Browsing Category

ମନୋରଞ୍ଜନ

ଏକାଠି ନଜର ଆସିବେ କରନ ଅର୍ଜୁନ

ବହୁ ଦିନର ଅପେକ୍ଷା ଅନ୍ତ ହେବାକୁ ଯାଉଛି। ଅନେକ ଦିନରୁ ବଲିଉଡର ଦବଙ୍ଗ ଖାନ୍ ସଲମାନ ଖାନ୍ ଏବଂ ରୋମାନ୍ସ କିଙ୍ଗ୍ ଶାହାରୁଖଙ୍କୁ ଦର୍ଶକେ ଏକାଠି ବଡ ପରଦାରେ ଦେଖିବାକୁ ଚାହୁଁଛନ୍ତି । ଶୀଘ୍ର ତାଙ୍କର ଇଚ୍ଛା ପୂରଣ…
Read More...

ବଡ ପରଦାରେ ନଜର ଆସିବେ ରିୟା ଚକ୍ରବର୍ତ୍ତୀ

ବଲିଉଡ୍‌ ଅଭିନେତ୍ରୀ ତଥା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବ ଗାର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ଏବେ କିଛି ନା କିଛି କାରଣ ଯୋଗୁ ଚର୍ଚ୍ଚାରେ ରହୁଛନ୍ତି। ପ୍ରଥମେ ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ ଯୋଗୁ ଲାଇମ୍‌…
Read More...

ଆପଣ ଖଜୁରୀ ଖାଉଛନ୍ତି କି ,ଜାଣନ୍ତୁ ତାହାର ଲାଭ

ଖଜୁରୀ ଏପରି ଏକ ଫଳ ଯାହାକୁ ଭାରତରେ ଅଧିକାଂଶ ସ୍ଥାନରେ ଡ୍ରାଏ ଫ୍ରୁଟ୍ସ ଭଳି ଖିଆଯାଇଥାଏ। ଏହାକୁ ଲଡୁ ଭାବେ ପ୍ରସ୍ତୁତ କରି ମଧ୍ୟ ଖିଆଯାଏ। ସାମାନ୍ୟ ଦେଖାଯାଉଥିବା ଏହି ଫଳ ପୋଷକ ତତ୍ତ୍ୱର ଖଣି। ପିଲାଙ୍କ ଠାରୁ…
Read More...

ଛାତ୍ରୀଙ୍କୁ ଅସଦାଚରଣ କରି ଗିରଫ କେରଳ ଆକ୍ଟର ଶ୍ରୀଜିଥ୍ ରବି

କେରଳ: ଦୁଇ ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ କରି ଗିରଫ ହୋଇଛନ୍ତି କେରଳ ଆକ୍ଟର ଶ୍ରୀଜିଥ୍ ରବି। ପୁଲିସରେ ଅଭିଯୋଗ ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ୪୬ ବର୍ଷିୟ ଏହି ଆକ୍ଟରଙ୍କ ବିରୋଧରେ ଶିଶୁ ସୁରକ୍ଷା ଓ ଶିଶୁଙ୍କୁ…
Read More...

ଦୈତାରୀ ପଣ୍ଡାଙ୍କ ନାଁରେ ଥାନାରେ ଏତଲା

ଭୁବନେଶ୍ୱର : ବିବାଦରେ ଯାତ୍ରା ଟାଇଗର ଦୈତାରୀ ପଣ୍ଡା। ତାଙ୍କ ନାଁରେ ଏତଲା ହୋଇଛି। ପାର୍ବତୀ ଗଣନାଟ୍ୟଠୁ ଅଗ୍ରୀମ ୧୫ ଲକ୍ଷ ଟଙ୍କା ନେଇ ଯାତ୍ରା ପାର୍ଟିରେ ଯୋଗ ଦେଉନଥିବାରୁ ବାଲେଶ୍ୱର ଜିଲ୍ଲା ଔପଦା ଥାନାରେ ଲିଖିତ…
Read More...

ମା’ କାଳୀଙ୍କ ରୁପ ଦେଖି ତାତିଲେ ଲୋକେ

କିଛି ଦିନ ତଳେ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମର ପୋଷ୍ଟର ରିଲିଜ୍ ହୋଇଥିଲା, ଯେଉଁଥିରେ ‘ମା’ କାଳୀ’ଙ୍କ ଫଟୋ ଦେଖିବାକୁ ମିଳିଥିଲା। ପୋଷ୍ଟରରେ କେବଳ ମା’ଙ୍କ ଫଟୋ ନ ଥିଲା, ବରଂ ଏମିତି କିଛି ଜିନିଷକୁ ଦେଖାଯାଇଥିଲା,…
Read More...

କପିଲ ଶର୍ମାଙ୍କ ବିରୁଦ୍ଧରେ ମାମଲା ରୁଜୁ

କମେଡିଆନ୍‌ କପିଲ ଶର୍ମା ମଜାଳିଆ ଅନ୍ଦାଜରେ ସମସ୍ତଙ୍କୁ ହସାଇ ହସାଇ ବେଦମ୍‌ କରିଥାନ୍ତି। ଏବେ କପିଲ ଶର୍ମାଙ୍କ ଶୋ’ ଟିଭିରେ ପ୍ରସାରଣ ହେଉ ନଥିଲେ ମଧ୍ୟ ତାଙ୍କ ଫ୍ୟାନ୍‌ ଫଲୋୟର୍ସଙ୍କ ସଂଖ୍ୟା ଜମା ବି କମିନି। କିନ୍ତୁ…
Read More...

ଫେମିନା ମିସ୍ ଇଣ୍ଡିଆ 2022

ମୁମ୍ୱାଇ: ରବିବାର ଦିନ VLCC ଫେମିନା ମିସ୍ ଇଣ୍ଡିଆର ଗ୍ରାଣ୍ଡ ଫାଇନାଲରେ କର୍ଣ୍ଣାଟକର ସିନି ଶେଟ୍ଟି ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ଟାଇଟଲର ବିଜେତା ଘୋଷିତ ହୋଇଛନ୍ତି। ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ…
Read More...

ଚାଲିଗଲେ ୩୦ ବର୍ଷୀୟ ଏହି ଅଭିନେତା

ସିନେପ୍ରେମୀଙ୍କ ପାଇଁ ପୁଣି ଏକ ଦୁଃଖଦ ଖବର। ମାତ୍ର ୩୦ ବର୍ଷ ବୟସରେ ଜୀବନ ହରାଇଛନ୍ତି ଜଣେ ଯୁବ ଅଭିନେତା। କ୍ୟାନସର ପାଇଁ ଚାଲିଯାଇଛନ୍ତି ଜଣେ ୩୦ ବର୍ଷୀୟ ଯୁବ ଅଭିନେତା । ଆସମିଆ ଅଭିନେତା କିଶୋର ଦାସ କ୍ୟାନସରରେ…
Read More...

ସୁଟିଂ ସମୟରେ ଟାଇଗର ଆହତ

ଅଭିନେତା ଟାଇଗର ଶ୍ରଫ ବି ଟାଉନରେ ବେଶ୍‌ ଚର୍ଚ୍ଚିତ। ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ଟାଇଗର ଶ୍ରଫ୍‌ ଆକ୍ସନ୍‌ ଷ୍ଟାର ଭାବେ ଜଣାଶୁଣା। ଫିଲ୍ମ ‘ହିରୋପନ୍ତି’ ଜରିଆରେ ବଲିଉଡରେ ଏଣ୍ଟ୍ରି କରିଥିଲେ। ନିଜର ଆକ୍ସନ ଏବଂ…
Read More...