Browsing Category

ଓଡ଼ିଶା

ମୋହନ ସରକାରଙ୍କ ବଡ଼ ଘୋଷଣା, ଆଦାନୀ ହାତକୁ ଗଲା ଗୋପାଳପୁର ବନ୍ଦର

ଶେଷ ହୋଇଛି କ୍ୟାବିନେଟ ବୈଠକ । ରାଜ୍ୟ କ୍ୟାବିନେଟ୍‌ରେ ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ସୂଚନା…
Read More...

କଠୋର ହେଲା ପ୍ରଶାସନ, ଶିଳ୍ପନଗରୀରେ ବାଜିବନି ଡିଜେ

ଶିଳ୍ପ ନଗରୀ ତାଳଚେରରେ ବାଜି ପାରିବନି ଡିଜେ ସାଉଣ୍ଡ। ଶିଳ୍ପ ନଗରୀ ତାଳଚେରରେ ବର୍ତ୍ତମାନ ଗଣେଶ ପୂଜା ଚାଲିଥିଲା ବେଳେ ଚଳିତ ମାସର ୭ ତାରିଖଠାରୁ ଗଜାନନଙ୍କ ପୂଜା ଆରମ୍ଭ ହୋଇ ଦୀର୍ଘ ୧୧ ଦିନ ବ୍ୟାପୀ ମଣ୍ଡପରେ ପୂଜା…
Read More...

ସୁନା କିଣୁଥିଲେ ସାବଧାନ! ଗ୍ରାହକଙ୍କୁ ଠକୁଛନ୍ତି ସୁନା ବ୍ୟବସାୟୀ

ସୁନା କିଣୁଥିଲେ ସାବଧାନ। କାରଣ ଗ୍ରାହକଙ୍କ ଠକୁଛନ୍ତି ଅସାଧୁ ସୁନା ବ୍ୟବସାୟୀ। ସୁନାର ମାନ ଓ ମାପ ଓଜନରେ ଠକେଇ ହେଉଛି। ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କରାଯାଇଥିବା ୩,୧୨୫ଟି ଚଢାଉରୁ ୧୧୬ଜଣ ସୁନା ବ୍ୟବସାୟୀ…
Read More...

ରାଜ୍ୟରେ ହେବ ୨ ଶହ ଗୋଶାଳା, ଗୋଖାଦ୍ୟ ପାଇଁ ଦୈନିକ ମିଳିବ ଏତିକି ଟଙ୍କା

ରାଜ୍ୟରେ ଦୁଇ ଶହ ଗୋଶାଳା କରିବେ ସରକାର। ଗୃହରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏନେଇ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଗୋମାତାଙ୍କ ସୁରକ୍ଷା ପାଇଁ ୨ ଶହ ଗୋଶାଳା ହେବ। ଗୋଶାଳାକୁ…
Read More...

ସୁଭଦ୍ରା’ ଯୋଜନା ପାଇଁ ପଞ୍ଜୀକରଣ ପ୍ରକ୍ରିୟା ସମ୍ପୁର୍ଣ୍ଣ ମାଗଣା’

ଭୁବନେଶ୍ବର: ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି । ସୁଭଦ୍ରା ଯୋଜନା ପାଇଁ ବର୍ତ୍ତମାନ ସୁଦ୍ଧା ୧୫ ଲକ୍ଷରୁ ଅଧିକ ଫର୍ମ ପଞ୍ଜିକରଣ ହୋଇଛି । ଯୋଜନାର ଫର୍ମ ଓ ଅନଲାଇନରେ ଫର୍ମ ଅପଲୋଡ୍ ପାଇଁ…
Read More...

ଉତ୍ତରପ୍ରଦେଶର ବାହରିଚରେ ଆତଙ୍କ ସୃଷ୍ଟି କରିଥିବା ଗଧିଆ ଉପରେ ଲାଗିଛି ଲଗାମ

ଉତ୍ତରପ୍ରଦେଶର ବାହରିଚରେ ଆତଙ୍କ ସୃଷ୍ଟି କରିଥିବା ଗଧିଆ ଉପରେ ଲାଗିଛି ଲଗାମ । ବନ ବିଭାଗ ଆଜି ଭୋରରୁ ଏକ ଗଧିଆକୁ କାବୁ କରିଛି। ଏହାକୁ ମିଶାଇ ଏଯାବତ ୫ଟି ଗଧିଆ କାବୁ ହୋଇ ସାରିଲେଣି। ଏବେବି ଆଉ ଏକ ଘାତକ ଗଧିଆ…
Read More...

ହାତୀଙ୍କୁ କାଳ ହେଉଛି ବିଦ୍ୟୁତ, ପୁଣି ଆଉ ଏକ ହାତୀର ମୃତ୍ୟୁ

ପୁଣି ବିଦ୍ୟୁତ ତାର ଆଘାତରେ ଆଉ ଏକ ହାତୀର ଜୀବନ ଯାଇଛି । ଲାଠିକଟା ବ୍ଲକ ବଲାଣୀ ପଞ୍ଚାୟତ ନୂଆଗାଁ ନିକଟ ଜଙ୍ଗଲରେ ଏକ ମୃତ ହାତୀ ଠାବ କରାଯାଇଥିବା ବେଳେ ବିଦ୍ୟୁତ ତାରରେ ତାର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।…
Read More...

ଶସ୍ତା ହେବ କ୍ୟାନସର ଔଷଧ

ସୋମବାର ଅନୁଷ୍ଠିତ ସାମଗ୍ରୀ ଓ ସେବା କର (ଜିଏସ୍‌ଟି) ପରିଷଦ ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କର୍କଟ ଔଷଧ ଉପରେ ପୂର୍ବରୁ ଥିବା ୧୨% ଜିଏସ୍‌ଟିକୁ ୫%କୁ ହ୍ରାସ କରାଯାଇଛି। ସେହିପରି ଲୁଣିଆ…
Read More...

ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର

ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ଚତୁପାର୍ଶ୍ବ ଉତ୍ତରଦ୍ବାର, ପୂର୍ବଦ୍ବାର, ଦକ୍ଷିଣଦ୍ବାର ଓ ପଶ୍ଚିମଦ୍ବାର ସମ୍ମୁଖ ଭାଗ ସୌନ୍ଦର୍ଯ୍ୟକରଣ ଲାଇଟ ଖୁଣ୍ଟରେ ଲଗାଯାଉଛି ସିସିଟିଭି । ପୁରାପୁରି ସିସିଟିଭି…
Read More...

ଭିତରକନିକାରେ ଆଜିଠାରୁ ଦେଶୀୟ ପକ୍ଷୀ ଗଣନା

ରାଜନଗର: ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଆଜି (ସୋମବାର)ଠାରୁ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ ହେବ। ୪ଟି ଟିମ୍‌‌ ପ୍ରତିଦିନ ସକାଳ ୬ ଟାରୁ ୯ଟା ଯାଏଁ ଦେଶୀୟ ପକ୍ଷୀଙ୍କ ଗଣନା କରିବେ। ଗଣନା ୫ ଦିନ ଧରି…
Read More...