ପେପ୍ସିରୁ ବାହାରିବେ ଇନ୍ଦିରା ନୋୟୀ

ପେପ୍ସି କମ୍ପାନୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ପଦବୀରୁ ଆସନ୍ତା ଅକ୍ଟୋବର ମାସରେ ବିଦା ହେବେ ଇନ୍ଦିରା ନୋୟୀ । ଦୀର୍ଘ ୧୨ବର୍ଷ କାଳ ପେପ୍ସିର ଉଚ୍ଚତମ ପ୍ରଶାସନିକ ପଦବୀରେ ଥିବା ନୋୟୀଙ୍କୁ ବିଦା କରାଯିବ ସଂର୍ପକରେ ରୟଟର ପକ୍ଷରୁ ସମ୍ବାଦ ପ୍ରସାରଣ କରାଯାଇଛି ।

Comments are closed.