Browsing Category

ଦେଶ – ବିଦେଶ

ଚାଷୀଙ୍କ ପାଇଁ ‘ଡିଜିଟାଲ୍‌ କାର୍ଡ’ ଆଣିବେ ସରକାର: ଜାଣନ୍ତୁ ଏହା କ’ଣ

ଦେଶର ଚାଷୀଙ୍କୁ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାର ଆଧାର ଭଳି ଏକ ଡିଜିଟାଲ ଆଇଡି ଆଣିବାକୁ ଯାଉଛନ୍ତି। ଆଗାମୀ ୩ଟି ଆର୍ଥିକବର୍ଷରେ ୧୧ କୋଟି କୃଷକଙ୍କୁ ଏଥିରେ ସାମିଲ କରାଯିବ। ଏହା ହେଉଛି ‘ଆଗ୍ରିଷ୍ଟାକ୍‌’ ଅଭିଯାନର…
Read More...

ସନ୍ଦୀପ ଘୋଷଙ୍କୁ ମାଡ଼

କୋଲକାତା ଆର୍‌ଜିକର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ମାଡ଼। ବାଜିଲା ଶକ୍ତ ଚାପୁଡ଼ା। ଭିଡ଼ ଭିତରେ ମାଡ଼ ମାରିଲେ ଲୋକେ। କୋର୍ଟରୁ ବାହାରକୁ ଆସିବା ବେଳେ ତାଙ୍କୁ ଜଣେ ବ୍ୟକ୍ତି ଶକ୍ତ…
Read More...

ଆସନ୍ତାକାଲି ସୃଷ୍ଟି ହେବ ଲଘୁଚାପ, ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି

ଭୁବନେଶ୍ୱର: ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର। ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମବଙ୍ଗ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର। ଲଘୁଚାପ…
Read More...

ଆନ୍ଧ୍ର ବନ୍ୟା ପ୍ରପୀଡିତଙ୍କୁ ୧ କୋଟି ଟଙ୍କା ଦାନ କଲେ ଜୁନିୟର ଏନଟିଆର

ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଜୁନିୟର ଏନଟିଆର ୧କୋଟି ଟଙ୍କା ଦାନυ କରିଛନ୍ତି। ମଙ୍ଗଳବାର ଜୁନିୟର ଏନଟିଆର ସୋସିଆଲ ମିଡିଆ ଏକ୍ସରେ ଦୁଇ ରାଜ୍ୟର ବନ୍ୟା…
Read More...

ରାଜ୍ୟ ସଭାରେ ବଢିଲା ଏନଡିଏର ଶକ୍ତି, ଭାଜପା ପାଇଁ ଆସିଲା ଏହି ରାଜ୍ୟରୁ ଗୁଡନ୍ୟୁଜ୍‌

ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ରାଜୀବ ଭଟ୍ଟାଚାର୍ଯ୍ୟ ମଙ୍ଗଳବାର ତ୍ରିପୁରାରୁ ରାଜ୍ୟ ସଭାର ଏକମାତ୍ର ଆସନରେ ୩୭ ଭୋଟ ବ୍ୟବଧାନରେ ଜିତିଛନ୍ତି। ଭାଜପା ରାଜ୍ୟ ୟୁନିଟ ସଭାପତି ଭଟ୍ଟାଚାର୍ଯ୍ୟ ୪୭ଜଣ ବିଧାୟକଙ୍କ…
Read More...

ରାଗିଗଲେ କିମ ଜୋଙ୍ଗ ଉନ; ୩୦ ବରିଷ୍ଠ ଅଧିକାରୀଙ୍କୁ ଫାଶୀ ଦେବାକୁ ଦେଲେ ନିର୍ଦ୍ଦେଶ

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ଦେଶର ୩୦ ଜଣ ବରିଷ୍ଠ ଅଧିକାରୀଙ୍କୁ ଫାଶୀ ଦେଇଛନ୍ତି। ସେମାନଙ୍କର ଦୋଷ ଥିଲା ଯେ ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ ଜୋଙ୍ଗ…
Read More...

ପଶ୍ଚିମବଙ୍ଗରେ ନିଷିଦ୍ଧ ହେବ ୩ ଟିଭି ଚ୍ୟାନେଲ୍‌

କଲକାତା : ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମ୍‌ସି (ତୃଣମୂଳ କଂଗ୍ରେସ) ସରକାର ଖୁବ୍‌ଶୀଘ୍ର ୩ଟି ଟିଭି ଚ୍ୟାନେଲକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଗୁଡିକ ହେଲା ଏବିପି ଆନନ୍ଦ, ରିପବ୍ଲିକ ଟିଭି ଏବଂ ଟିଭି୯।…
Read More...

ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ କାହିଁକି ଗିରଫ କଲା ସିବିଆଇ?

ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ (ସିବିଆଇ) ସୋମବାର କୋଲକାତା ଆର.ଜି କାର୍‌ ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ଡାକ୍ତର ସନ୍ଦୀପ ଘୋଷଙ୍କୁ ଅନୁଷ୍ଠାନର ଆର୍ଥିକ ଦୁର୍ନୀତିରେ ସମ୍ପୃକ୍ତ ଥିବା…
Read More...

କୃଷକ ହେବେ ମାଲାମାଲ: ମୋଦି ସରକାରଙ୍କ ଏହିସବୁ ଯୋଜନାରେ କୃଷକଙ୍କୁ ହେବ ଜବରଦସ୍ତ ଫାଇଦା

ନୂଆଦିଲ୍ଲୀ,୩।୯:କେନ୍ଦ୍ର ସରକାର କୃଷକମାନଙ୍କ ସହ ଜଡିତ ୭ଟି ଯୋଜନାକୁ ଅନୁମୋଦନ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, କୃଷକଙ୍କ ଜୀବନରେ ଉନ୍ନତି ଆଣିବା ଏବଂ ସେମାନଙ୍କ ଆୟ ବୃଦ୍ଧି ପାଇଁ ସୋମବାର…
Read More...

ଦୁନିଆର ସବୁଠୁ ଧନୀ ସୁଲତାନଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବ ଏସିଆ ଦେଶ ବ୍ରୁନେଇ ଗସ୍ତ କରିବାକୁ ଯାଉଛନ୍ତି। ଏହି ଗସ୍ତ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହେବାକୁ ଯାଉଛି। ଦୁଇ ଦେଶ ମଧ୍ୟରେ କୂଟନତିକ ସମ୍ପର୍କ ୪୦ ବର୍ଷ…
Read More...