Browsing Category

ଦେଶ – ବିଦେଶ

ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି

ଆନ୍ଧ୍ର ପ୍ରଦେଶରେ ଅନକାପଲ୍ଲୀରେ ଫାର୍ମା କମ୍ପାନୀ ରିଆକ୍ଟରରେ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି। ଏଥିରେ ୪୦ରୁ ଅଧିକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦ରୁ ଅଧିକ ଶ୍ରମିକ ଗୁରୁତର ଆହତ ହୋଇ…
Read More...

ପୋଲାଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ; ଆଜି ପୋଲାଣ୍ଡ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ , ଆସନ୍ତାକାଲି କରିବେ…

୪୫ ବର୍ଷ ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ପୋଲାଣ୍ଡ ଗସ୍ତ କରିଛନ୍ତି ନରେନ୍ଦ୍ର ମୋଦୀ। ପୋଲାଣ୍ଡ ରାଜଧାନୀ ୱାରସାରେ ପହଞ୍ଚିବାପରେ ପହଁଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପୋଲାଣ୍ଡର ଉପବିଦେଶ ମନ୍ତ୍ରୀ…
Read More...

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ ; କେରଳ ଥିରୁଭନନ୍ତପୁରମ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ

ମୁମ୍ବାଇରୁ ଉଡ଼ାଣ ଭରିଥିବା ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ। କେରଳ ଥିରୁଭନନ୍ତପୁରମ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଛି। ଏୟାର ଇଣ୍ଡିଆର ବିମାନ ୬୫୭ ମୁମ୍ବାଇରୁ ଉଡ଼ାଣ ଭରିଥିଲା। ପରେ ବିମାନରେ ବୋମା…
Read More...

ଦୁଷ୍କର୍ମ ହତ୍ୟା ମାମଲାରେ ଉଠୁଛି ପଡୁଛି କୋଲକତା । ଡାକ୍ତରଙ୍କ ସହ ଆମ୍ ଆଦମୀ ପାର୍ଟି

ନ୍ୟାୟ ଦାବିରେ ବଢ଼ିବାରେ ଲାଗିଛି ପ୍ରତିବାଦର ସ୍ବର ।ଡାକ୍ତରଙ୍କ ସହ ରାଜନେତା ଦଳ ବି ପ୍ରଦର୍ଶନ କରୁଛନ୍ତି ।ଏହା ଭିତରେ ଆଜି କୋଲକାତାର ପୂର୍ବତନ ଖେଳାଳୀ ଆନ୍ଦୋଳନ କରି ନ୍ୟାୟ ଦାବି କରିଛନ୍ତି ।ଏଥିସହ ସିଲିଗୁଡିରେ…
Read More...

ଝାଡଖଣ୍ଡ ରାଜନୀତିରେ ବଡ ଖବର । ନୂଆ ଦଳ ଗଢିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ

ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ନୂଆ ଦଳ ଗଠନ କରିବାକୁ ଘୋଷଣା କରିଛନ୍ତି । ଜୁଲାଇ ୩ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଚମ୍ପାଇ ।ହେମନ୍ତ ସୋରେନ ଜେଲରୁ ବାହାରିବା ପରେ କ୍ରମଶ ଉଭୟଙ୍କ ମଧ୍ୟରେ…
Read More...

ସନ୍ଦୀପ ଘୋଷଙ୍କର ସୁରକ୍ଷା କର୍ମୀ ଥିଲେ ଅଭିଯୁକ୍ତ ସଞ୍ଜୟ…

କୋଲକାତା ମେଡିକାଲ କଲେଜରେ ହୋଇଥିବା ବଳାତ୍କାର ଓ ହତ୍ୟା ମାମଲାରେ ପୁରା ଦେଶରେ ଆଲୋଡନ ଖେଳି ଯାଇଛି। ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ପରେ ଏବେ କଲେଜର ପୂର୍ବ ଅଧ୍ୟକ୍ଷ ତଥା ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କୁ ନେଇ ଚହଳ…
Read More...

ପୋଲାଣ୍ଡରେ ପହଞ୍ଚିଲେ ମୋଦି

ଦୁଇ ଦିନିଆ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପୋଲାଣ୍ଡର ଓ୍ବାର୍ସରେ ପହଞ୍ଚିଛନ୍ତି। ପୋଲାଣ୍ଡ ପରେ ମୋଦି ମଧ୍ୟ ୟୁକ୍ରେନ ଗସ୍ତ କରିବେ। ଗତ ୪୫ ବର୍ଷ ମଧ୍ୟରେ ପୋଲାଣ୍ଡ ଗସ୍ତରେ ଜଣେ ଭାରତୀୟ…
Read More...

ଲେଟେରାଲ ଏଣ୍ଟ୍ରୀ ଲାଗିଲା ରୋକ୍‌

ସଂରକ୍ଷଣକୁ ନେଇ ବିବାଦ ଉପୁଜିବା ପରେ ପ୍ରଶାସନିକ ସେବାରେ ଲେଟେରାଲ ଏଣ୍ଟ୍ରୀ ନିଷ୍ପତ୍ତି ଉପରେ ଲାଗିଲା ରୋକ୍‌। ଲେଟେରାଲ ଏଣ୍ଟ୍ରୀ ବିଜ୍ଞାପନ ଉପରେ ରୋକ ଲଗାଇବା ସହ ନିଷ୍ପତ୍ତି ଫେରାଇ ନେଲେ ସରକାର। ପ୍ରଧାନମନ୍ତ୍ରୀ…
Read More...

୨୧ ଅଗଷ୍ଟରେ ଭାରତ ବନ୍ଦ ଡାକରା, ଜାଣନ୍ତୁ କଣ ରହିବ ବନ୍ଦ ଏବଂ କଣ ରହିବ ଖୋଲା

ସଂରକ୍ଷିତ ଜାତି ଏବଂ ଜନଜାତି ଆରକ୍ଷଣରେ କ୍ରିମି ଲେୟାର ଲାଗୁ କରିବା ନେଇ ସୁପ୍ରିମ୍‌କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । ଏହି ନିଷ୍ପତ୍ତିକୁ ବିରୋଧକରି ଆରକ୍ଷଣ ବଞ୍ଚାଅ ସଂଘର୍ଷ ସମିତି ୨୧ ଅଗଷ୍ଟ ଅର୍ଥାତ କାଲି ଭାରତ…
Read More...

ଆଳୁ ସଙ୍କଟ ମଧ୍ୟରେ ବଡ଼ ସୂଚନା ଦେଲେ ଯୋଗାଣ ମନ୍ତ୍ରୀ, ୫ ଦିନ ଭିତରେ…

ରାଜ୍ୟରେ ପୁଣି ଆଳୁ ସଙ୍କଟ ଦେଖା ଦେଇପାରେ। ଏନେଇ ରାଜ୍ୟ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ସୋମବାର ସୂଚନା ଦେବା ପରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା ଆସିଛି। ମନ୍ତ୍ରୀ…
Read More...