ବଦଳିବ ଟୁଇଟର ଲୋଗ ?

ନୂଆଦିଲ୍ଲୀ: ବଦଳିଛି ଟ୍ବିଟର୍‌ର ଲୋଗୋ। ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ୱିଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଏଲୋନ୍ ମସ୍କ ଗତ ବର୍ଷ ଅକ୍ଟୋବରରେ କମ୍ପାନୀର ଦିୟିତ୍ବ ଗ୍ରହଣ କରିବା ପରଠାରୁ ସାଇଟରେ ନୂତନ…
Read More...

ଶିଗାଓଁ ନିର୍ବାଚନ ଲଢ଼ିବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ ହାଭେରୀ ଜିଲ୍ଲା ଅଧୀନ ତାଙ୍କ ହୋମ୍‌ଟାଉନ୍‌ ଶିଗାଓଁରୁ ପୁନଃ ନିର୍ବାଚନ ଲଢ଼ିବେ। ବୋମାଇ ଆଜି ଏନେଇ ତାଙ୍କ ମନକଥା କହିଛନ୍ତି। ଶିଗାଓଁ ଆସନରୁ ପ୍ରାର୍ଥିତ୍ବ…
Read More...

ଜାପାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶାରେ ପୁଞ୍ଜିନିବେଶ ସୁଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହିତ ଟୋକିଓରେ ପହଞ୍ଚିଛନ୍ତି। ଏଠାରେ ଭାରତର ରାଷ୍ଟ୍ରଦୂତ ଶିବି ଜର୍ଜ…
Read More...

ଆତଙ୍କବାଦୀ ଟାର୍ଗେଟରେ ଆରଏସ୍‌ଏସ୍‌

ନୂଆଦିଲ୍ଲୀ :ଜମ୍ମୁ-କଶ୍ମୀର ୩୦ ଜଣ ଆରଏସ୍‌ଏସ୍‌ କର୍ମକର୍ତ୍ତାଙ୍କୁ ମିଳିଛି ଧମକ। ଆତଙ୍କବାଦୀ ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ(ଟିଆରଏଫ) ପକ୍ଷରୁ ସମସ୍ତଙ୍କୁ ମିଳିଛି ହତ୍ୟା ଧମକ। ଆରଏସ୍‌ଏସ୍‌ ପାଇଁ ଜମ୍ମୁ-କଶ୍ମୀରରେ…
Read More...

ଜାମିନ ପରେ ଏମିତି କିଛି କହିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରନେମ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ଆଜି ଗୁଜୁରାଟର ଏକ ସେସନ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଜାମିନ ଦେଇଛନ୍ତି। ଜାମିନ ପାଇବା ପରେ କଂଗ୍ରେସର…
Read More...

ହନୁମାନ ଜୟନ୍ତୀ ପାଇଁ ଏମିତି କହିଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ :ରାମ ନବମୀ ଅବସରରେ ବେଙ୍ଗଲରେ ହିଂସା ଓ ଅଶାନ୍ତି ଉପୁଜିବା ପରେ ଆସନ୍ତା ସୋମବାର ହେବାକୁ ଥିବା ହନୁମାନ ଜୟନ୍ତୀ ପାଇଁ ସତର୍କ କରାଇଦେଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ଉତ୍ସବ ସମୟରେ ଅଘଟଣ…
Read More...

ଏହି ସମୟରେ କରନ୍ତୁ ଭୋଜନ, ନିୟନ୍ତ୍ରିତ ହେବ ଓଜନ

ନୂଆଦିଲ୍ଲୀ: ଆଜିକାଲିର ଯୁବଗୋଷ୍ଠୀ ସମସ୍ତେ ସ୍ଲିମ୍‌ଫିଟ୍‌ ରହିବାକୁ ପସନ୍ଦ କରୁଛନ୍ତି। ଏମିତିକି ସେମାନେ ମୋଟାପଣରୁ ଦୂରେଇ ରହିବାକୁ ପ୍ରୟାସରେ ବିଭିନ୍ନ ଉପାୟ ଆପଣାଇଥାନ୍ତି। ଫଳରେ ସେମାନେ ମନ ମୁତାବକ ନିଜ ଶରୀରର…
Read More...

ଖାଉଛନ୍ତି କି ଏହି ଚୋକଲେଟ ହୋଇପାରେ ଘାତକ

ଡାର୍କ ଚକୋଲେଟ୍‌ ଖାଇବା ପ୍ରାୟ ସମସ୍ତଙ୍କୁ ପସନ୍ଦ। ଏହାର ନାଁ ଶୁଣିବା ମାତ୍ରେ ପାଟିରେ ପାଣି ଆସିଯାଏ। ଅଧିକାଂଶ ଲୋକେ ଏହାର ସ୍ୱାଦ ଚାଖିବା ପାଇଁ ପସନ୍ଦ କରନ୍ତି। ଏହା ସ୍ୱାସ୍ଥ୍ୟ ପାଇଁ ସୁସ୍ଥକର ବୋଲି ମଧ୍ୟ…
Read More...

ମୋଦିଙ୍କୁ ଉଦ୍ଧବଙ୍କ ଟାର୍ଗେଟ, କହିଲେ ଏମିତି

ନୂଆଦିଲ୍ଲୀ : କୋର୍ଟଙ୍କ ରାୟ ପରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଲେଜ ଡିଗ୍ରୀକୁ ନେଇ ବିରୋଧୀଙ୍କ ମୁହଁ ବନ୍ଦ ହୋଇନି। ଗୁଜରାଟ ହାଇକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏ ସମ୍ପର୍କିତ…
Read More...

ଆହୁରି ନ୍ୟାୟାୟିକ ହେପାଜତରେ ଦୁଇ ସପ୍ତାହ ରହିବେ ସିସୋଦିଆ

ନୂଆଦିଲ୍ଲୀ :ଅବକାରୀ ନୀତି ଅନିୟମିତତା ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନ୍ୟାୟାୟିକ ହେପାଜତକୁ ଦିଲ୍ଲୀର ଏକ କୋର୍ଟ ଦୁଇ ସପ୍ତାହ ବୃଦ୍ଧି କରିଛନ୍ତି। ସିବିଆଇ ପକ୍ଷରୁ…
Read More...