ଭିକ୍ଟ୍ରି ପରେଡ ସମୟରେ ଅନେକ ପ୍ରଶଂସକ ଆହତ, ନିଶ୍ୱାସ ନେବାରେ ଅସୁବିଧା ହେବାରୁ ଅନେକେ ବେହୋସ

ମୁମ୍ବାଇ,୫।୭: ଟି -୨୦ ବିଶ୍ୱକପ ଜିତିବା ପରେ ସ୍ବଦେଶ ଫେରିଥିବା ଟିମ ଇଣ୍ଡିଆକୁ ଦେଶରେ ଏକ ଐ ତିହାସିକ ସ୍ବାଗତ କରାଯାଇଥିଲା। ରୋହିତ ଶର୍ମାଙ୍କ ଦ୍ୱାରା ଅଧିନାୟକ ହୋଇଥିବା ଟିମ ଇଣ୍ଡିଆ ଜୁନ୨୯ରେ ବାରବାଡୋସରେ…
Read More...

ହାରିଲେ ଋଷି ସୁନକ

ପ୍ରଧାନମନ୍ତ୍ରୀ ପଦ ପାଇଁ ୪ ଜୁଲାଇରେ ବ୍ରିଟେନ୍‌ରେ ଭୋଟ ଅନୁଷ୍ଠିତ ହୋଇଥିଲା। ଏବେ ବି ଗଣନା ଜାରି ରହିଛି। ଏପର୍ଯ୍ୟନ୍ତ ଟ୍ରେଣ୍ଡକୁ ଦେଖିଲେ କଞ୍ଜରଭେଟିଭ ପାର୍ଟି ନେତା ତଥା ବିଦାୟୀ ପ୍ରଧାନମନ୍ତ୍ରୀ ଋଷି ସୁନକ ତାଙ୍କ…
Read More...

ଜଣେ ଓଡ଼ିଆ ହେବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ଜାଣନ୍ତୁ ସେ କିଏ, ଯାହାଙ୍କ ନାଁରେ ହେଉଛି ଚର୍ଚ୍ଚା

ଭୁବନେଶ୍ୱର,୫।୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବ୍ୟକ୍ତିଗତ ସଚିବ ଭାବେ ୨୦୦୬ ବ୍ୟାଚ ଆଇଏଏସ ମନୋଜ କୁମାର ସାହୁଙ୍କୁ ନିଯୁକ୍ତ କରାଯାଇପାରେ। ଏନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ଏହାକୁ ନେଇ ଏବେ ସ୍ପଷ୍ଟ ହୋଇନାହିଁ।…
Read More...

ମୋଦିଙ୍କ ରୁଷିଆ ଗସ୍ତ ପୂର୍ବରୁ ପାକିସ୍ତାନକୁ ବଡ଼ ଅଫର୍‌ ଦେଲା ରୁଷିଆ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆରେ ପହଞ୍ଚିବା ପୂର୍ବରୁ ମଧ୍ୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ବଡ଼ ଗେମ୍‌ ଖେଳିଛନ୍ତି। ସେ ଭାରତର ଶତ୍ରୁ ପାକିସ୍ତାନକୁ ଏକ ଅଫର ଦେଇଛନ୍ତି। କାଜାଖସ୍ତାନରେ ଚାଲିଥିବା…
Read More...

ସଂସଦରେ ଆଉ ହଙ୍ଗାମା କରିପାରିବେନି ବିରୋଧୀ, ନିୟମରେ ବଡ଼ ପରିବର୍ତ୍ତନ କଲେ ଓମ ବିର୍ଲା

ସଂସଦରେ ଆଉ ହଙ୍ଗାମା କରିପାରିବେନି ବିରୋଧୀ। ଏନେଇ ନିୟମରେ ହୋଇଛି ବଡ଼ ପରିବର୍ତ୍ତନ। ଲୋକ ସଭା ବାଚସ୍ପତି ଓମ ବିର୍ଲା ଏଥିପାଇଁ ନିୟମରେ ବଡ଼ ସଂଶୋଧଡ଼ କରିଛନ୍ତି। ନବ ନିର୍ବାଚିତ ଏମପିମାନେ ଶପଥ ଗ୍ରହଣ କରିବା…
Read More...

ଆଡ଼ଭାନୀ ପୁଣି ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ (୯୬) ପୁଣିଥରେ ଅସୁସ୍ଥ ହୋଇଛନ୍ତି। ତାଙ୍କୁ ଆଜି ରାତି ୯ଟାରେ ମଥୁରା ରୋଡ୍‌ରେ ଥିବା ଆପୋଲୋ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।…
Read More...

ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ତୃତୀୟ ମହଲା ପ୍ରବେଶ। ସକାଳ ୯ଟା ୩୦ ଶୁଭ ସମୟ ନିର୍ଘଣ୍ଟ। ଦୁଇ ଉପମୁଖ୍ୟମନ୍ତ୍ରୀ ଓ…

ଆଜି ତୃତୀୟ ମହଲାରେ ପ୍ରବେଶ କରିବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସକାଳ ୯ଟା ୩୦ ଏଥିପାଇଁ ଶୁଭ ସମୟ ନିର୍ଘଣ୍ଟ କରାଯାଇଛି । ଜୁନ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋହନ । ତେବେ ସେ ଲୋକସେବା…
Read More...

୧ଟଙ୍କା ପ୍ରିମିୟମରେ ମିଳିବ ପ୍ରଧାନମନ୍ତ୍ରୀ ଫସଲ ବୀମା

ଚଳିତ ଖରିଫ ଋତୁରେ ଚାଷୀଙ୍କୁ ଫସଲ ପାଇଁ ରାଜ୍ୟ ସରକାର ୧୧ହଜାର କୋଟି ଟଙ୍କାର ଋଣ ଯୋଗାଇ ଦେବେ । ଏହାସହିତ ପ୍ରତ୍ୟେକ ଚାଷୀଙ୍କୁ ଏକ ଟଙ୍କା ପ୍ରିମିୟମରେ ପ୍ରଧାନମନ୍ତ୍ରୀ ଫସଲ ବୀମା ସୁବିଧା ମଧ୍ୟ ମିଳିବ । ୧ଲକ୍ଷ…
Read More...

ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଲା ବଡ଼ ଦାୟିତ୍ୱ

କେନ୍ଦ୍ରର ମୋଦି ସରକାର ବୁଧବାର ସୁରକ୍ଷା, ଅର୍ଥନୀତି ଓ ରାଜନୈତିକ ବ୍ୟାପାର ସମ୍ପର୍କିତ କମିଟି ଗଠନ କରିଛନ୍ତି। ଏକ ସରକାରୀ ବିଜ୍ଞପ୍ତି ଅନୁସାରେ ଦେଶର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ୮ କମିଟି ଗଠନ କରାଯାଇଛି।…
Read More...

ବିଶ୍ୱକପ ଟ୍ରଫି ସହ ଭାରତ ପହଞ୍ଚିଲା ଟିମ୍‌ ଇଣ୍ଡିଆ

ଭାରତରେ ପହଞ୍ଚିଲା ବିଶ୍ୱ ବିଜେତା ଟିମ୍‌ ଇଣ୍ଡିଆ। ଟି ୨୦ ବିଶ୍ୱକପ ଟ୍ରଫି ସହ ଟିମ୍‌ ଇଣ୍ଡିଆ ବାର୍ବାଡୋସରୁ ଭାରତ ଫେରିଛି। ଏନେଇ ବିସିସିଆଇ ଏକ୍ସ ପୋଷ୍ଟ କରିଛି। ଟିମ୍‌ର ସମସ୍ତ ଖେଳାଳୀ ଟ୍ରଫି ସହ ଏକ ଭିଡିଓ ଶେୟାର…
Read More...