ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା

ପଶ୍ଚିମ ଓଡିଶାରେ ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା ନେଇ ଆଜି କେନ୍ଦ୍ରୀୟ କାର୍ୟ୍ୟନ୍ୱୟନ କମିଟିର ୧୫ଜଣ ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି । କାଲି କମିଟିର ଆବାହକ ଅଶୋକ ଦାସ ଓ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ବେଞ୍ଚ ପ୍ରତିଷ୍ଠା ନେଇ ସକାରାତ୍ମକ ମନୋଭାବ ବ୍ୟକ୍ତ କରିଥିଲେ । ଉଲ୍ଲେଖନାୟ ଯେ ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଏକାଧିକ ବାର ପତ୍ର ଲେଖିଛନ୍ତି ।

Comments are closed.