ଆହୁରି ବରଷି ପାରେ ବର୍ଷା
ଲଘୁଚାପ ଏବେ ଉତ୍ତର ଓଡିଶାରୁ ପଶ୍ଚିମ ଓଡିଶାକୁ ମୁହାଁଇଛି । ଏହା ଛତିଶଗଡ ଓ ତାହାର ଆଖପାଖ ଅଂଚଳରେ ବରଷିବ । ଏହା ଫଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବାଲେଶ୍ୱର, ମୟୁରଭଞ୍ଜ, କେଉଁଝର, ଯାଜପୁର, ଢେଙ୍କାନାଳ, ଅନୁଗୁଳ ଏବଂ ଦେଓଗଡ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
Comments are closed.