Browsing Category
ଅପରାଧ
୨ଲୁଟେରା ଗିରଫ, ଲୁଟ ସାମଗ୍ରୀ ଜବତ
ଜଟଣୀ(ସଞ୍ଜୀବ କୁମାର) : ଜଟଣୀଥାନା ଅନ୍ତର୍ଗତ ପୃଥକ ପୃଥକ ୨ଜଣ ମହିଳାଙ୍କ ଘରୁ ଲୁଟ ହୋଇଥିବା ଅଭିଯୋଗରେ ଜଟଣୀ ପୁଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କଠାରୁ ଲୁଟ ସାମଗ୍ରୀ ଜବତ…
Read More...
Read More...
ପୁଣି ଯୌତୁକ ପାଇଁ ବଧୂ ହତ୍ୟା
ମାହାଙ୍ଗା : କଟକ ଜିଲ୍ଲା ମାହାଙ୍ଗା ଥାନା ହଂସଦିଆ ଗ୍ରାମର ଶ୍ୟାସୁନ୍ଦର ବାରିକଙ୍କ ସାନ ଝିଅ ସରୋଜିନୀ ବାରିକଙ୍କୁ ତାର ଶାଶୁଘର ଲୋକେ ହତ୍ୟା କରି ଥିବା ନେଇ ମାହାଙ୍ଗା ଥାନା ରେ ଅଭିଯୋଗ ହୋଇଛି। ଗତ ୮ମାସ ତଳେ ଯାଜପୁର…
Read More...
Read More...
ଚଳନ୍ତା କାରରେ ମହିଳା ଓ ୬ ବର୍ଷ ଝିଅକୁ ଗଣଦୁଷ୍କର୍ମ
ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ହରିଦ୍ୱାରରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜିଲ୍ଲାର ରୁରୁକୀରେ ଜଣେ ମହିଳା ଏବଂ ତାଙ୍କ ୬ ବର୍ଷ ଝିଅକୁ ଗଣଦୁଷ୍କର୍ମ କରାଯାଇଥିଲା। ରବିବାର ଦିନ ପୋଲିସ କହିଛି ଯେ ଜଣେ ବ୍ୟକ୍ତି…
Read More...
Read More...
ମଦ ନିଶା ନେଲା ଜୀବନ, ପଥର ଛେଚି ବୃଦ୍ଧା ଙ୍କୁ ହତ୍ୟା କଲେ ମହିଳା
ଆନନ୍ଦପୁର : ମଦନିଶା ନେଲା ଜୀବନ। ଜଣେ ବୃଦ୍ଧା ଓ ଜଣେ ମହିଳା ସାଙ୍ଗ ହୋଇ ମଦ ପିଇବାକୁ ଯାଇଥିବାବେଳେ ମହିଳା ଜଣକ ମଦ ନିଶାରେ ବୃଦ୍ଧାଙ୍କୁ ପଥରରେ ଛେଚି ମାରିଥିବା ଅଭିଯୋଗ ହୋଇଛି । ଏପରି ଘଟଣା ଦେଖିବାକୁ ମିଳିଛି…
Read More...
Read More...
STF କବ୍ଜାରେ ୪ ବ୍ରାଉନସୁଗର ବେପାରୀ
ଖୋର୍ଦ୍ଧା : STF କବ୍ଜାରେ ବ୍ରାଉନସୁଗର ବେପାରୀ। ୪ ଜଣ ବେପାରୀଙ୍କୁ ବାନ୍ଧିଲା STF। ୧ କେଜି ୩୦ ଗ୍ରାମ ବ୍ରାଉନସୁଗର ଜବତ କଲା STF। ଖୋର୍ଦ୍ଧା ନିକଟରେ ଡିଲ ବେଳେ ମାଡି ବସିଲା STF।
ଜବତ ବ୍ରାଉନସୁଗରର ଆନୁମାନିକ…
Read More...
Read More...
୩୦ ବର୍ଷୀୟ ମହିଳା ବ୍ଲଗରଙ୍କୁ ୪ ମହଲାରୁ ହାତବାନ୍ଧି ଠେଲିଦେଲେ
ଆଗ୍ରାର ତାଜଗଞ୍ଜ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ୩୦ ବର୍ଷୀୟ ବ୍ଲଗରଙ୍କୁ ନିଜ ଆପାର୍ଟମେଣ୍ଟର ୪ ମହଲାରୁ ହାତବାନ୍ଧି ଠେଲିଦିଆଯାଇଛି। ଫଳରେ ବ୍ଲଗରଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଉକ୍ତ…
Read More...
Read More...
ପୁଅକୁ ଟାଙ୍ଗିଆରେ ହାଣି ଜୀବନ ହାରିଲା ବାପା
ନୂଆପଡା ଜିଲ୍ଲା ଧରମବନ୍ଧା ଗାଁରେ ପୁଅକୁ ହାଣି ହତ୍ୟା କରିବା ପରେ ଆତ୍ମହତ୍ୟା କଲା ବାପା। ଗତକାଲି ବାପା ପୁଅ ମଧ୍ୟରେ ନିଶାସକ୍ତ ଅବସ୍ଥାରେ ଗଣ୍ଡ ଗୋଳ ହୋଇଥିଲା । ଏଥିରେ ବାପା ଉତ୍ୟକ୍ତ ହୋଇ ପୁଅକୁ ଟାଙ୍ଗିଆରେ ହାଣି…
Read More...
Read More...
ଖୋର୍ଦ୍ଧା ରୋଡ ଷ୍ଟେସନରୁ ରାଜ୍ୟ ବାହାରକୁ ହେଉଥିଲା ଗଂଜେଇ ଚାଲାଣ , ୨ମହିଳା ସମେତ ୪କୋର୍ଟ ଚାଲାଣ
ଜଟଣୀ(ସଞ୍ଜୀବ କୁମାର) : ଚୋରା ଗଂଜେଇର ଗଳାବାଟ ପାଲଟିଥିବା ଜଟଣୀର ଖୋର୍ଦ୍ଧା ରୋଡ ରେଳଷ୍ଟେସନରୁ ଆଜି ଖୋର୍ଦ୍ଧା ରୋଡ ପୁଲିସ ୨ ମହିଳା ସମେତ ୪ଜଣଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୫ଲକ୍ଷ ଟଙ୍କାର ଚୋରା ଗଂଜେଇ ଜବତ…
Read More...
Read More...
ସାଙ୍ଗକୁ ଛୁରୀ ଭୂଷିଲା ସାଙ୍ଗ
ବେଙ୍ଗାଲୁରୁ – ମାତ୍ର ୫୦ ଟଙ୍କା ପାଇଁ ସାଙ୍ଗକୁ ଛୁରୀ ଭୁଷି ହତ୍ୟା କଲା ସାଙ୍ଗ । ଏପରି ଘଟଣା ବେଙ୍ଗାଲୁରୁରେ ଘଟିଛି । ଶିବ ମଧୁନାମକ ବ୍ୟକ୍ତି ଶାନ୍ତାକୁମାରଙ୍କ ଠାରୁ ୫୦ ଟଙ୍କା ଧାର୍ ନେଇଥିଲା । ପରେ ଏହି ଟଙ୍କା…
Read More...
Read More...
ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ
ମାର୍ଶାଘାଇ : ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। କେନ୍ଦ୍ରାପଡ଼ା ପାଟକୁରା ଥାନା ତେଣ୍ଡାକୁଡ଼ା ଗାଁରେ ବିଳମ୍ବିତ ରାତିରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ। ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ଅଭିଯୁକ୍ତ ସ୍ୱାମୀ…
Read More...
Read More...