୭ ଦିନରେ ଚିକ୍କଣ ଦେଖାଯିବାର ଗୁପ୍ତ ରହସ୍ୟ
ଗୋରା ବା ଚିକ୍କଣ ଦେଖାଯିବାର ଲାଳସା କାହାର ବା ନ ଥାଏ ! ବୟସ ବଢିବା ସହିତ ଶରୀରର ଉଜ୍ଜଳତା ମଧ୍ୟ କମିବାରେ ଲାଗେ । ଯଦି ପୁଣି ଥରେ ଶରୀରରେ ଏହି ତେଜକୁ ପାଇବାକୁ ଚାହାଁନ୍ତି ତ ଆପଣାନ୍ତୁ ଏହାର କିଛି ସରଳ ଉପାୟ
ନରିସ୍ – ରାତିରେ ଶୋଇବା ପୁର୍ବରୁ ମୁହଁକୁ ଭଲଭାବରେ ଧୋଇବା କଥା । ଏହା ସହିତ ରାତି କ୍ରିମ୍ ଲଗାଇବା ଦ୍ୱାରା ମୁହଁରେ ଉଜ୍ଜଳତା ଫେରି ଆସେ ।
ଜଳ – ଶରୀର ପାଇଁ ଯେପରି ଜଳ ଆବଶ୍ୟକ ସେପରି ଏହା ଉଜ୍ଜଳତା ବୃଦ୍ଧିରେ ବି ସାହାର୍ଯ୍ୟ କରିଥାଏ । ଶୁଦ୍ଧ ପାଣି ଶରୀର ପାଇଁ ନିହାତି ଦରକାର ।
ସନ କଷ୍ଟ୍ରୋଲ – ସୂର୍ଯ୍ୟଙ୍କର ପ୍ରକୋପ ପଡିବା ଦ୍ୱାରା ଶରୀର କଳା ପଡିବା ସହିତ ଶୁଷ୍କ ହୋଇଥାଏ । ସେଥିପାଇଁ ସନ କଷ୍ଟ୍ରୋଲର ବ୍ୟବହାର ଦ୍ୱାରା ସୁର୍ଯ୍ୟଙ୍କ ପ୍ରଭାବରୁ ରକ୍ଷା ପାଇପାରିବେ ଓ ତ୍ୱଜା ଉଜ୍ଜଳ ଦେଖିବାକୁ ମିଳିବ ।
ପ୍ରମୁଖ ମସ୍ସୋରାଇଜର୍ – ଆଲମଣ୍ଡ ତେଲ ନରମାଲ୍ ଶରୀର ପାଇଁ, ବେବି ତେଲ ଅଏଲି ପାଇଁ ପ୍ରମୁଖ ସବୁ ପାଣିପାଗ ପାଇଁ । ଏହାକୁ ଳଗାଇ ୧ ଘନଟା ଛାଡିଦେବା ପରେ ଟିସୁ ସାହାର୍ଯ୍ୟରେ ପୋଛିଦେବା କଥା ଯାହାଦ୍ୱାରା ମୁହଁ ନରମ ରୁହେ ।
ସାୱର – ପ୍ରତିଦିନ ସାୱରରେ ଗାଧୋଇବା ଦ୍ୱାରା ତ୍ୱଚାରେ ଗ୍ଲୋ ଆସିବା ସହିତ ଫ୍ରେସ୍ ଲାଗିଥାଏ ।
Comments are closed.