ଶପଥ ଗ୍ରହଣ କଲେ ଉଦୟ ଉମେଶ ଲଳିତ
ନୂଆଦିଲ୍ଲୀ: ଭାରତର ୪୯ତମ ପ୍ରଧାନ ବିଚାରପତି ଭାବେ ଆଜି ବିଚାରପତି ଉଦୟ ଉମେଶ ଲଳିତ ଶପଥ ଗ୍ରହଣ କରିଛନ୍ତି।
ନଭେମ୍ବର ୮ ତାରିଖ ଦିନ ଅବସର ଗ୍ରହଣ କରିବା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଦ୍ବାରା ଶପଥ ପାଠ…
Read More...
Read More...