Browsing Category

ମନୋରଞ୍ଜନ

ପୁଣି ଅଭିନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

କୋଲକାତା: ଫିଲ୍ମଜଗତରୁ ଆତ୍ମହତ୍ୟା କରିବା ଖବର ଥମିବାର ନା ନେଉ ନାହିଁ। ଏବେ ଆଉ ଜଣେ ବଙ୍ଗୀୟ ଅଭିନେତ୍ରୀ ରାୟ ଦେବୋଲିନା ଦେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ହେଲେ ସୌଭାଗ୍ୟବଶତଃ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ…
Read More...

ଖୁବଶୀଘ୍ର ଫିଲ୍ମରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଧୋନୀ

ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଖୁବଶୀଘ୍ର ଫିଲ୍ମରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ମିଡିଆ ରିପୋର୍ଟ ମୁତାବକ, ମାହି ଖୁବଶୀଘ୍ର ସାଉଥ ଫିଲ୍ମକୁ…
Read More...

“ଶମଶେରା”ର ଟ୍ରେଲର ରିଲିଜ

ୟଶରାଜ ଫିଲ୍ମର ଆଗାମୀ ଫିଲ୍ମ “ଶମଶେରା”ର ଟ୍ରେଲର ଶୁକ୍ରବାର ସକାଳେ ତିନି ସହରରେ ରିଲିଜ ହୋଇଛି  । ଆଉ ଖାସ କଥାକି ଏହି ଫିଲ୍ମ ହିନ୍ଦୀ ସମେତ ତାମିଲ ଓ ତେଲୁଗୁ ଭାଷାରେ ବି ରିଲିଜ ହେବାନେଇ ଜଣାଯାଇଛି  । କନ୍ନଡ଼…
Read More...

ଫିସ ବଢ଼ାଇଲେ ପ୍ରଭାସ, ଚିନ୍ତାରେ ଫିଲ୍ମ ନିର୍ମାତା

ସାଉଥ୍‌ ସୁପରଷ୍ଟାର ପ୍ରଭାସ ଏବେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ଯେତେବେଳେ ସେ କ୍ୟାମେରା ସାମ୍ନାକୁ ଆସିଲେ, ତାଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ତାଙ୍କ ଲୁକ୍‌…
Read More...

ଏକାଠି ନଜର ଆସିବେ ଶାହରୁଖ, ଦୀପିକା

ମୁମ୍ବାଇ: ପୁଣିଥରେ ଏକାଠି ନଜରକୁ ଆସିବେ ବଲିଉଡ୍‌ର ନାମକରା ଯୋଡି ଶାହରୁଖ୍‌ ଖାନ୍‌ ଏବଂ ଦୀପିକା ପାଦୁକୋନ୍‌। ଶାହରୁଖ୍‌ଙ୍କ ଆଗାମୀ ଫିଲ୍ମ ‘ଯବାନ’ରେ ତାଙ୍କ ଭିନ୍ନ ଲୁକ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ତାମିଲ…
Read More...

ରିଆ ଚକ୍ରବର୍ତ୍ତୀ ଏବଂ ସୋଭିକଙ୍କ ବିରୋଧରେ ଏନସିବି ଦାଖଲ କଲା ଅଭିଯୋଗ ପତ୍ର

ବଲିଉଡର ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ଘଟିଥିବା ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୋଭିକ ଚକ୍ରବର୍ତ୍ତୀ ଏବଂ ଅନ୍ୟମାନଙ୍କ ବିରୋଧରେ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ…
Read More...

ଜୀ ସାର୍ଥକର ଏକ ଅଭିନବ ପ୍ରୟାସ – ‘ନାଲି ବିନ୍ଦୁ’ ଅଭିଯାନ

ଓଡିଶାରେ ମହିଳାଙ୍କ ଋତୁସ୍ରାବ ସମ୍ପର୍କିତ ସଚେତନତା ସୃଷ୍ଟି କରିବାକୁ ଅଭିନବ ଢ଼ଙ୍ଗରେ ଅଭିଯାନ ଆରମ୍ଭ କରିଛି ଜୀ ସାର୍ଥକ । ଏହି ଅଭିଯାନର ନାଁ ରହିଛି ‘ନାଲି ବିନ୍ଦୁ’ ଅଭିଯାନ । ଯାହା ଏବେ ଓଡିଶାର ଘରେ ଘରେ ପହଞ୍ଚି…
Read More...

ଅକ୍ଷୟ କୁମାରଙ୍କ ‘ରକ୍ଷା ବନ୍ଧନ’ର ଟ୍ରେଲର ରିଲିଜ

ସାମ୍ନାକୁ ଆସିଲା ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘ରକ୍ଷା ବନ୍ଧନ’ର ଟ୍ରେଲର। ଅକ୍ଷୟଙ୍କ ସବୁ ଧ୍ୟାନ ଏବେ ଏହି ଫିଲ୍ମ ଉପରେ ରହିଛି। ଫିଲ୍ମର ଟ୍ରେଲର ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି। ଏହି ଫିଲ୍ମ ଭାଇ…
Read More...

ଆସିବ ପୁଷ୍ପା ପାର୍ଟ -୨

ସାଉଥ୍‌ ସୁପରଷ୍ଟାର ଅଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। ଫିଲ୍ମର ଗୀତ ଓ ସଂଳାପ ଆଜିବି ଦର୍ଶକ ମନେ ରଖିଛନ୍ତି। ଏହାରି ଭିତରେ ନିର୍ମାତା ଏହାର ଦ୍ୱିତୀୟ…
Read More...

କେବେ ରିଲିଜ ହେବ ଦୃଶ୍ୟମ-୨ ଜାଣନ୍ତୁ

ମୁମ୍ବାଇ: ଅଜୟ ଦେବଗନଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ଦୃଶ୍ୟମ ୨ ଖୁବଶୀଘ୍ର ସିନେମାହଲରେ ରିଲିଜ୍ ହେବାକୁ ଯାଉଛି । ହାଇଦ୍ରାବାଦରେ ଶୁଟିଂ ଶେଷ ହେବା ପରେ କିଛି ସମୟ ପୂର୍ବରୁ ଫିଲ୍ମର ମେକର୍ସ ପୋଷ୍ଟର ଜାରି କରି ରିଲିଜ୍…
Read More...