ପୁଣି ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ: ମଣିପୁର ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସୋମବାର ସେ କହିଛନ୍ତି ମୋଦି ଇସ୍ରାଏଲ ପାଇଁ ଅଧିକ ଚିନ୍ତିତ। କେବଳ ଘୃଣା ବ୍ୟାପିବା ପାଇଁ…
Read More...

ଯୁଧିଷ୍ଠିରଙ୍କ ବିୟୋଗରେ ଦୁଃଖ ପ୍ରକାଶ କଲେ ନବୀନ

ଭୁବନେଶ୍ୱର: ପିପିଲି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ପିପିଲି ନିର୍ବାଚନମଣ୍ଡଳୀର…
Read More...

କଂଗ୍ରେସ ନେତା ହରିଶ ରାୱତଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ଦେଶ ବିଭାଜନ ପାଇଁ ସାବରକର ଦାୟୀ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ କହିଛନ୍ତି। ତାଙ୍କ ବିବୃତ୍ତିକୁ ନେଇ ରାଜନୀତି ସରଗରମ ହୋଇଛି। ହରିଦ୍ୱାରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ରାୱତ…
Read More...

ଇସ୍ରାଏଲ ଯିବେ ଆମେରିକା ରାଷ୍ଟ୍ରପତି ?

ଇସ୍ରାଏଲ ଓ ହମାସର ଘମାଘୋଟ ଲଢ଼େଇ ଭିତରେ ଯୁଦ୍ଧଭୂମି ଗସ୍ତ କରିପାରନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ସୂଚନା ଅନୁସାରେ ଆମେରିକା ରାଷ୍ଟ୍ରପତିଙ୍କୁ ଇସ୍ରାଏଲ ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି ଇସ୍ରାଏଲ…
Read More...

ଅଡ଼ୁଆରେ ମଧ୍ୟପ୍ରଦେଶ କଂଗ୍ରେସ

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରଠୁ ଦେଖାଦେଲାଣି ରାଜନୈତକ ହଟଚମଟ । ଟିକେଟ ନ ମିଳିବାରୁ କିଏ ନିଜ ପାର୍ଟି ବିରୋଧରେ ପାଟି ଫିଟାଇଲାଣି ତ କିଏ ଦଳ ବଦଳ କଲାଣି। ଏପରି ସମୟରେ ଗତକାଲି…
Read More...

୭୮ ବର୍ଷରେ ପାଦ ଦେଲେ ନବୀନ

ଭୁବନେଶ୍ୱର : ୭୮ ବର୍ଷ ବୟସରେ ପଦାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେବାର ସାଧକଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା । ଜନସେବାର ୨୬ ବର୍ଷ ଅତିକ୍ରମ କରିଥିବା ନବୀନ, ନିଜ ଦଳ ସହ ବିରୋଧୀଙ୍କୁ ବି ସାଥିରେ ନେଇ…
Read More...

ଯୁଦ୍ଧ ବନ୍ଦ କରିବାକୁ କହିଲେ ପୁଟିନ

ମସ୍କୋ: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣି ଥରେ ଇସ୍ରାଏଲ-ହମାସ ଯୁଦ୍ଧ ସମ୍ପର୍କରେ ଏକ ବୟାନ ଦେଇଛନ୍ତି। ପୁଟିନ କହିଛନ୍ତି ଯେ ହମାସ ଇସ୍ରାଏଲ ଉପରେ ର୍ନିଦ୍ଦୟ ଆକ୍ରମଣ କରିଥିଲା କିନ୍ତୁ ବର୍ତ୍ତମାନ ଇସ୍ରାଏଲ…
Read More...

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିବ ଶିମିଳିପାଳ

ମୟୂରଭଞ୍ଜ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ପାଇଁ ଆଜି ଠାରୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ପିଠବଟା ଗେଟ ନିକଟରୁ ଶିମିଳିପାଳ ଅଭୟାରଣ୍ୟ ସ୍ଥିତ ବ୍ୟାଘ୍ର ପ୍ରକଳ୍ପ ଉପନିର୍ଦ୍ଦେଶକ ପର୍ଯ୍ୟଟକଙ୍କୁ ସ୍ବାଗତ କରିଥିଲେ…
Read More...

ପ୍ରିୟଙ୍କାଙ୍କ ବିରୋଧରେ ନିର୍ବାଚନ କମିଶନର ଦ୍ୱରସ୍ଥ ହେଲା ବିଜେପି

ମଧ୍ୟପ୍ରଦେଶ ନିର୍ବାଚନ ତାରିଖ ପାଖେଇ ପାଖେଇ ଆସୁଥିବା ବେଳେ ମୁହାଁମୁହିଁ ହେଲେଣି କଂଗ୍ରେସ ଓ ବିଜେପି । ବିଜେପି ଗତ ଶୁକ୍ରବାର ନିର୍ବାଚନ ଆୟୋଗ ନିକଟରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ବିରୋଧରେ ଫେରାଦ ହୋଇଛନ୍ତି।…
Read More...

ଆଜି ରାଜ୍ୟର ସମସ୍ତ ସ୍କୁଲ ଛୁଟି

ଭୁବନେଶ୍ବର: ଆଜି ରାଜ୍ୟର ସବୁ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରିଛି ରାଜ୍ୟ ଗଣଶିକ୍ଷା ବିଭାଗ । ମହାଳୟା ପାଇଁ ଏହି ଛୁଟି ଘୋଷଣା କରାଯାଇଛି । ଏହା ସହିତ ଦଶହରା ଛୁଟି ନେଇ ମଧ୍ୟ ଗଣଶିକ୍ଷା ବିଭାଗର ନୋଟିସ୍ ପ୍ରକାଶ ପାଇଛି…
Read More...