୁ ଏବଂ ଘରର ବାହାରେ ରଖି ଦିଅନ୍ତୁ ।ଏହା ମାନ୍ୟତା ଅଛି ଯେ ଏହି ଦୀପକୁ ଘରର ଚାରିଆଡ଼େ ବୁଲାଇଲେ ଏହା ସବୁ ନକାରାତ୍ମକକୁ ଟାଣି ଆଣିଥାଏ ।ଦ୍ଵିତୀୟ ଦୀପ ଦୀପାବଳି ରାତିକୁ ଆମେ କୌଣସି ମନ୍ଦିରକୁ ଯାଆନ୍ତି ଏବଂ ସେଠାରେ ଦୀପ ଜଳିଥାନ୍ତି । ଯଦି ଆପଣ କୌଣସି ମନ୍ଦିରକୁ ଯାଇପାରନ୍ତି ନାହିଁ ତେବେ ଘରର ମନ୍ଦିରରେ ଏହି ଦୀପକୁ ଲଗାଇପାରିବେ । କିନ୍ତୁ ଚେଷ୍ଟା କରନ୍ତୁ କି କୌଣସି ବି ମନ୍ଦିରକୁ ଯାଇ ଆପଣ ଗାଈର ଶୁଦ୍ଧ ଘିଅରେ ଏକ ଦୀପ ଭଗବାନଙ୍କ ନାମରେ ଜଳାଇବ ଉଚିତ୍ । ଏହିପରି କଲେ ଆପଣଙ୍କର ବହୁତ ଲାଭ ହୋଇଥାଏ ଏବଂ ସବୁ ଋଣରୁ ମୁକ୍ତି ମିଳିଯାଏ ଏବଂ ଧନ ସମ୍ବନ୍ଧିତ ଯାହାକି ସମସ୍ୟା ଥାଏ ତାହା ଦୂର ହୋଇଯାଏ । ତ ଏହି ଦୀପକୁ ଆପଣ ଏହିପରି ଭାବେ ଜଳାନ୍ତୁ ।

ତୃତୀୟ ଦୀପକୁ ଆମେ ତୁଳସୀ ମାତାଙ୍କ ନିମନ୍ତେ ଜଳାଇଥାନ୍ତି । ୪ର୍ଥ ଦୀପ ଆମକୁ ଘରେ ବାହାରେ ରଖିବାକୁ ହେବ । ୫ମ ଦୀପକୁ ଓସ୍ତ ଗଛ ତଳେ ଲଗାଇବା ଉଚିତ୍ । ୬ଷ୍ଠ ଦୀପକୁ ପାଖରେ ଥିବା ମନ୍ଦିରକୁ ଯାଇ ଲଗାନ୍ତୁ । ୭ମ ଦୀପ ଆପଣ ଡଷ୍ଟବିନ୍ ପାଖରେ ଲଗାନ୍ତୁ । ୮ମ ଦୀପ ଆପଣଙ୍କୁ ବାର୍ଥ ରୁମ୍ ବା ୱାଶ ରୁମ୍ ପାଖରେ ଲଗାଇବା ଉଚିତ୍ । ୯ମ ଆପଣଙ୍କୁ ଆପଣଙ୍କ ଘର ପାଚେରୀ ଉପରେ ଲଗାନ୍ତୁ । ୧୦ମ ଦୀପ ଆପଣ ଦ୍ଵାର ବନ୍ଦ ଘର ବାହାରେ ଥିବା ଦ୍ଵାରରେ ଲଗାଇ ପାରିବେ । ୧୧ ଦୀପ ଝରକା ଉପରେ ଲଗାଯାଏ । ୧୨ ଦୀପ ଛାତ ଉପରେ ଲଗାଯାଏ । ୧୩ ନମ୍ୱର୍ ଦୀପ ଆପଣଙ୍କୁ କୌଣସି ମଣ୍ଡପ ଉପରେ ରଖିକି ଆସିବା ଉଚିତ୍ । ଏହି ନିୟମ ସହିତ ସବୁ ଦୀପକୁ ଲଗାନ୍ତୁ ଦେଖିବେ ମାତା ଲକ୍ଷ୍ମୀଙ୍କ କୃପା ଏବଂ କୁଲଦେବତାଙ୍କ କୃପା, ପିତୃପୁରୁଷଙ୍କ କୃପା ଆପଣଙ୍କ ଉପରେ ସବୁବେଳେ ରହିବ ।

ଏହି ଦୀପାବଳି ଦିନ ଯମଙ୍କ ଦୀପକୁ ଅଧିକ ଗୁରୁତ୍ବ ଦିଆଯାଏ । ଏହି ଦୀପକୁ ଧନତେରସ୍ ଦିନ ବା ଦୀପାବଳି ଦିନ ଲଗାଯାଏ । କିନ୍ତୁ ଏହା ଚତୁର୍ଦ୍ଦଶୀ ଦିନ ଲଗାଇଲେ ଘରର ବାହାରେ ଲଗାନ୍ତୁ ଏବଂ ଅଳିଆ ସ୍ଥାନରେ ସେହି ସ୍ଥାନରେ ବାହାରେ ନେଇ ଲଗାନ୍ତୁ ।ଆଉ ଦକ୍ଷିଣ ଦିଗକୁ ଏହାର ମୁହଁ କରି ଲଗାନ୍ତୁ । ଦୀପାବଳି ଦିନ ମାତା ଲକ୍ଷ୍ମୀ ଏବଂ କୁବେରଙ୍କ କୃପା ମିଳିଥାଏ । ଏହି ଦୀପାବଳି ରାତିରେ ପୂଜା ସମୟରେ ହଳଦିଆ ଟଙ୍କା ଦେବାକୁ ଭୁଲନ୍ତୁ ନାହିଁ ଯଦି ଆପଣ ହଳଦିଆ ଟଙ୍କା ପାଇବାକୁ ସକ୍ଷମ ନାହାନ୍ତି ତାହେଲେ ଧଳା ବା କଦଳୀ ଦ୍ରବଣରେ ଭିଜାଇ ଅର୍ପଣ କରନ୍ତୁ ।ପୂଜା ସାରିଲା ପରେ ଏହାକୁ ଏକ ନାଲି କପଡ଼ାରେ ବାନ୍ଧି କରି ଯେଉଁ ସ୍ଥାନରେ ଟଙ୍କା ରଖିବ ସେହି ସ୍ଥାନରେ ରଖନ୍ତୁ । ମାତା ଲକ୍ଷ୍ମୀଙ୍କୁ ହଳଦିଆ କିଛି ଅର୍ପଣ କରିବାପରେ ତାକୁ ନେଇ ପର୍ଶରେ ରଖନ୍ତୁ । ଆପଣଙ୍କ କ୍ୟାରିଅର ବିଜନେସ ଆଦିରେ ସଫଳତା ପାଇବାକୁ ଏକ ହଳଦିଆ ଗାଈକୁ ଅର୍ପଣ କରନ୍ତୁ ଏବଂ ତାକୁ ପ୍ରସାଦ ଦିଅନ୍ତୁ ଏବଂ ଏହାକୁ ପରିଧାନ କରନନ୍ତୁ ।

Comments are closed.