ଇଟାଲି ପ୍ୟାଲେସରେ ପୂଜା ପାଇବେ ମା ଦୁର୍ଗା

ଭୁବନେଶ୍ୱର : ୧୯୮୫ ମସିହାରୁ ଆରମ୍ଭ ହୋଇଥିବା ୩୬ ବର୍ଷରେ ର୍ଦାଣ କରିବେ ବଡଗଡ ଗାଁ ଦୁର୍ଗାୂଜା ଏଥର ଖୁବ ଆଡମ୍ବର ସହକାରେ ଅନୁଷ୍ଠିତ ହେବ । ପାଖା ପାଖି ୨୦ ଲକ୍ଷ ଟଙ୍କା ଆକଳନ ହୋଇଥିବା ଏହି ପୂଜାର ମୁଖ୍ୟ ଆକର୍ଷଣ ହେଉଛି ମା ମହିଷାମର୍ଦ୍ଧିନୀଙ୍କ ମୃଣ୍ମୟୀ ମୃତର୍ତ୍ତି । ତେବେ ଚଳିତ ବର୍ଷ ଏଠାରେ ଝଲ ମଲ କରିବ ଇଟାଲିଆନ ତୋରଣ । ହେି ସୁଦୃସ ତୋରଣ ନିର୍ମାଣ କରୁଛନ୍ତୁ ସାଲେୁର ଓଡିଆ କାରିଗର । ୬୫ ଫୁଟ ଉଚ୍ଚତା ଓ୪୦ ଫୁଟ ପ୍ରସ୍ଥର ଏହି ସୁନ୍ଦର ତୋରଣରେ ଇଟାଲିର କାରୁକାର୍ଯ୍ୟ ଶୋଭ।।ଇବ ।

ସେହିଭଳି ମା ମହିଷାମର୍ଦ୍ଦିନୀ ମୃର୍ତ୍ତିର ଉଚ୍ଚତା ୨୦ ଫୁଟହେବ ଏବଂ ମେଢର ଉଚ୍ଚତା୨୦ ଫୁଟ ହେବ ଏବଂ ମେଢର ଉଚ୍ଚତା ୨୫ ଫୁଟ । ମାଙ୍କ ମୃର୍ତ୍ତି ସାଙ୍ଗକୁ ।ଶ୍ୱଦ୍ଦେବା ବେବୀ ମୃର୍ତ୍ତି ମଣ୍ଡରେ ଶୋଭାପାଇବ । ଏଠାରେ ମହାଅଷ୍ଟମୀ ପୂଜା ବଡଧରଣରେ ହୋଇଥାଏ । ପ୍ରାୟ ୮ ଶହରୁ ଏକ ହଜାର ମହିଳା ଏଠାରେ ସାଙ୍ଗ ହୋଇ ଶାଢୀ ପୂଜା କରିଥାନ୍ତି ।

Comments are closed.